Daily Archives

January 17, 2020

ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଲଢ଼ିବେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ !

ଟୋଙ୍କ: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପାକିସ୍ତାନରୁ ଆସିଥିବା ଶରଣାର୍ଥୀ । ଏହି ମହିଳା ଶରଣାର୍ଥୀଙ୍କ ନାମ ନିତା ସୋଧା। ନିତାଙ୍କୁ ନିକଟରେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବା ପରେ ସେ ରାଜସ୍ଥାନର ନଟୱାରାରୁ ପଞ୍ଚାୟତ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟ ଗଲା ନିର୍ଭୟା ଗଣଦୁଷ୍କର୍ମକାରୀ ପୱନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଘଟଣା ପୁଣି ଏକ ନୂଆମୋଡ଼ ନେଇଛି। ଏଥିସହ ଆଜି ଦୁଷ୍କର୍ମକାରୀଙ୍କୁ ଫାଶୀ ପ୍ରଦାନ ପାଇଁ ନୂତନ ଭାବେ ଫେବ୍ରୁଆରି ୧, ସକାଳ ୬ଟାରେ ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ‘ମୃତ୍ୟୁ ପରଓ୍ଵାନା’ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରମାନେ କୌଣସି କାମରେ ପିତାଙ୍କ ସାହାଯ୍ୟ ନେବେ। ବୃଷ: କାମ ପ୍ରତି ନିଜର ଭାବନା ସକରାତ୍ମକ ରଖନ୍ତୁ। ଲୋକଙ୍କଠାରୁ ଅଧିକ ସହଯୋଗ ଆଶା କରନ୍ତୁ ନାହିଁ। ବ୍ୟବସାୟରେ ତ୍ବରିତ ଫଇସଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ‘ମୃତ୍ୟୁ ପରୱାନା’ରେ କ’ଣ ଲେଖାଯାଇଛି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶୁକ୍ରବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଫାଶୀର ନୂତନ ତାରିଖ ଘୋଷଣା କରିଛନ୍ତି । କୋର୍ଟର ଅତିରିକ୍ତ ସେସନ୍‌ ଜଜ୍‌ ସତିଶ ଆରୋରା ଆଜି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଲଜ୍ଜା : ଲୋମଶ କନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ହରଭଙ୍ଗା: ଏକଦା ନିଜର ଅସାଧାରଣ ଚେହେରା ପାଇଁ କେବଳ ଆମ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନୈକା ଲୋମଶ କନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଖବର ପ୍ରଘଟ ହେବାପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ସଶସ୍ତ୍ର ପୁଲିସ୍‌ ବାହିନୀ ଟ୍ରେନିଂ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ଖାଇ ୪୦ ଯବାନ ଗୁରୁତର; ଚିକିତ୍ସା ପାଇଁ…

ରାଞ୍ଚି: ବିଷାକ୍ତ ଭୋଜନ ଖାଇ ଝାଡ଼ଖଣ୍ଡ ସଶସ୍ତ୍ର ପୁଲିସ୍‌ ବାହିନୀର ଏକ ଟ୍ରେନିଂ କ୍ୟାମ୍ପର ୪୦ ଜଣ ଯବାନ ଗୁରୁତର ହେବା ସହ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଝାଡ଼ଖଣ୍ଡ ହଜାରିବାଗ୍‌ର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ୩ ହିନ୍ଦୁ ନାବାଳିକାଙ୍କ ଅପହରଣ, ଦୃଢ଼ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ନାବାଳିକା ଝିଅମାନଙ୍କୁ ଅପହରଣ କରାଯାଉଥିବାରୁ ଭାରତ ପାକିସ୍ତାନ ନିକଟରେ ପ୍ରତିବାଦ ଜଣାଇଛି । ଶୁକ୍ରବାରଦିନ ଭାରତର ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ହାଇ-କମିଶନରଙ୍କୁ ଡକାଇ ଏ ପ୍ରସଙ୍ଗରେ ନିଜର ଅସନ୍ତୋଷ ଜଣାଇଛି । ଗତ…
ଅଧିକ ଖବର ଦେଖନ୍ତୁ...

ସିଏଏ ପ୍ରସଂଗରେ ଛାତ୍ରୀଙ୍କୁ ‘ପାକିସ୍ତାନ ପଳାଅ’ କହି ନିଲମ୍ବିତ ହେଲେ ଶିକ୍ଷକ

ତିତୁବନନ୍ତପୁରମ୍‌: ନାଗରିକ ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ଦେଶରେ ପୂର୍ବରୁ ଅନେକ କିଛି ଘଟିଯାଇଥିବା ବେଳେ ନିକଟରେ କେରଳ ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ତାଙ୍କର ଜଣେ ଛାତ୍ରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହି ନିଲମ୍ବିତ ହୋଇଛନ୍ତି। ଘଟଣାଟି ଘଟିଛି କେରଳର ତ୍ରିଶୁର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ହିଂସା କିମ୍ବା ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ…

ନୂଆଦିଲ୍ଲୀ: ଦେଶରେ ନକ୍ସଲ ହିଂସା କିମ୍ବା ଆତଙ୍କବାଦୀଙ୍କ ଆତଙ୍କୀ ହାମ୍‌ଲାରେ ଶିକାର ହୋଇଥିବା ପୀଡ଼ିତମାନଙ୍କୁ ଯେ କୌଣସି ପ୍ରକାରର ସରକାରୀ ଆର୍ଥିକ ସହାୟତା ବା ଆର୍ଥିକ ଅନୁକମ୍ପା ବା ଆର୍ଥିକ କ୍ଷତିପୂରଣ ପାଇବାକୁ ହେଲେ ସେମାନଙ୍କ ନିକଟରେ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ। ଏହି…
ଅଧିକ ଖବର ଦେଖନ୍ତୁ...

କାରଗିଲ ଯୁଦ୍ଧକୁ ନେଇ ଆସୁଛି ଫିଲ୍ମ ‘ସେରଶାହା’

ମୁମ୍ବାଇ: ୨୦୦୩ରେ 'ଏଲଓସି', ୨୦୦୪ରେ 'ଲକ୍ଷ୍ୟ' ଓ ୨୦୦୫ରେ ଟାଙ୍ଗୋ ଚାର୍ଲି । ଇଏ ହେଉଛି ସେହି ସବୁ ସିନେମା ଯେଉଁଥିରେ ଦର୍ଶକ କାରଗିଲ ଯୁଦ୍ଧର କଥାକୁ ପରଦାରେ ଦେଖିବାକୁ ପାଇଥିଲେ । ଭାରତୀୟ ଯବାନ କିଭଳି ଶତ୍ରୁଙ୍କୁ ମାତ ଦେଇ କାରଗିଲ ଉପରେ ବିଜୟ ପତାକା ଉଡାଇଥିଲେ ଏହାକୁ ବିଭିନ୍ନ ଢଙ୍ଗରେ…
ଅଧିକ ଖବର ଦେଖନ୍ତୁ...