Daily Archives

January 18, 2020

‘ଦେବଝରଣ’ ଜଳପ୍ରପାତ: ପାଞ୍ଚ ବର୍ଷରେ ନେଲାଣି ୫ ଜଣଙ୍କ ଜୀବନ

ଭୁବନେଶ୍ୱର/ଯୁଯୁମୁରା(ମହେନ୍ଦ୍ର ସାହୁ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ‘ଦେବଝରଣ’ ଜଳପ୍ରପାତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। ଏଠାକାର ଶାନ୍ତ ଓ ପ୍ରାକୃତିକ ପରିବେଶ ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ପିକ୍‌ନିକ୍‌ କରିବାକୁ ଆସୁଛନ୍ତି। ମାତ୍ର ପର୍ଯ୍ୟଟକମାନେ ଖୁସିର ସୀମା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ, ବାଂଲାଦେଶ ଲୋକ ଭାରତକୁ ଆସି ଏଠା‌ରେ ୧୫-୧୫ଟା ପିଲା ଜନ୍ମ କରନ୍ତୁ, ଏହା ଠିକ୍ ନୁହେଁ : ଦି ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ଦିଲ୍ଲୀର ଶାହିନ୍ ବାଗରେ ଗତ ଏକ ମା‌ସ ହେଲାଣି ମହିଳାମାନେ ଏହି ଆଇନକୁ ବିରୋଧ କରି ଧାରଣାରେ ବସିଛନ୍ତି। ପୂର୍ବରୁ ଅନେକ ବଲିଉଡ୍ କଳାକାର ଓ ରାଜନେତା ଏହାକୁ ବିରୋଧ କରି ନିଜର…
ଅଧିକ ଖବର ଦେଖନ୍ତୁ...

ମାଂସପେଶୀ ଦୁର୍ବଳ ହେବା ଭଳି ଲାଗିଲେ ଶୀଘ୍ର ହୋଇପାରେ ମୃତ୍ୟୁ! ଜାଣନ୍ତୁ କେମିତି କରିବେ ମାଂସପେଶୀକୁ ଶକ୍ତ

ଯେଉଁ ଲୋକମାନଙ୍କର ମାଂସପେଶୀ ଦୁର୍ବଳ ହୋଇଥାଏ, ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଶରୀରକୁ ଆଜୀବନ ସୁସ୍ଥ ରଖିବା ପାଇଁ ଶରୀରର ମାଂସପେଶୀ ଶକ୍ତ ହେବା ନିହାତି ଆବଶ୍ୟକ । କିଛି ଲୋକ ନିଜର ଓଜନ ନିୟନ୍ତ୍ରଣ କରିବା ନିଶାରେ ଠିକ୍‌…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୋଇଥିବା ଖଟରେ ପୀଡ଼ିତାଙ୍କୁ ବାନ୍ଧି ଜଳାଇଦେଲେ ଦୁର୍ବୃତ୍ତ

ବିଜନୌର୍: ଉତ୍ତରପ୍ରଦେଶର ବି‌ଜନୌରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖଟରେ ବନ୍ଧା ହୋଇଥିବା ଜଣେ ମହିଳାଙ୍କ ଜଳି ଯାଇଥିବା ମୃତଦେହ ମିଳିଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ। ମୃତଦେହ ମିଳିବାର ଖବର…
ଅଧିକ ଖବର ଦେଖନ୍ତୁ...

‘ଛପାକ’କୁ ବର୍ଜନ କରିବା ଘଟଣାକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା; କାହାଣୀ ଭଲ ଥିଲେ ବିରୋଧ କରୁଥିବା…

ମୁମ୍ବାଇ: ଜେଏନୟୁ ବିବାଦରେ ନିଜକୁ ସାମିଲ କରି ବିବାଦ ଘେରକୁ ଚାଲି ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏ ନେଇ ତାଙ୍କ ଫିଲ୍ମ 'ଛପାକ'କୁ ଲୋକେ ବର୍ଜନ କରିଥିଲେ। ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ୁଥିବାର ସଫା ଦେଖାଯାଉଥିବା ବେଳେ ଏହି ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଶବାନା ଆଜମୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦୀ ଓ ଲତା ମଙ୍ଗେସକର

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି | ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବଲିଉଡ ଜଗତରୁ ଶବାନା…
ଅଧିକ ଖବର ଦେଖନ୍ତୁ...

ଉପସ୍ଥିତ ବୁଦ୍ଧି ଖଟାଇ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିବା ୫ଜଣ ଯୁବକଙ୍କ ଜୀବନ ବଞ୍ଚାଇଲେ ଅଟୋ ଚାଳକ

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଥିବା ସେକ୍ଟର-୬୨ରେ ଟ୍ରାନ୍ସଫର୍ମର ଫାଟି ଯିବାରୁ ୬ଜଣ ପ୍ରାଣ ହରାଇଛନ୍ତି। ହଠାତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗି ଫାଟିଯିବାରୁ ପାଖରେ ଠିଆ ହୋଇ ଚା’ ପିଉଥିବା ଲୋକେ ବିସ୍ଫୋରଣର ଶିକାର ହୋଇଥିଲେ। ୬ ଜଣ ଏହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇ ଦର୍ଶକଙ୍କ ମନ ଜିଣିଲା ଭାରତୀୟ ଟିମ୍‌

ଭୁବନେଶ୍ୱର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ଶନିବାର ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍‌ଦାର ପ୍ରଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ନାବାଳିକା ଦୁଷ୍କର୍ମକାରୀକୁ ୧୫ ବର୍ଷ ଜେଲ ଦଣ୍ଡ, ୨୫ ହଜାର ଟଙ୍କା ଜରିମାନା

ବାଲେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀ ବୁଦ୍ଧିଆ ସିଂକୁ ୧୫ ବର୍ଷ ଜେଲ ଦଣ୍ଡ ହୋଇଛି। ଏଥି ସହିତ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ଗିରିଜା ମହାପାତ୍ର। ସ୍ୱତନ୍ତ୍ର ପୋକ୍ସୋ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଅଭିଯୋଗକାରିଣୀ ନୁହେଁ ଅପରାଧୀ’, ମହିଳା ଆୟୋଗକୁ ସୋନା ମହାପାତ୍ରଙ୍କ ସମାଲୋଚନା

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ମାମଲାର ଫାଇଲକୁ ବନ୍ଦ କରିଥିଲେ । ଏହି ମାମଲାରେ କୌଣସି ପ୍ରମାଣ ମିଳି ନଥିବାରୁ  ରାଷ୍ଟ୍ରୀୟ ମହିଳା ଆୟୋଗ ଏପରି ପଦକ୍ଷେପ ନେଇଥିଲେ । କିନ୍ତୁ ଏ ସମ୍ପର୍କରେ ନିଜର…
ଅଧିକ ଖବର ଦେଖନ୍ତୁ...