Daily Archives

January 15, 2020

ଗୋରେଖନାଥ ମନ୍ଦିରକୁ ଦର୍ଶନ ପାଇଁ ଆସି ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‌

ରଘୁନାଥପୁର/ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳର ପ୍ରସିଦ୍ଧ ଗୋରେଖନାଥ ମନ୍ଦିରକୁ ଦର୍ଶନ ପାଇଁ ଆସି ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ୍‌। ଉଦ୍ଧାର ହୋଇଥିବା ଶିଶୁକୁ ଏକ ଆଶ୍ରମରେ ଛଡ଼ା ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ପବିତ୍ର ମକର…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୨୮ରୁ ତିନି ଦିନ ପାଇଁ ବସିବ ପଦୋନ୍ନତି ଅଦାଲତ, ୨୩ ସୁଦ୍ଧା ଯୋଗ୍ୟ ଅଧିକାରୀ କରିପାରିବେ ଆବେଦନ

ଭୁବନେଶ୍ୱର: ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆଉ ଏକ ସୁଯୋଗ ଦେବା ପାଇଁ ଯୋଜନା କରୁଛନ୍ତି। ଏଥି ପାଇଁ କର୍ମଚାରୀମାନଙ୍କୁ ପଦୋନ୍ନତି ଅଦାଲତରେ ଆବେଦନ କରିବାକୁ ପଡ଼ିବ। ଚଳିତ ଜାନୁଆରି ୨୮, ୨୯ ଓ ୩୧ରେ ପଦୋନ୍ନତି ଅଦାଲତ ବସିବ। ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ମଇଁଷିର ସାକ୍ଷାତ୍‌କାର ନେଇଥିବା ପାକିସ୍ତାନୀ ସାମ୍ବାଦିକ ଏବେ ପୁଣି ନୂଆ ରୂପରେ ଛାଇଲେ ଇଣ୍ଟର୍‌ନେଟ୍‌ରେ

ଇସ୍‌ଲାମବାଦ: ଗତ ବର୍ଷ ଏକ ମଇଁଷି ସାମ୍ନାରେ ବୁମ୍‌ ଦେଖାଇ ବାଇଟ୍‌ ନେଉଥିବା ପାକିସ୍ତାନୀ ସାମ୍ବାଦିକଙ୍କ କଥା ଆପଣଙ୍କର ମନେ ଥିବ। ସେ ସମୟରେ ସୋସିଆଲ୍‌ ମିଡିଆରେ ମଇଁଷି ସହ ସାମ୍ବାଦିକଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ସେ ଖୁବ୍‌ ଚର୍ଚ୍ଚାର ପରିସରକୁ ଆସିଥିଲେ। ପାକିସ୍ତାନୀ ଚ୍ୟାନେଲ୍‌…
ଅଧିକ ଖବର ଦେଖନ୍ତୁ...

ମହିଳା ଭାବି ପ୍ରେମ କରିବା ସହ ମାସକ ମଧ୍ୟରେ ବିବାହ କରିଥିଲେ ଯୁବକ, ଦୁଇ ସପ୍ତାହ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ ନିଜ ବିବାହକୁ ନେଇ ଅନେକ ବଡ଼ ବଡ଼ ସ୍ବପ୍ନ ଦେଖିଥାନ୍ତି। ଉତ୍ସାହର ସହ ଲୋକେ ଏହି ଦିନକୁ ଅପେକ୍ଷା କରିବା ସହ ସ୍ମରଣୀୟ କରିବା ପାଇଁ ଅନେକ ଯୋଜନା ତିଆରି କରିଥାନ୍ତି। ଆଫ୍ରିକାର ୟୁଗାଣ୍ଡାରେ ରହୁଥିବା ଇମାମ୍ ଶେଖ୍ ମନ୍ତୁବା ମଧ୍ୟ ନିଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ସ˚ପତ୍ତି ବିବାଦର ସମାଧାନ ହେବ। ବୃଷ: କୌଣସି ନୂଆ କାମରେ ସଫଳତା ମିଳିପାରେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ଦାଂପତ୍ୟ ଜୀବନରେ ସୁଖ-ଶାନ୍ତି। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ବିଏସଏନଏଲ ବ୍ୟବହାରକାରୀଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର

ନୂଆଦିଲ୍ଲୀ: ବିଏସଏନଏଲ ବ୍ୟବହାରକାରୀଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର ନେଇ ଆସିଛି। ନୂଆବର୍ଷରେ ନୂଆ ରଣନୀତି ସହ ବିଏସଏନଏଲ ଆସିଛି । ଅନ୍ୟ ଟେଲିକମ କମ୍ପାନି ନୂଆନୂଆ ଟ୍ୟାରିଫ୍‌ ପ୍ଲାନ ଲଞ୍ଚ କରୁଥିବା ବେଳେ ବିଏସଏନଏଲ ନିଜର ପୁରୁଣା ଟ୍ୟାରିଫ୍‌ ପ୍ଲାନର ଦର କମାଇ ଦେଇଛି । ନୂଆ ପ୍ରିପେଡ…
ଅଧିକ ଖବର ଦେଖନ୍ତୁ...

ଋଷିଆ ସମ୍ବିଧାନରେ ବଡ଼ ଧରଣର ସଂସ୍କାର ଘୋଷଣା କଲେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ମାଦଭେଦେଭଙ୍କ ଇସ୍ତଫା ସହ…

ମସ୍କୋ : ଋଷିଆରେ ଆଜି ଏକ ନଟକୀୟ ରାଜନୈତିକ ଘଟଣା ଦେଖିବାକୁ ମିଳିଛି । ଦେଶର ସମ୍ବିଧାନରେ ବ୍ୟାପକ ସଂସ୍କାର ଆଣିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଏହି ଘୋଷଣାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଦିମିତ୍ରି ମାଦଭେଦେଭ ଇସ୍ତଫା ଦେବା ସହ ମନ୍ତ୍ରିମଣ୍ଡଳକୁ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ ହେଲା ଏସ୍‌ସି/ଏସ୍‌ଟି ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗକୁ ‘ମୋ ସରକାର’ ଅଧିନରେ ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସାମିଲ ହୋଇଛି। ଏଣିକି ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ସାକ୍ଷାତ୍‌କାର କିମ୍ବା ସାମ୍ବାଦିକ ସମ୍ମିଳନୀ ନେଇ କୌଣସି ତଥ୍ୟ…

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ୍‌ ବଳରେ ସୂଚନା ପ୍ରାପ୍ତ କରିବା ଏବେ ପ୍ରତି ଭାରତୀୟ ନାଗରିକର ଏକ ସାମ୍ବିଧାନିକ ଅଧିକାର। ଏହି ଆଇନ୍‌ ବଳରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ବର୍ଷ ଭିତରେ କେତେ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି  ଓ ଗଣମାଧ୍ୟମରେ ସାକ୍ଷାତ୍‌କାର…
ଅଧିକ ଖବର ଦେଖନ୍ତୁ...

ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ନୂଆଦିଲ୍ଲୀ: ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମିଳିଲା ଜାମିନ। ଚନ୍ଦ୍ରଶେଖରଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ପୁଲିସ ଉପରେ ବର୍ଷିବା ପରେ ତିସ୍ ହଜାରୀ କୋର୍ଟ  ଚନ୍ଦ୍ରଶେଖରଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଜାମିନ ମଞ୍ଜୁର କରିବା ସହ ଦିଲ୍ଲୀରେ ବିଧାନସଭା…
ଅଧିକ ଖବର ଦେଖନ୍ତୁ...