Daily Archives

January 24, 2020

ଶାରୀରିକ ସଂପର୍କ ରଖିବା ସମୟରେ ଦେହଜୀବୀ କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଗଳା କାଟିଲେ ଯୁବକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଯୁବକ ଦେହଜୀବୀଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେହଜୀବୀଜଣକ ଶାରୀରିକ ସଂପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଅଭିଯୁକ୍ତ ଯୁବକ ରାଗରେ ତାଙ୍କ ଗଳା କାଟି ଦେଇଥିବା ଭଳି ଅଜବ ଘଟଣା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ : ଭାରତ ସରକାର ସତର୍କ, ବିମାନବନ୍ଦରରେ ୨୦,୮୪୪ ଯାତ୍ରୀଙ୍କ ସ୍ୱାସ୍ଥ୍ୟଯାଞ୍ଚ କରାଗଲା

ନୂଆଦିଲ୍ଲୀ : କରୋନାଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାରଦିନ ଦେଶର ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୪୦୮୨ ଯାତ୍ରୀଙ୍କ ସ୍ୱାସ୍ଥ୍ୟଯାଞ୍ଚ କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ନିଜ ମୁଖମଣ୍ଡଳର ଔଜ୍ଜଲ୍ୟ ପଛର ଗୁପ୍ତ ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ନିଜ ମୁହଁର ଔଜ୍ଜଲ୍ୟକୁ ନେଇ ଏକ କୌତୁହଳପ୍ରଦ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଜାନୁଆରି ୨୬ ତାରଖ(ଗଣତନ୍ତ୍ର ଦିବସ) ଅବସରରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇବାକୁ ଯାଉଥିବା ବିଜେତାମାନଙ୍କୁ ସମ୍ବୋଧନ କରି ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି କଠିନ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ୬ ଜଣ ଜେଲ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ-୨୦୨୦ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ୬…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ˚ପାନି ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ପୁରୁଣା ଇଚ୍ଛା ପୂରା ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ : ସାରା ବିଶ୍ୱରେ ୯୦୨ଜଣ ବ୍ୟକ୍ତି ସଂକ୍ରମିତ, ଚୀନରେ ୨୬ ମୃତ

ବେଜିଂ : ଚୀନରେ କରୋନାଭାଇରସର ପ୍ରକୋପ ବଢିଚାଲିଛି । ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ସାରା ବିଶ୍ୱରେ ମୋଟ ୨୬ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏ ସମସ୍ତ ମୃତ୍ୟୁ ଚୀନରେ ହୋଇଛି । ଏହି ଭାଇରସ ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଚୀନ ସରକାର ମିଲିଟାରୀ ଡାକ୍ତରମାନଙ୍କୁ ବିଭିନ୍ନ ହସପିଟାଲକୁ…
ଅଧିକ ଖବର ଦେଖନ୍ତୁ...

ଚୀନରେ ମିଳୁଥିବା ‘ବାଦୁଡ଼ି ସୁପ୍‌’ ପାଇଁ ବ୍ୟାପୁଛି କି କୋରୋନା ଭାଇରସ୍‌?

ବେଜିଂ:  ଚୀନରୁ ‌ବ୍ୟାପୁଥିବା କୋରୋନା ଭାଇରସ୍‌ ଏବେ ପୂରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଭାଇରାସ୍‌ର ସୃଷ୍ଟି କେଉଁଠୁ? ସୋସିଆଲ୍‌ ମିଡିଆରେ ବୁଲୁଥିବା ତଥ୍ୟ ଯଦି ସତ ହୋଇଥାଏ ତେବେ ଚୀନର ଉହ୍ବାନଠାରେ ଥିବା ସ୍ଥାନୀୟ ବଜାରରେ ମିଳୁଥିବା ବାଦୁଡ଼ି ସୁପ୍‌ ଏହି…
ଅଧିକ ଖବର ଦେଖନ୍ତୁ...

ରାଜନୀତିର ଅପରାଧୀକରଣକୁ ରୋକିବାକୁ ହେଲେ ‘ଦାଗୀନେତା’ଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆ ନ ଯାଉ : ସୁପ୍ରିମ୍‌…

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣକୁ ରୋକିବାକୁ ହେଲେ ଅପରାଧିକ ପୃଷ୍ଠଭୂମି ରହିଥିବା ବ୍ୟକ୍ତି ବା ଦାଗୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ରାଜନୈତିକ ଦଳଗୁଡ଼ିକ ଟିକେଟ ଦେବା ଉଚିତ ନୁହେଁ ବୋଲି ଆଜି ନିର୍ବାଚନ କମିସନ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ୨୦୧୯…
ଅଧିକ ଖବର ଦେଖନ୍ତୁ...

କୋଇଲାରି ଜଙ୍ଗଲରୁ ୩ ଶାଳ ଗଣ୍ଡି କାଟି ନେଉଥିବା ସମୟରେ ୨ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୋଇଲାରି ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଶାଳ ଗଛ କାଟି ଚୋରା ଚାଲାଣ କରୁଥିବା ସମୟରେ ୨ ଜଣ ଲୋକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୋଇଲାରି ଗ୍ରାମର ମହାଦେବ ବିନ୍ଧାଣି (୩୨) ଓ ମଦନ ପନକା (୫୦)। ଉଭୟ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାର ଅଧିକାଂଶ ଖର୍ଚ୍ଚ ସରକାର ବହନ କରିବା ଆବଶ୍ୟକ, ଜେଏନୟୁ ଫି ବୃଦ୍ଧି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ : ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଦରମାର ବୋଝ ଛାତ୍ରଛାତ୍ରୀମାନଙ୍କ ଉପରେ ପଡ଼ିବା ଉଚିତ ନୁହେଁ । ଏଥିପାଇଁ ଅନ୍ୟ ଉତ୍ସରୁ ଅର୍ଥ ଯୋଗାଡ଼ କରାଯିବା ଆବଶ୍ୟକ । ସରକାର ଶିକ୍ଷା କ୍ଷେତ୍ରରୁ ବାହାରି ଯିବା ଉଚିତ ନୁହେଁ । ସରକାରଙ୍କୁ ହିଁ ଶିକ୍ଷା ପାଇଁ ଅର୍ଥଯୋଗାଇବାକୁ ପଡ଼ିବ । ଜେଏନୟୁ…
ଅଧିକ ଖବର ଦେଖନ୍ତୁ...