Daily Archives

January 13, 2020

ଗଣଦୁଷ୍କର୍ମ କରି ଗଛରେ ଝୁଲାଇ ଦେବା ଘଟଣା: ୪ଜଣଙ୍କ ମଧ୍ୟରୁ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ

ଗାନ୍ଧିନଗର: କିଛି ଦିନ ତଳେ ଗୁଜୁରାଟର ମୋଡାସା ଅଞ୍ଚଳରେ ଜଣେ ୧୯ବର୍ଷୀୟା ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ୪ଜଣ ସଂପୃକ୍ତ ଥିବା ଖବର ମିଳିଥିବା ବେଳେ ପୁଲିସ ୪ଜଣଙ୍କ ବିରୋଧରେ ଏତଲା କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

୫ କୋଟିର ମୁଣ୍ଡ ଜାମିନ ଦାବିରେ ଅପହୃତ ହୋଇଥିବା ଚାର୍ଟାଡ୍‌ ଆକାଉଣ୍ଟାଣ୍ଟଙ୍କୁ ବିହାରରୁ ଉଦ୍ଧାର କଲା ପୁଲିସ୍‌; ୪…

ସିଲଗୁରି/ ମୁଜାଫରପୁର: ୫ କୋଟି ଟଙ୍କାର ମୁଣ୍ଡ ଜାମିନ ଦାବି ରଖି କେତେକ ଦୁର୍ବୃତ୍ତ ପଶ୍ଚିମବଙ୍ଗର ସିଲିଗୁରିରୁ ଅପହରଣ କରି ନେଇଥିବା ଜନୈକ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ (ସିଏ)ଙ୍କୁ ଆଜି ପୁଲିସ୍‌ ବିହାରର ମୁଜାଫରପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏଥିସହ ସଂପୃକ୍ତ ସିଏଙ୍କୁ ଅପହରଣ କରି ନେଇଥିବା…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଚାକିରି ପାଇଁ ଦେଉଥିଲେ ପରୀକ୍ଷା; ହେଲେ ହାଇଟେକ୍‌ ଉପାୟରେ କପି କରିବା କାଳ ହେଲା; ଶେଷରେ ପୁଲିସ୍‌ ଜିପ୍‌ରେ…

ମୁଜାଫରପୁର: ବିହାରରେ ପୁଲିିସ୍‌ କନେଷ୍ଟବଲ୍‌ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ କପି କରିବା ଉଦ୍ଦେଶ୍ୟରେ ବ୍ଲୁଟୁଥ୍‌ ଜରିଆରେ ଇୟର ଫୋନ୍‌ ବ୍ୟବହାର କରିବା ଜନୈକ ପରୀକ୍ଷାର୍ଥୀଙ୍କ ପାଇଁ ଖୁବ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ସମସ୍ତଙ୍କ ନଜରକୁ ଏଡ଼େଇ ଯିବା ଓ ଧରା ନ ପଡ଼ିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବଦଳିଗଲା କାହାଣୀ ! ଅଭିଯୋଗକାରୀ ଜେଲ ଗଲେ, ଯୁବତୀ ଘରକୁ ଫେରିଲେ

ଭୁବନେଶ୍ୱର: ଟିଣ୍ଡର ଅପ୍ ଘଟଣାରେ ବିଚିତ୍ର ମୋଡ । କୋର୍ଟ ଚାଲାଣ ହେଲେ ଅଭିଯୋଗକାରୀ ଆଉ ଜାମିନ ପାଇ ଘରକୁ ଫେରିଲେ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଯୁବତୀ । ବ୍ଲାକମେଲିଂ ଓ ଅପହରଣର ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଟିଣ୍ଡର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସରକାରୀ କାମରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସକ୍ରିୟ ବ୍ୟକ୍ତି ଲାଭବାନ୍‌ ହେବେ। ଭଲ ଖବର ମିଳିବାର ସମ୍ଭାବନା। ବୃଷ: ବ୍ୟବସାୟ ପାଇଁ ଦିନଟି ଭଲ। ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ…
ଅଧିକ ଖବର ଦେଖନ୍ତୁ...

ସ୍ବାବଲମ୍ବନର ସ୍ବପ୍ନ ସାକାର : ଚାକିରି ଛାଡ଼ି ମୋମୋ ଷ୍ଟଲ୍ ଖୋଲିଛନ୍ତି ତିନି ଯୁବତୀ; ପାଲଟିଛନ୍ତି ଉଦାହରଣ  

ଭୁବନେଶ୍ଵର (ସୀମା ଆଚାର୍ଯ୍ୟ) : ନାରୀ ଯଦି ଚାହେଁ ତେବେ ସବୁ ଅସମ୍ଭବକୁ ସମ୍ଭବ କରିପାରେ । ଆଜିକାଲି ସନ୍ଧ୍ୟା ହେଲେ ଝିଅଟିଏ ଘରୁ ବାହାରିବାକୁ ଡରୁଥିବା ବେଳେ  ରାସ୍ତାକଡରେ ମୋମୋ ସପ୍ ଖୋଲି ପ୍ରତିଟି ଝିଅ ପାଇଁ ଉଦାହରଣ ପାଲଟିଛନ୍ତି ତିନି ସାଙ୍ଗ । ରାଜଧାନୀ ଭୁବନେଶ୍ଵରର ପଳାଶୁଣୀ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ ପରୀକ୍ଷାରେ ଆସିପାରେ ନୂଆ ସଂସ୍କାର: ପ୍ରଥମବର୍ଷରେ ଫେଲ୍‌ ହେଲେ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ…

ଭୁବନେଶ୍ୱର: ସାଧାରଣତଃ ଯୁକ୍ତ ଦୁଇରେ ପ୍ରଥମ ବର୍ଷ ପରୀକ୍ଷାକୁ ହାଲୁକା ଭାବେ ଛାତ୍ରଛାତ୍ରୀ ନେଇଥାଆନ୍ତି। ନା ଠିକରେ କ୍ଲାସ ଆସନ୍ତି ନା ପାଠ ପଢନ୍ତି । ଫଳରେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବା ବେଳକୁ ଚାପ ଅଧିକ ବଢିଯାଇଥାଏ ଏବଂ ତା’ସହ ବଢିଯାଏ ଫେଲ୍‌ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ମନମୋହନଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷ ମଧ୍ୟରେ ୮୦୦ ଛୁଆଙ୍କ ବାପା ହୋଇ ରେକର୍ଡ କଲା କଇଁଛ

କାଲିଫର୍ଣ୍ଣିଆ: ବିଶ୍ୱରେ ଜୀବ-ଜନ୍ତୁଙ୍କର ଏମିତି ଅନେକ ପ୍ରଜାତି ଥିଲେ ଯେଉଁମାନେ ବିଲୁପ୍ତ ହୋଇଗଲେଣି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କଇଁଛ ବାବଦରେ କହିବୁ ଯେ କି ନିଜର ପ୍ରଜାତି ବଞ୍ଚାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହି କଇଁଛ ନିଜର ପ୍ରଜାତି ବଞ୍ଚାଇବା ସହ ୮୦୦ କଇଁଛ…
ଅଧିକ ଖବର ଦେଖନ୍ତୁ...

ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ ଆଉ କାହା ନାଁରେ ନାରାବାଜି ହୋଇପାରିବ ନାହିଁ : ଓଡ଼ିଶା ପ୍ରଭାରୀ ପ୍ରତିଭା…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ଭବନରେ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ଯୁବ…
ଅଧିକ ଖବର ଦେଖନ୍ତୁ...