Daily Archives

January 20, 2020

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ନବରଙ୍ଗପୁର-ଭଦ୍ରକର ଜିଲ୍ଲାପାଳ

ଭଦ୍ରକ/ଡାବୁଗାଁ: ନିଜ ନିଜର ଗସ୍ତ ସମୟରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଆଜି ବିଦ୍ୟାଳୟର ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ବ୍ଲକସ୍ତରୀୟ ଜନଶୁଣାଣି ପାଇଁ ବାସୁଦେବପୁର ଗସ୍ତ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପାରା ପାଇଁ ଆପଣ ବି ଗମ୍ଭୀର ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହୋଇପାରନ୍ତି! ସାବଧାନ ହୋଇ ଯାଆନ୍ତୁ…

ନୂଆଦିଲ୍ଲୀ: ଯଦି ଆପଣ ବି ପକ୍ଷୀ ପ୍ରେମୀ ତେବେ ଜରୁରୀ ସୂଚନା। ମୁମ୍ବାଇରେ ଦୁଇଜଣ ମହିଳା ପାରାଙ୍କ ପାଇଁ ଗୁରୁତର ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଆପଣଙ୍କ ଆଖପାଖରେ ବି ଯଦି ଏଭଳି କିଛି ପକ୍ଷୀମାନେ ଆଳିଆ ଆବର୍ଜନା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ହେମାଳି…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
ଅଧିକ ଖବର ଦେଖନ୍ତୁ...

ମିଛ ମାମଲାରେ ସ୍ବାମୀକୁ ଜେଲରେ ପୂରାଇବା ପରେ ସ୍ତ୍ରୀ ସହ ଦୁଷ୍କର୍ମ କଲେ ୪ଦୁର୍ବୃତ୍ତ

ବରେଲି: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳା ନିଜ ଘରେ ଏକା ଥିବା ବେଳେ ୪ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତାଙ୍କ ସ୍ବାମୀ ଏବେ ଜେଲରେ ବନ୍ଦୀ ଥିବାରୁ ଏହାର ଫାଇଦା ଉଠାଇ ତାଙ୍କର ୪ଜଣ ସାଙ୍ଗ ଏଭଳି ଅପରାଧ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ଭୂମିକାରେ ନଜର ଆସିଲେ ଆୟୁଷ୍ମାନ ଖୁରାନା

ମୁମ୍ବାଇ: ରିଲିଜ୍ ହେଲା ଆଗାମୀ କମେଡି ଡ୍ରାମା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର | ସିନେମାରେ ପୁଣି ଥରେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଯିଏ କି ଏହି ସିନେମାରେ ଜଣେ ସମଲିଙ୍ଗୀ ଭୂମିକା ତୁଲାଉଛନ୍ତି । ଟ୍ରେଲରରେ ଦେଖିବାକୁ ମିଳିଛି ଅନେକ…
ଅଧିକ ଖବର ଦେଖନ୍ତୁ...

ପୁଅ ସହ ନେହାଙ୍କ ବିବାହ ଚର୍ଚ୍ଚାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଉଦିତ୍ ନାରାୟଣ

ମୁମ୍ବାଇ: ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ରାଉରକେଲା: ମାଲଗୋଦାମ କାଳୀମନ୍ଦିର ସମ୍ମୁଖ ପଡ଼ିଆରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଉଦିତନଗର ପୁଲିସ ଶିଶୁ କନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ୍‌କୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶିଶୁ କନ୍ୟା ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।…
ଅଧିକ ଖବର ଦେଖନ୍ତୁ...

ପବଜୀ ନେଲା ଆଉ ଏକ ଜୀବନ: ବର୍ଷେ କାଳ ଶୋଇ ରହି ପବଜୀ ଖେଳି ଶେଷରେ ନିଷ୍କ୍ରିୟତା ଓ ଅବସାଦର ଶିକାର ହୋଇ ପ୍ରାଣ…

ପୁଣେ: ପୁଣି ଏକ ଜୀବନ ନେଇଛି ଅନଲାଇନ ଗେମ୍ ପବଜୀ। ବର୍ଷେ ପର୍ଯ୍ୟନ୍ତ କୌଣସି ଶାରୀରିକ କାମ ନ କରି ଘରେ ଶୋଇ ଶୋଇ ପବଜୀ ଖେଳୁଥିଲେ ଯୁବକ। ଯାହାଦ୍ବାରା ତାଙ୍କ ଶରୀରର ଅଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା ସହ ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଥିବା ଜଣା ପଡ଼ିଛି। ପ୍ରଥମେ ସେ କୋମାକୁ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କ ଉପ‌ରକୁ ଗୁଳି ଚଳାଇଦେଲେ ଡିଏସପି

ଚଣ୍ଡିଗଡ଼: ପଞ୍ଜାବରେ ସିଂଘମ୍‌ ପୁଲିସ ଭାବରେ ଜଣାଶୁଣା ପୁଲିସ ଉପ ଅଧୀକ୍ଷକ (ଡିଏସପି) ଅତୁଲ ସୋନିଙ୍କ ଉପରେ ଏବେ ହତ୍ୟା ଉଦ୍ୟମର ଅଭିଯୋଗ ଲାଗିଛି। ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ବୋଲି ତାଙ୍କ ସ୍ତ୍ରୀ ଏବେ ପୁଲିସରେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ବଡ଼ ଖୁଲାସା: ଏସିଡ୍ ଆକ୍ରମଣ ପରେ ଭଉଣୀର ଚିକିତ୍ସା ପାଇଁ ଟଙ୍କା ନଥିବାରୁ ନ କରିବା କାମ ମୁଁ କରିବାକୁ…

ମୁମ୍ବାଇ: ଭୟଶୂନ୍ୟ ହୋଇ ନିଜର ବୟାନ ରଖୁଥିବାରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍। ଫିଲ୍ମ ହେଉ ବା କୌଣସି ବିଷୟରେ ତାଙ୍କର ପ୍ରତିକ୍ରିୟା ଅନେକ ସମୟରେ ବିବାଦ ଏବଂ ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ଏବେ ସେ ଯେଉଁ ବୟାନ ଦେଇଛନ୍ତି, ତାହା ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...