Daily Archives

January 16, 2020

‘ଶରତ ସାରସ୍ୱତ ସମ୍ମାନ’ରେ ସମ୍ମାନିତ ହେଲେ ଡକ୍ଟର ବାସନ୍ତୀ ମହାନ୍ତି

ଡାବୁଗାଁ: ସ୍ଥାନୀୟ ଭୈରବ କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ତଥା ଡାବୁଗାଁ ‘ସମ୍ବାଦ ସାହିତ୍ୟ ଘର’ ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ କଟକର ଶରତ ସାହିତ୍ୟ ଟ୍ରଷ୍ଟର ପଞ୍ଚଦଶ ପ୍ରତିଷ୍ଠା ଉତ୍ସବରେ ‘ଶରତ ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯାଇଛି। କଟକର ବାଣୀପୀଠ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଧାମରାରେ ହେବ ବିମାନ ବନ୍ଦର, ମିଳିଲା ରାଜ୍ୟ ସରକାରଙ୍କର ଅନୁମୋଦନ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାଠାରେ ହେବ ବିମାନ ବନ୍ଦର। ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ଅନୁମୋଦନ। ଯଥା ଶୀଘ୍ର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ପ୍ରଶାସନକୁ ଦିଆଯାଇଛି ନିର୍ଦ୍ଦେଶ। ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ବାସୁଦେବପୁର ତହସିଲ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କରନ୍ତୁ ନାହିଁ ଏହି ୪ଟି ଭୁଲ, ଖରାପ ହୋଇ ଯାଇପାରେ ଆପଣଙ୍କ କିଡନି!

କିଡନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ପୂଜା ହେଗଡେକୁ ଭେଟିବା ପାଇଁ ୫ଦିନ ରାସ୍ତା କଡ଼ରେ ଶୋଇଲେ ପ୍ରଶଂସକ, ଭେଟିବା ପରେ ପୂଜା କହିଲେ ଏଭଳି…

ମୁମ୍ବାଇ: ଖୁବ୍ କମ ସମୟ ମଧ୍ୟରେ ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିବାରେ ସଫଳ ହୋଇ ପାରିଛନ୍ତି ସାଉଥ ଅଭିନେତ୍ରୀ ପୂଜା ହେଗଡେ। ଅନ୍ୟ ବଲିଉଡ୍ କଳାକାରମାନଙ୍କ ଭଳି ତାଙ୍କର ଅଧିକ ପ୍ରଶଂସକ ନଥିଲେ ମଧ୍ୟ ଧିରେ ଧିରେ ସେ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। ‌ଶେଷ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗିଆ ବଦଳାଇବା ପାଇଁ ତହସିଲଦାର ଲାଞ୍ଚ ମାଗିବାରୁ ମଇଁଷି ନେଇ ପହଞ୍ଚିଲେ ମହିଳା, ତା’ ‌ପରେ…

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ମହିଳା କରିଥିବା ଏକ କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ତହସିଲଦାର ଲାଞ୍ଚ ମାଗିବାରୁ ଲାଞ୍ଚ ଆକାରରେ ଘରେ ଥିବା ମଇଁଷିକୁ ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ ମହିଳା। ଯାହା ଉପସ୍ଥିତ ଲୋକ ଏବଂ ତହସିଲଦାରଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ଖାଇବା ସହ ବୋକାଙ୍କ ଭଳି ପ୍ରଶ୍ନ କଲେ ଏହି ରେସ୍ତୋରାଁରେ ଦେବାକୁ ପଡ଼ିଥାଏ ଟଙ୍କା, ଭାଇରାଲ ହେଲା ଖାଦ୍ୟର ବିଲ୍ ଓ…

ନୂଆଦିଲ୍ଲୀ: କୋଲୋରାଡୋର ଡେନଭର ସହରରେ ଥିବା ଏକ ରେସ୍ତୋରାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଖାଦ୍ୟ ସହ ଯଦି କୌଣସି ଲୋକ ବୋକାଙ୍କ ଭଳି ପ୍ରଶ୍ନ କରୁଛି, ତେବେ ତାକୁ ସେଥିପାଇଁ ଟଙ୍କା ଦେବାକୁ ପଡ଼ୁଥିବା ଜଣା ପଡ଼ିଛି। ଡେନଭରରେ ଥିବା ଟମସ୍ ଡିନର ରେସ୍ତୋରାଁ ଦୀର୍ଘ ୨୦ବର୍ଷ…
ଅଧିକ ଖବର ଦେଖନ୍ତୁ...

ଥିଲେ କୋଟିପତି ଘରର ପୁଅ; ହେଲେ ମନ୍ଦିର ଆଗରେ ଭିକାରୀ ଭଳି ଜୀବନ ବିତାଉଥିଲେ… ଜାଣନ୍ତୁ କାହିଁକି?

ଅମ୍ବାଲା: ହରିୟାଣାର ଅମ୍ବାଲା ସହରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ମନ୍ଦିର ଆଗରେ ବସି ଭିକ ମାଗୁଥିବା ଯୁବକ ଜଣେ କୋଟିପତି ଘରର ପୁଅ ବୋଲି ଜାଣି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯୁବକଜଣଙ୍କ ଦୁଇବର୍ଷ ତଳେ ଡ୍ରଗ୍ସ ନେବା ସହ ବାଟବଣା ହୋଇ ଅମ୍ବାଲା…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲି କିଣିଲେ ୧.୩୩ କୋଟି ଟଙ୍କା ମୂଲ୍ୟର ଅଡି କ୍ୟୁ-୮ କାର, ପତ୍ନୀ ଅନୁଷ୍କାଙ୍କୁ ଉପହାର ଭାବେ ଦେବା ନେଇ…

ନୂଆଦିଲ୍ଲୀ: ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଏକ ଅଡି କ୍ୟୁ-୮ କାର କିଣିଛନ୍ତି | ଏହି କାର ଭାରତରେ ଜାନୁୟାରୀ ୧୫ ତାରିଖରେ ଲଞ୍ଚ ହୋଇଥିବାବେଳେ ବିରାଟ ଏହାର ପ୍ରଥମ କ୍ରେତା ହୋଇଛନ୍ତି | ଅଡି କ୍ୟୁ-୮ର ମୂଲ୍ୟ ୧.୩୩ କୋଟି ଟଙ୍କାରୁ ଆରମ୍ଭ ହେଉଛି | ଏହି କାରରେ ୨୯୯୫ ସିସିର ଇଂଜିନ…
ଅଧିକ ଖବର ଦେଖନ୍ତୁ...

ଫୋନ ଉଠାଇବା ପାଇଁ ମୁଖ୍ୟ ରାସ୍ତାରେ ଗାଡ଼ି ଅଟକାଇଲେ ଦେବାକୁ ପଡ଼ିବ ଜରିମାନା

ଚଣ୍ଡିଗଡ଼: ଗତବର୍ଷ ସେ‌ପ୍ଟେମ୍ବରରୁ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଯାହା ପରେ ପରେ ଜରିମାନା ଡ଼ରରେ ଲେ‌ାକେ ଟ୍ରାଫିକ ନିୟମ ମାନିବା ଆରମ୍ଭ କରିଥିଲେ। ଆଗରୁ ହେଲମେଟ୍ ନ ପିନ୍ଧିଲେ, ଡ୍ରାଇଭିଂ…
ଅଧିକ ଖବର ଦେଖନ୍ତୁ...

ଇରାନ ହେଉଛି ଭାରତର ଭରସାଯୋଗ୍ୟ ତୈଳ ଯୋଗାଣକାରୀ ଦେଶ : ଜାରିଫ

ନୂଆଦିଲ୍ଲୀ : ଭାରତ ଇରାନ ପରି ଏକ ଭରସାଯୋଗ୍ୟ ତୈଳ ରପ୍ତାନିକାରୀ ଦେଶ ପାଇବ ନାହିଁ । ଏକ ତୈଳ ସହଯୋଗୀ ରାଷ୍ଟ୍ରଭାବେ ଇରାନକୁ ଭାରତ ହରାଇଲେ , ତାହା ଭାରତୀୟ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ । ଭାରତୀୟ ବୈଦେଶିକ…
ଅଧିକ ଖବର ଦେଖନ୍ତୁ...