Daily Archives

January 23, 2020

ଓଡ଼ିଆ ସେନା ଅଫିସରଙ୍କ ଉପରେ ଗୁରୁ ଦାୟିତ୍ୱ, ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର…

ନୂଆଦିଲ୍ଲୀ : ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ନିଯୁକ୍ତ କରାଯାଇଛି । ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫…
ଅଧିକ ଖବର ଦେଖନ୍ତୁ...

ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ଜାତୀୟ ସମ୍ମିଳନୀ ଉଦଘାଟନ କଲେ ରାଜ୍ୟପାଳ

ପୁରୀ: ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କ ସମ୍ମିଳନୀ ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହୋଇଛି । କୋଣାର୍କର ରାମଚଣ୍ଡୀଠାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉଦଘାଟନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ୨ ମୃତ ଓ ୪ ଗୁରୁତର

ଯାଜପୁର: ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡ଼ିପାଟଣା ଗାଁରେ ଗୁରୁବାର ସନ୍ଧ୍ୟାରେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ନାମ ଈଶ୍ୱର ଦାସ(୫୫) ଓ ଚିନ୍ତାମଣି ରାମ(୬୫) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଶଙ୍ଖଚିଲା ଗୋଡ଼ିପାଟଣା ଗାଁ ନିକଟସ୍ଥ ବିଲ ଭିତରକୁ ଏକ…
ଅଧିକ ଖବର ଦେଖନ୍ତୁ...

ଝାରପଡ଼ା ଜେଲରେ ଥିବା ଝିଅକୁ ବାଂଲାଦେଶରୁ ଖୋଜିଖୋଜି ଭୁବନେଶ୍ୱରରେ ପହଞ୍ଚିଲେ ବାପା ! ଜାଣନ୍ତୁ ପୂରା କାହାଣୀ

ଭୁବନେଶ୍ୱର: ଅନେକ ସମୟରେ ଖବର ଆସିଥାଏ ଦଲାଲମାନେ ଝିଅ/ଯୁବତୀମାନଙ୍କୁ ଚାକିରି ପ୍ରଲୋଭନ ଦେଖାଇ ସେମାନଙ୍କୁ ଘରୁ ନେଇ ଆସି ଥାଆନ୍ତି। ଆଉ ଏମିତି କାମରେ ଲିପ୍ତ କରନ୍ତି ଯେ ସେମାନେ ଆଉ ସେଥିରୁ ମୁକୁଳି ପାରନ୍ତି ନାହିଁ । ଏମିତି ଏକ ଘଟଣା ନିକଟରେ ଘଟିଛି। ଦଲାଲ ଜଣେ ଝିଅଙ୍କୁ ଚାକିରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଆତ୍ମବିଶ୍ବାସ କାମରେ ସଫଳତା ଆଣିଦେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ। ବୃଷ: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସକରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ। ଜୀବନସାଥୀଙ୍କ ସହ ଭ୍ରମଣରେ ଯିବା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀର ପାଇଁ ୮୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୋଦୀ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ପାଇଁ କେନ୍ଦ୍ରର ମୋଦୀ ସରକାର ୮୦ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା ଓକିଲ ସଂଘ

ସମ୍ବଲପୁର: ଆସନ୍ତା ଫେବୃୟାରୀ ୫ରେ ବନ୍ଦ ରହିବ ପଶ୍ଚିମ ଓଡ଼ିଶା | ଏହି ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ | ରାଜ୍ୟ ଓକିଲ ସଂଘର ଚିଠିକୁ ନେଇ ପଶ୍ଚିମ ଓଡ଼ିଶାର ଓକିଲମାନେ ଏହି ବନ୍ଦ ଡାକରା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ଭାରତୀୟ ନର୍ସଙ୍କଠାରେ ଏହି ଭାଇରସ ଚିହ୍ନଟ

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନାଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଦେଶର ବିଭିନ୍ନ ବିମାନବନ୍ଦରରେ ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨,୮୨୮ ଜଣ ଯାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ

ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଅନାମ ନାୟକ ୨୦୧୪ରୁ ୨୦୧୯…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ ଆସନ ପାଇଁ ୧୦୨୯ ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ହେଉଥିବା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦୨୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜାଣିବା ପାଇଁ ମିଳିଛି। ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ କାଳରେ ୪୧୧ଟି ପ୍ରାର୍ଥୀପତ୍ର ନାକଚ ହୋଇ…
ଅଧିକ ଖବର ଦେଖନ୍ତୁ...