Daily Archives

January 22, 2020

ଗର୍ଭବତୀ ଅଛନ୍ତି ଐଶ୍ବର୍ଯ୍ୟା ରାୟ! ଅଭିଷେକଙ୍କ ଟୁଇଟ୍ ପରେ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ପୁଣି ଥ‌ରେ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଏକ ଟୁଇଟ୍ କରିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଟୁଇଟ୍ ପ‌ରେ ପରେ ଐଶ୍ବର୍ଯ୍ୟା ପୁଣି ଥରେ ମା’ ବନିବେ ବୋଲି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ନାଗରିକତା ଆଇନ ଲାଗୁ ହେବ ନାହିଁ : କମଳନାଥ

ନୂଆଦିଲ୍ଲୀ : କେରଳ, ପଞ୍ଜାବ ପରେ ଆଉ ଏକ ଅଣବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବାକୁ ମନା କରିଦେଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ କମଳନାଥ ଏହି ଆଇନ ଲାଗୁ ହେବ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏବେ ନାଗରିକତା ଆଇନର କୌଣସି ଆବଶ୍ୟକତା ନାହିଁ ।…
ଅଧିକ ଖବର ଦେଖନ୍ତୁ...

ଶ୍ବାସ ରୋଗକୁ ଦୂରକରେ ମହୁ ଏବଂ ସୋରିଷ ତେଲ

ଆସ୍ଥମା ବା ଶ୍ବାସ ହେଉଛି ଏକ ପ୍ରଶ୍ବାସଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା…
ଅଧିକ ଖବର ଦେଖନ୍ତୁ...

୪୦୦ପିଲାଙ୍କ ପାଇଁ ୪୦ଲକ୍ଷ ଟଙ୍କାରେ ତିଆରି ହେଲା ଜାହାଜ ଭଳି ଦିଶୁଥିବା ସ୍କୁଲ

ଅଲୱର: ଚର୍ଚ୍ଚାରେ ଅଲୱରର କ୍ରୁଜ୍ ସ୍କୁଲ। ଏକ କ୍ରୁଜ୍ ଭଳି ଦିଶୁଥିବା ଏହି ସ୍କୁଲର ନବୀକରଣ ହେବା ପରେ ଏବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍କୁଲର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି କ୍ରୁଜ୍ ସ୍କୁଲ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଆମାଜନ ମୁଖ୍ୟ ଜେଫ ବେଜସ୍‌ଙ୍କ ମୋବାଇଲ ଫୋନ ହ୍ୟାକ, ହ୍ୟାକ ପଛରେ ସାଉଦି ପ୍ରିନ୍ସଙ୍କ ହାତ ଥିବା ନେଇ ଚର୍ଚ୍ଚା!

ଲଣ୍ଡନ : ଟେକ୍ନୋଲୋଜି ଯୋଗୁଁ ଆଜି ବହୁତ କାମ କରିବା ସରଳ ଓ ସୁବିଧା ହୋଇପାରିଛି । ଠିକ୍ ସେହିପରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ୍ ହେବା ବିପଦ ମଧ୍ୟ ବଢିଯାଇଛି । ଆଜିକାଲି ହାଇ-ସିକ୍ୟୁରିଟି ଟେକ୍ନୋଲୋଜିକୁ ଭେଦ କରି ହ୍ୟାକର୍ସମାନେ ଯେକୌଣସି ବ୍ୟକ୍ତିର ତଥ୍ୟ ଚୋରି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ସବୁ ଫିଲ୍ମ ଫ୍ଲପ୍ ହେଉଛି, କେମିତି ଲାଗୁଛି? ପ୍ରଶ୍ନର କଡ଼ା ଜବାବ ରଖିଲେ ଶାହାରୁଖ୍

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବେ ଟୁଇଟରରେ ଅଧିକ ସକ୍ରିୟ ରହୁଥିବା ଦେଖାଯାଉଛି। ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିବା ଅଭିନେତା ଏବେ ଟୁଇଟରରେ '#ଆସ୍କଏସଆରକେ' ଲେଖି ଟୁଇଟ୍ କରିବା ପରେ ବ୍ୟବହାରକାରୀମାନେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଥିବା ଦେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡର ଭିକାରି ବାବା ଦାସ ବଖାଣିଲେ ନିଜର କରୁଣ କାହାଣୀ : କହିଲେ, ବଡ ବୋହୂର ଜୁୁଲମରେ ଘର ଛାଡି ବଡ଼ଦାଣ୍ଡରେ ସାଜିଲି…

ପୁରୀ : ଜୀବନ ଏକ ନାଟକ ଓ ସ୍ୱୟଂ ଭଗବାନ ଏହାର ନିର୍ଦ୍ଦେଶକ । ସେ ଯେମିତି ଯୋଉ ବାଟିରେ ନେଇଯାଆନ୍ତି ସେମିତି ଚାଲିବାକୁ ହୁଏ । ବଡଦାଣ୍ଡର ଭିକାରି ବାବା ଦାସ । ସତେ ଯେମିତି ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ପରିଣତ ବୟସରେ । ଭୁବନେଶ୍ୱର ଲିଗଂରାଜ ମନ୍ଦିର ନିକଟ ହାଟ…
ଅଧିକ ଖବର ଦେଖନ୍ତୁ...

ବିବାହର କିଛି ଦିନ ପୂର୍ବରୁ ଗିରଫ ହେଲା ବର, ଚୋରି କରିବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ

ନୂଆଦିଲ୍ଲୀ:  କିଛି ଲୋକ ବିବାହ କରିବା ପାଇଁ ଦିନ ଗଣିଥାନ୍ତି ତ କିଛି ବିବାହ ନାଁ ଶୁଣି ଡ଼ରିଥାନ୍ତି। ବିବାହ ପରେ ଅନେକ ଦାୟିତ୍ବ ଆସିଯିବା ସହ କୌଣସି ଜିନିଷ କରିବାର ସ୍ବାଧୀନତା ରହିବନି ବୋଲି ଭାବି ଅନେକ ବିବାହ କରିବାକୁ ଡ଼ରିଥାନ୍ତି। କିନ୍ତୁ ବିବାହ କରିବା ଡ଼ରରେ ଚୀନର ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା : ଟ୍ରାକରୁ ଖସିଲା ପୁରୀ-ଗୁଣପୁର ଟ୍ରେନର ଇଂଜିନ

ରାୟଗଡ଼ା : ପୁରୀ-ଗୁଣପୁର ଟ୍ରେନର ଇଂଜିନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ରାତି ୯ଟା ବେଳେ ଟ୍ରେନରୁ ଇଂଜିନ ପରିବର୍ତ୍ତନ ବେଳେ ଇଂଜିନଟି ବ୍ରେକଫେଲ ହୋଇ ଟ୍ରାକ ଏଣ୍ଡ ପଏଣ୍ଟ ଉପରକୁ ମାଡ଼ି ଆସିଥିଲା । ଏହା ଫଳରେ ଇଂଜିନଟି କିଛି ସମୟ ଉକ୍ତ ସ୍ଥାନରେ ଫସିରହିଥିଲା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ପୁଅର ନାଁ ‘କଂଗ୍ରେସ’ ରଖିଲେ ଉଦୟପୁର ବାସିନ୍ଦା

ଉଦୟପୁର: ଅନେକ ସମୟରେ ମାତା-ପିତାମାନେ ନିଜ ପିଲାମାନଙ୍କର ଅଜବ ଅଜବ ନାମକରଣ କରୁଥିବା ଦେଖାଯାଇଥାଏ। ସମସ୍ତଙ୍କଠାରୁ ନିଜ ପିଲାର ନାଁ ଭିନ୍ନ କରିବା ପାଇଁ ମାତା-ପିତାମାନେ ଅଜବ ନାଁ ରଖୁଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ତାହା ଚିନ୍ତାର କାରଣ ପାଲଟିଥାଏ। କାରଣ ବଡ଼ ହେବା ପରେ…
ଅଧିକ ଖବର ଦେଖନ୍ତୁ...