Daily Archives

January 15, 2020

ପୋଲ ଉପରୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ମହିଳା, ଟ୍ରାଫିକ୍‌ ପୁଲିସର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଲା…

ମୁମ୍ବାଇ: ନଭି ମୁମ୍ବାଇ ନିକଟରେ ଭାସି ପୋଲ ଉପରୁ ଗତ ମଙ୍ଗଳବାର ଜଣେ ମହିଳା ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଘଟଣାସ୍ଥଳରେ ମୁତୟନ ଥିବା ଟ୍ରାଫିକ୍‌ ପୁଲିସଙ୍କ ଉପସ୍ଥିତ ବୁଦ୍ଧି ପାଇଁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ମହିଳାଙ୍କୁ ସେଠାରୁ ଉଦ୍ଧାର କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଇରାନ-ଆମେରିକା ଉତ୍ତେଜନା ମଧ୍ୟରେ ମୋଦୀଙ୍କୁ ଭେଟିଲେ ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ରାଇସିନା ଆଲୋଚନା ୨୦୨୦ରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଆସିଥିବା ଡଃ ମହମ୍ମଦ ଜାଭେଦ ଜାରିଫ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୋଦୀ କହିଥିଲେ ଯେ ପଶ୍ଚିମଏସିଆରେ ଶାନ୍ତି ଓ ସ୍ଥିରତା ରକ୍ଷା ହେଲେ ତାହା କେବଳ ଭାରତ ନୁହେଁ…
ଅଧିକ ଖବର ଦେଖନ୍ତୁ...

ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୪ଦିନର ଛୁଟି

ନୂଆଦିଲ୍ଲୀ: ଏମିତି ଅନେକ କମ୍ପାନି ରହିଛି ଯେଉଁଠାରେ ଧୂମପାନ କରୁଥିବା କର୍ମଚାରୀଙ୍କ ଉପରେ ଜରିମାନା ଲାଗିବା ସହିତ ଅନ୍ୟ ଦଣ୍ଡର ବିକଳ୍ପ ବି ରହିଛି। ଏହି କ୍ରମରେ ଇଂଲଣ୍ଡର ସ୍ୱିଡେନ୍‌ ଟାଉନ୍‌ରେ ଥିବା ‘ କେସିଜେଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ’ ନାମକ ଏକ ସଂସ୍ଥା ଏବେ ଧୂମପାନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ କପିଲ ଶର୍ମା ସୋ’କୁ ଫେରିବେ କି ନବଜୋତ୍ ସିଂହ ସିଦ୍ଧୁ? ଭିଡିଓ ଭାଇରାଲ ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା କମେଡି ସୋ’ 'ଦ କପିଲ ଶର୍ମା ସୋ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେବୃଆରୀ ୧୪, ୨୦୧୯ରେ ପୁଲୱାମାରେ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିବ‌ା ପରେ ପାକିସ୍ତାନକୁ ସମର୍ଥନ କଲା ଭଳି ପ୍ରତିକ୍ରିୟା ଦେଇ ବିବାଦରେ ଫସିଥିଲେ…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟାର ଭିଡିଓ କରୁଥିବା ବେଳେ ଆସିଲା ଟ୍ରେନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ତ ମାରେ କିଏ?’... ଏହି ଉକ୍ତିର ଅନେକ ଉଦାହରଣ ପ୍ରତିଦିନ ସାମ୍ନାକୁ ଆସିଥାଏ। ହେଲେ, ଏମିତି ଏକ ଘଟଣା ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହିତ ଘଟିଛି। ଉତ୍ତରପ୍ରଦେଶରେ ବସବାସ କରୁଥିବା ଯୁବକ ଜଣକ ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାର…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ଶିଶୁ ‘ଜଗା’କୁ ରାତିରେ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ

ଶେରଗଡ଼: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ ଆଜି ରାତି ୯ଟା ୪୫ରେ ଗୋଠଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଚର୍ମରୋଗରେ ଆକ୍ରାନ୍ତ ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ସହ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କୁ ମିଳିଥାଏ ଏଭଳି ଲୋମଟାଙ୍କୁରା ଦଣ୍ଡ…

ନୂଆଦିଲ୍ଲୀ:  ଦେଶରେ ଅପରାଧିକ ମାମଲାକୁ ହ୍ରାସ କରିବା ପାଇଁ ବିିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଉଥିଲେ ହେଁ ଭାରତରେ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଣେ, ବହୁ ପ୍ରତୀକ୍ଷିତ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ଜୋତା ନେଇ ଷ୍ଟୁଡିଓରେ ପହଞ୍ଚିଥିଲେ ମନ୍ତ୍ରୀ, ବିରୋଧୀଙ୍କୁ କହିଥିଲେ ଏହାକୁ ଚୁମ୍ବନ ଦିଅ

ପାକିସ୍ତାନ: ଏବେ ପାକିସ୍ତାନ ତହରିକ-ଏ-ଇନ୍‌ସାଫ ଦଳ ପାକିସ୍ତାନରେ କ୍ଷମତାରେ ରହିଛି। ନିକଟରେ ଏହି ଦଳର ନେତା ଓ ସେଠାରେ ଜଳସଂପଦ ମନ୍ତ୍ରୀ ଥିବା ଫିୟାଲ ଭାଓ୍ଵଦା ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଓ୍ଵଦା ଏମିତି ଏକ ଘଟଣା ଘଟାଇଛନ୍ତି, ଯାହା ଏବେ…
ଅଧିକ ଖବର ଦେଖନ୍ତୁ...

ବାଞ୍ଛାନଗର ଗାଁରେ ଅଘଟଣ: ସ୍ତ୍ରୀ କୁ ହତ୍ୟା ପରେ ବିଷପିଇ ଆତ୍ମହତ୍ୟା କଲା ସ୍ୱାମୀ

ବରଗଡ଼: ଗାଇସିଲାଟ ବ୍ଳକ ଅନ୍ତର୍ଗତ ବାଞ୍ଛାନଗର ଗାଁରେ ଆଜି ଜଣେ ଲୋକ ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ କୀଟନାଷକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଗାଇସିଲାଟ ଥାନାରେ ଅଭିଯୋଗ ହୋଇଛି। ଗାଇସିଲାଟ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପଞ୍ଚନାମା କରିବା ପରେ ଶବ…
ଅଧିକ ଖବର ଦେଖନ୍ତୁ...

ଅଭିଶପ୍ତ ଜୀବନ: ସାପ ଭଳି ଶିଶୁ ଶରୀରରୁ ବାହାରୁଛି ଛାଲି, ଶୋଇବା ସମୟରେ ବି ବନ୍ଦ ହେଉ ନାହିଁ ଆଖିପତା

ଶେରଗଡ଼ (ସୁବ୍ରତ ପଣ୍ଡା): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା। ମାତ୍ର ୧୦ ବର୍ଷ ବୟସରେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇ ଖେଳିବା ବୁଲିବା ବୟସରେ ଜୀବନ ସହ ସଂଘର୍ଷ କରୁଛି। ସେପଟେ ଅର୍ଥାଭାବରୁ ମଧ୍ୟ ବାପା ପ୍ରଭାକର ପୁଅର ଚିକିତ୍ସାକୁ ଅଧାରୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...