Daily Archives

January 24, 2020

୬ ହଜାର ଟଙ୍କାର ନକଲି ନୋଟ୍‌ ପ୍ରଦାନ କରି ବୟସ୍କ ଲୋକଙ୍କ ଠାରୁ ୫ହଜାର ଟଙ୍କା ଠକି ନେଲେ ଦୁର୍ବୃତ୍ତ!

ଲକ୍ଷ୍ମୀପୁର: ଛଅ ହଜାର ଟଙ୍କାର ନକଲି ନୋଟ୍‌ ପ୍ରଦାନ କରି ଜଣେ ବୟସ୍କ ଲୋକଙ୍କ ଠାରୁ ୫ହଜାର ଟଙ୍କା ଦୁର୍ବୃତ୍ତମାନେ ଠକି ନେଇଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିା ଠକାମୀର ଶିକାର ହୋଇଛନ୍ତି ବୁର୍ଜା ଗାଁର ବୟସ୍କ ବ୍ୟକ୍ତି ବାଞ୍ଛାନିଧି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଛାତ୍ରମାନଙ୍କ ଦ୍ୱାରା ମହାକାଶ ଉତକ୍ଷେପଣ ଯାନ ବିକଶିତ ହୋଇଛି : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଏକ ଛାତ୍ର ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉତ୍ତର ପୂର୍ବାଂଚଳ କ୍ଷେତ୍ର ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ.…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍‌ ଏ,ବି,ସି ଏବଂ ଇ ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ,କପର,ଫାଇବର,ପୋଟାସିୟମ,ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ…
ଅଧିକ ଖବର ଦେଖନ୍ତୁ...

ଘୋଡ଼ା ଚଢ଼ିଲେ ଦୁଇ ଭଉଣୀ, ବିବାହ ପାଇଁ କନ୍ୟାଯାତ୍ରୀଙ୍କୁ ଧରି ବର ଘରେ ପହଞ୍ଚିଲେ

ଖଣ୍ଡୱା:  ଯୁବକ ହୁଅନ୍ତୁ ବା ଯୁବତୀ, ନିଜ ନିଜର ବିବାହ ଦିନକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଆଉ ଯୁବତୀମାନେ ଘୋଡ଼ାରେ ବସି ସ୍ବପ୍ନର ରାଜକୁମାର ନେବାକୁ ଆସିବାର ସ୍ବପ୍ନ ଦେଖୁଥିବା ବେଳେ ମଧ୍ୟପ୍ରଦେଶରେ ଏହାର ଠିକ୍ ଓଲଟା ଘଟିଛି। ବର ନୁହେଁ ବରଂ କନ୍ୟା ଘୋଡ଼ାରେ ଚଢ଼ି ବର ଘରେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ବଞ୍ଚାଇବା ପାଇଁ ଗାଡ଼ିରେ ପେଟ୍ରୋଲ ସହ କିରୋସିନ୍ ମିଶାଇ ଚଲାଉଥିଲେ ସଲମାନ, ଏବେ ବି ସାଇକେଲ ମେକାନିକଙ୍କର…

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ନିଜ ଜୀବନର ‌ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି। ମୁମ୍ବାଇରେ ଆୟୋଜିତ ହୋଇଥିବା ‘ଉମଙ୍ଗ ୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ସଲମାନ ନିଜ ଜୀବନର ଏକ ବଡ଼ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଟଙ୍କା ବଞ୍ଚାଇବା ପାଇଁ ସେ କିଭଳି ଗାଡ଼ି ଚଳାଉଥିଲେ…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଜୟସିଂହଙ୍କୁ ନେଇ କଙ୍ଗନା ଦେଇଥିବା ପ୍ରତିକ୍ରିୟାକୁ ନାପସନ୍ଦ କଲେ ଅଭିନେତ୍ରୀ ସିମି ଗରେୱାଲ, ଦୋଷୀଙ୍କ…

ନୂଆଦିଲ୍ଲୀ: ଗତକାଲି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କୁ କଡ଼ା ସମାଲୋଚନା କରିଥିଲେ। କାରଣ ଇନ୍ଦିରା ଜୟସିଂହ ନିକଟରେ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ ସମସ୍ତ ଦୋଷୀଙ୍କୁ କ୍ଷମା କରିଦେବା ପାଇଁ କହିଥିଲେ। ଏହାକୁ ବିରୋଧ କରି କଙ୍ଗନା  କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ମୁସଲିମ୍ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ହିନ୍ଦୁ ବ୍ୟକ୍ତି, ଅଙ୍ଗଦାନ କରି ବଞ୍ଚାଇଲେ ଜୀବନ

କୋଲକାତା: ଏବେ ସରକାରଙ୍କ ନୂଆ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ଦୁଇ ଭାଗ ହୋଇଥିବା ବେଳେ ପୁଣି ଥରେ ଧର୍ମ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି। ବି‌ଶେଷ କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏବେ ସିଏଏକୁ ନେଇ ବିବାଦ ଲାଗି ରହିଥିବା ବେଳେ କୋଲକାତାରେ ଘଟିଥିବା ଘଟଣା ସମସ୍ତଙ୍କୁ ଭାବିବାକୁ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାରେ ଏଭଳି ଫଟୋ ସେୟାର କରି ଆଦିତ୍ୟଙ୍କୁ ପ୍ରେମ କରୁଥିବା ନେଇ ଇଶାରା ଦେଲେ ନେହା

ମୁମ୍ବାଇ: ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର…
ଅଧିକ ଖବର ଦେଖନ୍ତୁ...