Daily Archives

January 14, 2020

ଜନ୍ମ ନେବାର କିଛି ସମୟ ପରେ ଘରୋଇ ହସ୍ପିଟାଲର ଅସ୍ତ୍ରୋପଚାର ଗୃହ ମଧ୍ୟରେ ପଶି ନବଜାତକୁ ଝୁଣି ଖାଇଗଲା ରାସ୍ତା କଡ଼ର…

ଆଗ୍ରା: ଉତ୍ତରପ୍ରଦେଶର ଫାରୁକାବାଦରେ ଗତ କାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା। ଫାରୁକାବାଦର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେବାର କିଛି ସମୟ ମଧ୍ୟରେ ରାସ୍ତାକଡ଼ର ଗୋଟିଏ ବୁଲା କୁକୁର ଅସ୍ତ୍ରୋପଚାର ଗୃହ ମଧ୍ୟକୁ ପ୍ରବେଶ କରି ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଭିଣୋଇ ସହିତ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ବିବାହ ଦିନ ସମସ୍ତଙ୍କୁ ଦେଖାଇଲେ ଭାବି ସ୍ୱାମୀ

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀଙ୍କର  ବିବାହ ଦିନ ତାଙ୍କ ଭାବି ସ୍ୱାମୀ ଏମିତି  ଘଟଣା ଘଟାଇଥିଲେ ଯେ ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଥିଲେ। ପ୍ରେମୀଯୁଗଳ ୨ବର୍ଷ ଧରି ସଂପର୍କରେ ରହିବା ପରେ ୬ମାସ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପରେ ଦୁହିଁଙ୍କ ବିବାହ ତାରିଖ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଶାଶୁଘରେ ବୋହୂ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପହଞ୍ଚିଲେ ଶାଶୁ, ଆଉ ତା’ପରେ…

ପନ୍ନା: ମଧ୍ୟପ୍ରଦେଶ ପନ୍ନା ଜିିଲ୍ଲାର ବଘାଇମୋଡ ଗ୍ରାମରେ ଗତ ଜାନୁଆରି ୭ ତାରିଖରେ ଶାଶୁକୁ ବୋହୂ କୁରାଢ଼ିରେ ଆଣି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ବୃଦ୍ଧାଙ୍କ ନାମ କୁସୁମବାଇ ଚୌଧୁରୀ ଓ ତାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡରେ ପୁଲିସ ବୋହୂ…
ଅଧିକ ଖବର ଦେଖନ୍ତୁ...

ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ପରଷା ଗଲା ବାସି ଖାଦ୍ୟ, ୧ଲକ୍ଷ ଟଙ୍କାର ଜରିମାନା କଲା ଆଇଆରସିଟିସି

ମୁମ୍ବାଇ: ପୁଣି ଥରେ ପ୍ରିମିୟମ୍‌ ଟ୍ରେନ୍‌ରେ ପରଷା ଯାଇଥିବା ଖାଦ୍ୟକୁ ନେଇ ଯାତ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣା ମୁମ୍ବାଇରୁ ଚିପଲୁନ୍‌ ଅଭିମୁଖେ ଯାଉଥିବା ଜନଶତାବ୍ଦୀ ଟ୍ରେନ୍‌ରେ ଘଟିଛି। ଖରାପ ଖାଦ୍ୟ ପରିବେଷଣ ଅଭିଯୋଗ ପରେ ଭାରତୀୟ ରେଳ କ୍ୟ‌ାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ୍‌…
ଅଧିକ ଖବର ଦେଖନ୍ତୁ...

୫୦୦୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପାରଳାଖେମୁଣ୍ଡି ବନ କ୍ଷେତ୍ରପାଳ

ଆର. ଉଦୟଗିରି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତଗର୍ତ ରାମଗିରି ବନ କ୍ଷେତ୍ରପାଳ ଦିବାକର ଲେଙ୍କା ଆଜି ୫୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଣାଯାଇଛି। ଦିବାକର ଲେଙ୍କାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ସୂଚନା ଅନୁସାରେ ରାମଗିରି ବନଖଣ୍ଡ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଚଲାଇ ସେଟ୍‌ରେ ପହଞ୍ଚିଲେ ସଲମାନ୍‌, ଏମିତି ପ୍ରସ୍ତୁତି ହୋଇଥିଲା କି ରାସ୍ତାରେ କେହି ଚିହ୍ନ ପାରିଲେ ନାହିଁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଗୋଟିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କ ଲମ୍ବା ଧାଡ଼ି ଲାଗିଥାଏ। ନିକଟରେ ସେ ସାଇକେଲ ଚଳାଇ ସେଟ୍‌ରେ ପହଞ୍ଚି ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ସାଇକେଲ ଚଲାଇ ରାସ୍ତାରେ ଆସୁଥିବା ବେଳେ ସଲମାନ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରସବ ଯନ୍ତ୍ରଣା ହେବାରୁ ବରଫପୂର୍ଣ୍ଣ ରାସ୍ତାରେ ୪ କିଲୋମିଟର ଚାଲିଚାଲି ହସ୍‌ପିଟାଲ୍‌ରେ ପହଞ୍ଚିଲେ ଗର୍ଭବତୀ

ହିମାଚଳପ୍ରଦେଶ: କିଛିଦିନ ହେବ ଶୀତ ଲହରି ଜାରି ରହିଥିବାରୁ ହିମାଚଳପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ତୀର୍ଥନ ଘାଟି ନୋହାଣ୍ଡା ପଞ୍ଚାୟତ ଅନ୍ତର୍ଗତ  ଝଲେରି ଗାଁରେ ବସବାସ କରୁଥିବା ଜଣେ ମହିଳାଙ୍କ ପ୍ରସବପୀଡ଼ା ଆରମ୍ଭ ହୋଇଯାଇଥିଲା। ସେ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟମାଷ୍ଟରଙ୍କଠୁ ୧୫ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ସିବିଆଇ ଜାଲରେ ଫସିଗଲେ ପୋଷ୍ଟାଲ୍‌ ଇନ୍‌ସପେକ୍ଟର

ରାଇରଙ୍ଗପୁର: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଫସିଯାଇଛନ୍ତି ରାଇରଙ୍ଗପୁର ପୋଷ୍ଟାଲ୍‌ ଇନ୍‌ସପେକ୍ଟର ସଂଜିତ କୁମାର ବେହେରା। ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଝାରଘୋଷଡ଼ା ବ୍ରାଞ୍ଚର ପୋଷ୍ଟ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ ସେ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଡ଼ିଏସପିଙ୍କୁ ନେଇ ତେଜିଲା ରାଜନୀତି, ବିଜେପି-କଂଗ୍ରେସ ମୁହାଁମୁହିଁ

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଲିସ ଡ଼ିଏସପିଙ୍କ ମାମଲାରେ ସରଗରମ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ | ଜାମ୍ମୁକାଶ୍ମୀର କୁଲଗାମରୁ ଗିରଫ ହୋଇଥିବା ପୁଲିସ ଡ଼ିଏସପି ଦେବେନ୍ଦ୍ର ସିଂଙ୍କ ମାମଲାରେ ରାଜନୀତି ଜୋର ଧରୁଛି । ପ୍ରଥମେ ଏହି ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ରାସ୍ତାର ତ୍ରିନାଥ ମନ୍ଦିର ନିକଟରେ ଆଜି ଅପରାହ୍ନ ସାଢ଼େ ୪ଟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର…
ଅଧିକ ଖବର ଦେଖନ୍ତୁ...