Daily Archives

January 23, 2020

ଓବିସି କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିମାନଙ୍କର ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ଅବଧିକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଅର୍ଥାତ ୬ ମାସ ବୃଦ୍ଧି କରାଯାଇଛି । ଏନେଇ ଏକ ପ୍ରସ୍ତାବକୁ ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱଶାନ୍ତି ପାଇଁ ପ୍ରତ୍ୟେକ ଧର୍ମାବଲମ୍ବୀ, ରାଷ୍ଟ୍ରମୁଖ୍ୟ ପୁରୀ ପରିଦର୍ଶନ କରିବା ଆବଶ୍ୟକ : ରାଜ୍ୟପାଳ ଗଣେଶୀ ଲାଲ

କୋଣାର୍କ : ଦୁନିଆର କୋଣ ଅନୁକୋଣରେ ହିଂସା, ବନାଗ୍ନି ଆଦି ଲାଗି ରହିଥିବା ବେଳେ ପୁରୀରେ ଶାନ୍ତି ବିରାଜମାନ କରୁଅଛି । ଏହାର ଆନନ୍ଦ ନେବା ଲାଗି ପ୍ରତ୍ୟେକ ରାଷ୍ଟ୍ର ପ୍ରମୁଖ ଓ ଧର୍ମାବଲମ୍ବୀ ପୁରୀ ପରିଦର୍ଶନ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର କୋଣାର୍କ ଠାରେ…
ଅଧିକ ଖବର ଦେଖନ୍ତୁ...

କାକୁଡ଼ି ଖାଇବା ପରେ କରନ୍ତୁ ନାହିଁ ଏହି କାମ, ହୋଇପାରନ୍ତି ଅନେକ ଶାରୀରିକ ସମସ୍ୟାର ଶିକାର

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍‌ ଖାଇଥାନ୍ତି । ଆଉ ସାଲାଡରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍‌ କେ, ଭିଟାମିନ ସି, କପର, ମ୍ୟାଗ୍ନେସିୟମ, ପୋଟାସିୟମ, ମାଙ୍ଗାନିଜ୍‌ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା…
ଅଧିକ ଖବର ଦେଖନ୍ତୁ...

ନିଜକୁ ଗୁଳି କରି ହତ୍ୟା କଲେ ମୁକେଶ ଅମ୍ବାନୀଙ୍କ ଘରେ ମୁତୟନ ଥିବା ସିଆଇଏସଏଫ୍ ଯବାନ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟବସାୟୀ ଭାବେ ଜଣାଶୁଣା ମୁକେଶ ଅମ୍ବାନୀଙ୍କ ଘରେ ମୁତୟନ ଥିବା ଜଣେ ସିଆଇଏସଏଫ୍ ଯବାନ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆରେ ମୁତୟନ ଥିବା ସିଆଇଏସଏଫ୍ ଯବାନ ନିଜ ଉପରକୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ୧୮୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାରେ ୨ ଗିରଫ

ରାଉରକେଲା: ୧୮୧ କୋଟି ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗରେ ରାଜ୍ୟ ଜିଏସ୍‌ଟି ବିଭାଗ ଏବଂ ରାଉରକେଲା ଜିଏସ୍‌ଟି ବିଭାଗ ପକ୍ଷରୁ ଅମିତ ଅଗ୍ରୱାଲ ଓରଫ ସୋନୁ ଅଗ୍ରୱାଲ ଏବଂ ତାର ଅନ୍ୟ ଜଣେ ସହଯୋଗୀ ସୁଭାଷ ସ୍ୱାଇଁଙ୍କୁ ଗୁରୁବାରଦିନ ଗିରଫ କରାଯାଇଛି । ଅମିତ ବିଭିନ୍ନ ଲୋକଙ୍କ ନାମରେ ଜାଲ ବିଲ ଏବଂ…
ଅଧିକ ଖବର ଦେଖନ୍ତୁ...

ଲାହୋର ଆକାଶରେ ଦେଖାଗଲା ରହସ୍ୟମୟ କଳା ବଳୟ; ଲୋକେ ଭୟଭୀତ

ପାକିସ୍ତାନ : ପାକିସ୍ତାନର ଲାହୋର ଆକାଶରେ ଏକ ରହସ୍ୟମୟ କଳା ବଳୟ ଦେଖାଯିବାର ଦାବି କରାଯାଉଛି। ଆକାଶରେ ଏହି କଳା ବଳୟକୁ ଆକସ୍ମିକ ଭାବେ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଛିଲୋକ ଏହାକୁ ଏଲିୟନ୍‌ କହୁଥିବା ବେଳେ କିଛିଲୋକ ଏହାକୁ ବାଦଲ ବୋଲି କହୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଭଳି ଅପରାଧ କରିବା ପରେ ବି ଅପରାଧୀକୁ ଦୁଷ୍କର୍ମ ଆରୋପରୁ ମୁକ୍ତ କରି ଜାମିନ୍ ଦେଲା ଅଦାଲତ

ନୂଆଦିଲ୍ଲୀ: ଜଣେ ଅପରାଧୀକୁ ଦୁଷ୍କର୍ମ ଆରୋପରୁ ମୁକ୍ତ କରି ଜାମିନ୍ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଏହି ମାମଲା ଉପରେ ବିଚାର କରି ଅଦାଲତ ଏଭଳି ରାୟ ଶୁଣାଇଛନ୍ତି। ଦୁଷ୍କର୍ମ ହେବା ସମୟରେ ପୀଡ଼ିତା ଅଭିଯୁକ୍ତଙ୍କ ପତ୍ନୀ ଥିଲେ। ଏହାକୁ ଆଖି ଆଗରେ…
ଅଧିକ ଖବର ଦେଖନ୍ତୁ...

ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ୫୦୩ ସାଂସଦ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି : ଆରଟିଆଇ…

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସାଂସଦ ନିଜର ସଂପତ୍ତି ତାଲିକା ଦେବାରେ ବିଫଳ ହୋଇଛନ୍ତି । ମୋଟ ୫୪୩ ସାଂସଦଙ୍କ ମଧ୍ୟରୁ ୫୦୩ ଜଣ ସାଂସଦ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି । ଏହି ସାଂସଦଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରହିଛନ୍ତି ବୋଲି ସୂଚନା ଅଧିକାର ଆଇନ…
ଅଧିକ ଖବର ଦେଖନ୍ତୁ...

ନିଜ ଜୀବନକୁ ବିପଦରେ ପକାଇ ଜଳମଗ୍ନ ପୋଲରେ ଆମ୍ବୁଲାନ୍ସକୁ ବାଟ ଦେଖାଇଥିଲେ, ଏବେ ମିଳିଲା ରାଷ୍ଟ୍ରୀୟ ସାହସିକତା…

ନୂଆଦିଲ୍ଲୀ: ଲଗାଣ ବର୍ଷା ପାଇଁ ଅଗଷ୍ଟ ୨୦୧୯‌ରେ କର୍ଣ୍ଣାଟକର ସ୍ଥିତି ସଙ୍ଗୀନ୍‌ ହୋଇ ପଡ଼ିଥିଲା । ବନ୍ୟା ଯୋଗୁଁ ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବା ସହ ଚାରିଆଡ଼େ ବନ୍ୟାଜଳ ଭରି ରହିଥିବାରୁ ଘରୁ ବାହାରକୁ ବାହାରିବା ସମ୍ଭବ ନ ଥିଲା। ଏଭଳି ପରିସ୍ଥିତିରେ ୧୨ବର୍ଷୀୟ ଭେଙ୍କଟେଶ ସାହସିକତାର…
ଅଧିକ ଖବର ଦେଖନ୍ତୁ...

‘କିଛି ଏଭଳି କାମ କରିଦେଇଛି, ଯାହା କରିବା ଉଚିତ୍ ନ ଥିଲା’! ସୁଇସାଇଡ୍ ନୋଟରେ ଏଭଳି ଲେଖି ଆତ୍ମହତ୍ୟା…

ନୂଆଦିଲ୍ଲୀ: ମଙ୍ଗଳବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ଆଟଲାସ୍ ସାଇକେଲ କମ୍ପାନିର ମାଲିକ ସଞ୍ଜୟ କପୁରଙ୍କ ପତ୍ନୀ ନତାଶା କପୁର। ହଠାତ୍ ନତାଶାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପ୍ରଥମେ ଏହା ପଛର କାରଣ ସାମ୍ନାକୁ ଆସି ନ ଥିଲା। କିନ୍ତୁ ଆଜି ପୁଲିସ ନତାଶାଙ୍କ…
ଅଧିକ ଖବର ଦେଖନ୍ତୁ...