Daily Archives

January 21, 2020

୧୫ ଦିନ ଭିତରେ ୨ୟ ଘଟଣା: ପୁଣି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ନାବାଳକ ଅଟକ

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ୧୫ ଦିନ ପୂରି ନ ଥିବା ବେଳେ କେ.ନୁଆଗାଁ ଥାନା ଅଞ୍ଚଳରେ ପୁଣି ତିନି ବର୍ଷର ଶିଶୁକନ୍ୟାକୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ନାବାଳକ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ହୋଇଥିବା ଯୁବକମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାକୁ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ : କିଛି ଦିନ ତଳେ ଭାରତର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ବା ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତ ଆତଙ୍କବାଦୀ ଚିନ୍ତାଧାରାରେ କବଳିତ ଯୁବକମାନଙ୍କୁ ଡିରେଡିକାଲାଇଜେନ କ୍ୟାମ୍ପରେ ରଖି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କିନ୍ତୁ ତାଙ୍କର ଏହି…
ଅଧିକ ଖବର ଦେଖନ୍ତୁ...

କନିଆଁ ଆଣିବାକୁ ୧୧ କିଲୋମିଟର ଧାଇଁ ଧାଇଁ ଗଲେ ବର

ଇନ୍ଦୋର: ବାହାଘର । ଏହା ଏମିତି ଏକ ଶବ୍ଦ, ଯାହା ଶୁଣିଲେ ମନରେ ବାଜା, ରୋଷଣୀ, ଡିଜେ ଆଦିର କଳ୍ପନା ଚାଲିଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କଥା କହିବୁ, ଯାହାକି ଆପଣ ଆଗରୁ କେବେ ବି ଦେଖିନଥିବେ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ଇନ୍ଦୋରର । ଯେଉଁଠାରେ ବିନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ସମାଜ ସେବାରୁ ସମ୍ମାନ ମିଳିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୃଷ: ଜରୁରୀ କାମ ପୂରା ହୋଇପାରେ। କୌଣସି ବ୍ୟକ୍ତିଙ୍କ ସହିତ ମନ ମିଶିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ।…
ଅଧିକ ଖବର ଦେଖନ୍ତୁ...

‘ଉହାନ୍‌ ଭୂତାଣୁ’ ଭୟ: ଦେଶର ୭ଟି ବିମାନ ବନ୍ଦରରେ ଲାଗିବ ‘ଥର୍ମୋ ସ୍କାନିଂ’; ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର…

ନୂଆଦିଲ୍ଲୀ: ସଂପ୍ରତି ପଡ଼ୋଶୀ ଚୀନ୍‌ରେ ଦେଖା ଦେଇଥିବା ‘ଉହାନ୍‌ ଭୂତାଣୁ’ ଚୀନ୍‌ରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ଗତ ୩ ଦିନ ମଧ୍ୟରେ ଚୀନ୍‌ରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ୩୦୦ରୁ ଅଧିକ ଆକ୍ରାନ୍ତ ହେବା ପରେ ଏବେ ‘ଉହାନ୍‌ ଭୂତାଣୁ’କୁ ନେଇ ଭାରତରେ ମଧ୍ୟ ଭୟ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

୧ ମିନିଟରେ ୨୧ ଥର ଚକ୍ରାସନ କରି ରେକର୍ଡ କଲେ ୧୧ ବର୍ଷର ଝିଅ

ନୈନିତାଲ: କମ୍ ବୟସରେ ବିଶ୍ୱ ରେକର୍ଡ | ଇତିହାସ ରହିଲେ ଉତ୍ତରାଖଣ୍ଡର ୧୧ ବର୍ଷୀୟ ଝିଅ ରିୟା ପଲାଡିୟା | ମାତ୍ର ୧ ମିନିଟରେ ୨୧ ଥର ‘ନିରାଲାମ୍ବା ଚକ୍ରାସନ’ ଯୋଗ କରି ଗୋଲଡେନ ବୁକ ଅଫ୍ ୱାର୍ଲ୍ଡ ରେକର୍ଡର ସୁନାମ ଅର୍ଜନ କରିଛନ୍ତି ରିୟା | ଏହା ପୂର୍ବରୁ ୧ ମିନିଟରେ ୧୪ଥର ‘ନିରାଲାମ୍ବା…
ଅଧିକ ଖବର ଦେଖନ୍ତୁ...

୬ ଘଣ୍ଟା ଅପେକ୍ଷା କରିବା ପରେ ମନୋନୟନ ପତ୍ର ଦାଖଲ କଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ : ପ୍ରାୟ ୬ ଘଣ୍ଟା ଅପେକ୍ଷା କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ କେଜରିଓ୍ଵାଲ ଶେଷରେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ସେ ଆପ ତରଫରୁ ନୂଆଦିଲ୍ଲୀ ବିଧାନସଭା ମଣ୍ଡଳିରେ ନିର୍ବାଚନ ଲଢୁଛନ୍ତି । ଆଜି ଥିଲା…
ଅଧିକ ଖବର ଦେଖନ୍ତୁ...

ଜୁନ ପହିଲାରୁ ଲାଗୁ ହେବ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ବ୍ୟବସ୍ଥା : ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି…

ନୂଆଦିଲ୍ଲୀ: ଆସନ୍ତା ଜୁନ ପହିଲାରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ । ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ ଦେଶର ଯେ କୌଣସି ଠିକଣାରୁ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତ ଅରୁଣ ଓ ରଂଜିତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ୪ ବର୍ଷ ପୂର୍ବରୁ ଜଣେ ନାବାଳିକାକୁ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ପୋକସୋ କୋର୍ଟ ସ୍ୱତନ୍ତ୍ର ଜଜ ସମର ବିଳାସ…
ଅଧିକ ଖବର ଦେଖନ୍ତୁ...

ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ମାରପିଟ କଲେ ଆସାମ ରାଇଫଲର ଯବାନ

ଇମ୍ଫାଲ: ଆସାମ ରାଇଫଲର ଜନୈକ ରାଇଫଲଧାରୀ ଯବାନ ଜନୈକା ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ତାଙ୍କୁ ମାରପିଟ କରିବା ଘଟଣାକୁ କେନ୍ଦ୍ର କରି ଆଜି ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡ଼ିତା ମହିଳା ଆଇପିଏସ୍‌ ଅଧିକାରୀ ଜଣକ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ଆଗତ କରି…
ଅଧିକ ଖବର ଦେଖନ୍ତୁ...