Daily Archives

January 19, 2020

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ୨ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୩-୧ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ହରାଇଲା ଭାରତ

ଭୁବନେଶ୍ୱର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ରବିବାର ମ୍ୟାଚ୍‌ରେ ଭାରତ ୩-୨ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍‌ଦାର…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ କାହିଁକି ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି ଜାଣନ୍ତୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତୀୟ କ୍ରିକେଟ ଦଳର…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ବିରାଟ ବିଜୟ: ୨-୧ରେ ଦିନିକିଆ ଶୃଙ୍ଖଳା ଜିତିଲା ଭାରତ, ମନ ଜିଣିଲେ ରୋହିତ-କୋହଲି

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ  ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି । ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ପରାଜିତ କରିଛି ବିରାଟ ବାହିନୀ । ଓପନର ରୋହିତ ଶର୍ମା…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ହଷ୍ଟେଲରେ ପ୍ରସବ କଲେ ଛାତ୍ରୀ

ଦନ୍ତେଓ୍ଵାଡ଼ା: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ଦନ୍ତେଓ୍ଵାଡ଼ାରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀ ହଷ୍ଟେଲରେ ସନ୍ତାନ ପ୍ରସବ କରିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରୀତି ଦୁର୍ଗାମ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟାବସାୟିକ ମାମଲାରେ ଦୂର ଯାତ୍ରା। ବୃଷ: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିବ।…
ଅଧିକ ଖବର ଦେଖନ୍ତୁ...

ପୁରୀ ବଡ଼ଦାଣ୍ଡରୁ ଘରକୁ ଫେରିଲେ ଇଞ୍ଜିନିୟର ଭିକାରି …. 

ଭୁବନେଶ୍ବର: ପୁରୀ ବଡ଼ଦାଣ୍ଡରୁ ନିଜ ଘରକୁ ଫେରିଛନ୍ତି ଭିକ ମାଗୁଥିବା ଇଞ୍ଜିନିୟର ଭିକାରୀ। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ସମସ୍ତ…
ଅଧିକ ଖବର ଦେଖନ୍ତୁ...

ନିଜ ବିବାହରେ ପହଞ୍ଚି ପାରିଲେ ନାହିଁ ଏହି ଯବାନ; କହିଲେ, ‘ଦେଶ ପ୍ରଥମେ, ଜୀବନ ତ ଅପେକ୍ଷା କରିବ’

ନୂଆଦିଲ୍ଲୀ: ଦେଶପାଇଁ ଯବାନମାନେ ନିଜ ଜୀବନକୁ ବଳି ଦେଇ ଦେବା ସହିତ ଘର ସଂସାରକୁ ବି ପଛରେ ପକାଇ ଦେଇଥିବାର ଦେଖିବାକୁ ମିଳିଛି। ଏହି କ୍ରମରେ ଜଣେ ଯବାନ ପ୍ରବଳ ତୁଷାରପାତ ହେତୁ ଲୋକମାନଙ୍କ ସେବା ପାଇଁ  ମୁତୟନ ଥିବା ଦୃଷ୍ଟିରୁ ନିଜ ବିବାହ ପାଇଁ ବି ଘରକୁ ଯାଇ ପାରି ନ ଥିବା ଜ‌ାଣିବାକୁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କୁକୁଡୁଲା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଦାସଙ୍କର ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉମେଶ କୁମାର ପଣ୍ଡା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ସିଏଏ ଓ ଏନଆରସି ଲାଗୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା; ଜାଣି ପାରୁନି କାହିଁକି ଭାରତ ସରକାର ଏଭଳି…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଭାରତୀୟ ନାଗରିକ ପଞ୍ଜିକରଣକୁ ନେଇ ଭାରତର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାର ସମର୍ଥନରେ ଏବଂ ଏହାକୁ ବିରୋଧ କରି ଅନେକ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଏବେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ମାର୍କେଟ ବିଲଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା: ତିନି ମାଷ୍ଟରମାଇଣ୍ଡ ସମେତ ୨୯ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୨ ମାର୍କେଟ ବିଲଡିଂ ନିକଟରେ ମୁଖାପିନ୍ଧା ଯୁବକମାନେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ତିନି ମାଷ୍ଟରମାଇଣ୍ଡ ଚିଣ୍ଟୁ ମହାନ୍ତି, ପୀତମ ଓ ଉଦିତ ସାମିଲ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...