Daily Archives

January 18, 2020

ଯେଉଁମାନଙ୍କୁ ବନ୍ଦେ ମାତରମ୍ କହିବା ସ୍ୱୀକାର ନୁହେଁ, ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

ସୁରଟ: କେନ୍ଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ ଓ ପଶୁପାଳନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଗୁଜୁରାଟର ସୁରଟରେ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇପାରେ | ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ,  ଏକ କାର୍ଯ୍ୟକ୍ରମରେ ଯୋଗଦେଇ  ଶ୍ରୀ ଷଡ଼ଙ୍ଗୀ…
ଅଧିକ ଖବର ଦେଖନ୍ତୁ...

ଦୋଷୀଙ୍କୁ କ୍ଷମା ଦେବା ପ୍ରସଙ୍ଗଙ୍କୁ ନେଇ ନିର୍ଭୟା ପିତାଙ୍କ କ୍ଷୋଭ; କହିଲେ, ‘ଆମର ସୋନିଆ ଗାନ୍ଧୀଙ୍କ ଭଳି ଏତେ ବଡ଼…

ନୂଆଦିଲ୍ଲୀ:   ଫାଶୀଦଣ୍ଡ ପାଇଥିବା  ନିର୍ଭୟା ମାମଲାର ଦୋଷୀମାନଙ୍କୁ କ୍ଷମା କରିବା ପ୍ରସ୍ତାବ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ।  ନିର୍ଭୟାଙ୍କ ମା’ଙ୍କ  ପରେ ତାଙ୍କ ପିତା ବି ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନିର୍ଭୟାଙ୍କ ପିତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବ୍ୟବସାୟରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ସବୁ କିଛି ଭଲ ବଜାୟ ରହିବ। ବୁଧ ଓ ଗୁରୁବାର: ଆଇନିଜୀବୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: କିଛି ଆଶା ପୂରଣ ହେବ। ରବିବାର: କାମ ପ୍ରତି ସକ୍ରିୟ ରହିବେ। ସୋମ ଓ ମଙ୍ଗଳବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଧନ…
ଅଧିକ ଖବର ଦେଖନ୍ତୁ...

ପର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରି ନିସ୍ତୁକ ଛେଚା ଖାଇଲା ଯୁବକ, ଗିରଫ କଲା ପୁଲିସ

ଡାବୁଗାଁ: ପର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛି ଜଣେ ଯୁବକ। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ନିସ୍ତୁକ ମାଡ଼ ଖାଇଥିବା ଯୁବକ ଅଞ୍ଚଳା ଗ୍ରାମର ଶିବ ଦାସ (୩୮)। ମାଡ଼ ମାରିବା ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ପୀଡିତାଙ୍କ ମାଙ୍କୁ ହତ୍ୟା କଲେ ଅଭିଯୁକ୍ତ

ଆଗ୍ରା: ଉତ୍ତରପ୍ରଦେଶରେ ଅସଦାଚରଣ ପୀଡିତାଙ୍କ ମାଙ୍କୁ ହତ୍ୟା । ପୀଡିତାଙ୍କ ପରିବାରକୁ ଅସଦାଚରଣ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଶୁକ୍ରବାର ଦିନ ୨ ଅଭିଯୁକ୍ତ ପରବେଜ ଓ ଆବିଦକୁ ଏନକାଉଣ୍ଟର କରି ଗିରଫ କରିବା ସହ ମାମଲା ରୁଜୁ କରିଛି । ଏହାସହ ଗିରଫଙ୍କ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାର କରି ନ ଥିବାରୁ ଡାକ୍ତରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ, ଗିରଫ…

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ କଣ୍ଡୋମ ବ୍ୟବହାର ନ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି । ମହିଳା ଉକ୍ତ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାମ ମେଥ୍ୟୁ ସେୱେଲ ଓ ତାଙ୍କ ବୟସ ୪୦…
ଅଧିକ ଖବର ଦେଖନ୍ତୁ...

କୁମାର ସାନୁଙ୍କ ଝିଅ ଦୀପିକାଙ୍କର ବଡ଼ ପ୍ରଶଂସକ; ତାଙ୍କ ପାଇଁ କରିବାକୁ ଚାହାନ୍ତି ଏହି କାମ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଠଶିଳ୍ପୀ କୁମାର ସାନୁଙ୍କ ଝିଅ ସାନନ ଅନ୍ୟତମ। ସେ ମଧ୍ୟ ବାପାଙ୍କ ପରି ଜଣେ କଣ୍ଠଶିଳ୍ପୀ । ସେ ଇଂରାଜି ଗୀତରୁ ତାଙ୍କର ସଂଗୀତ ଡେବ୍ୟୁ କରି ସାରିଛନ୍ତି। ମାତ୍ର ସେ ଜଣେ ଭାରତୀୟ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ରାସ୍ତାକଡ଼ରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ସାନଖେମୁଣ୍ଡି:  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଆଜି  ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବଳଧିଆ ସୁଣ୍ଡିପଲ୍ଲି ଗାଁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ରାସ୍ତାରେ ଯାଉଥିବା ଲୋକେ ନବଜାତ ଶିଶୁକନ୍ୟାର ମୃତଦେହ…
ଅଧିକ ଖବର ଦେଖନ୍ତୁ...

ରବିବାର ଶିରିଡ଼ି ସାଇ ମନ୍ଦିର ବନ୍ଦ କଥା ଗୁଜବ : ମନ୍ଦିର କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ବନ୍ଦ ହେବନି ସାଇ ବାବାଙ୍କ ଦରବାର। କେବଳ ଶିରିଡ଼ିରେ ପାଳନ ହେବ ବନ୍ଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନକୁ ଜୋରଦାର ବିରୋଧ କରି ରବିବାରଠାରୁ ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ବନ୍ଦ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାକୁ ଖଣ୍ଡନ କରିଛି ଶିରିଡ଼ି…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ନିଜର ଲୁକାୟିତ ପ୍ରତିଭାକୁ ପ୍ରକାଶ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଚମତ୍କାର ଫଟୋ, ଶିକ୍ଷଣୀୟ କ୍ୟାପ୍‌ସନ ଜରିଆରେ ଫଲୋର୍ସଙ୍କୁ ବାନ୍ଧି ରଖିଥାନ୍ତି। ନିକଟରେ ଅନେକ ଥର ସ୍ମୃତି ତାଙ୍କ୍‌ ଇନ୍‌ଷ୍ଟା…
ଅଧିକ ଖବର ଦେଖନ୍ତୁ...