Daily Archives

January 25, 2020

ଆତ୍ମହତ୍ୟା ଖବର ଶୁଣି ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ପରେ ଅଭିନେତ୍ରୀ କହିଲେ- ମୁଁ ବଞ୍ଚିଛି

ନୂଆଦିଲ୍ଲୀ: ଶୁକ୍ରବାର ନିଜ ବାସଭବନରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ଧାରାବାହିକ ଅଭିନେତ୍ରୀ ସେଜଲ ଶର୍ମା‌। ଶୁକ୍ରବାର ଭୋର ୪ଟାରେ ତାଙ୍କର ପଙ୍ଖାରେ ଝୁଲୁଥିବାର ମୃତଦେହ ଉଦ୍ଧାର କରାଯାଇଥିଲା । ସେଜଲ ଶର୍ମା ଷ୍ଟାର ପ୍ଲସରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ 'ଦିଲ୍ ତୋ ହାପି…
ଅଧିକ ଖବର ଦେଖନ୍ତୁ...

ଜାତୀୟ-ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମ ଭୂଷଣ

ଭୁବନେଶ୍ୱର: ଜାତୀୟ-ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ପ୍ରଫେସର ମନୋଜ ଦାସଙ୍କୁ ଭାରତ ସରକାର ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିବା ଲାଗି ମନୋନୀତ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସାହିତ୍ୟ ଏବଂ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ମୋଦୀ ଓ ଯୋଗୀଙ୍କ ଚିତ୍ର ଆଙ୍କିବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ସ୍ୱାମୀ ଦେଲେ ତିନ ତଲାକ୍‌ର ଧମକ

ବାଲିୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଫଟୋ ଚିତ୍ର ଆଙ୍କିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଚିତ୍ର ଆଙ୍କିବା ହେତୁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଧଳା ଜହର ବ୍ୟବସାୟୀ ଗିରଫ

ଭଦ୍ରକ: ପୁଣି ବ୍ରାଉନସୁଗାର ଜବତ ହୋଇଛି। ଭଦ୍ରକ ଜିଲ୍ଲାର ବଙ୍କସାହିସ୍ଥିତ ଜିଲ୍ଲା ସ୍କୁଲ ନିକଟରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଧଳା ଜହର ବ୍ୟବସାୟରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

୧୦ ଓଡ଼ିଆ ପାଇବେ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ:  ଆସନ୍ତାକାଲି ସାରା ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ଆଜି ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମ ପୁରସ୍କାର ଘୋଷିତ : ସୁଷମା ସ୍ୱରାଜ, ଅରୁଣ ଜେଟଲି, ଜର୍ଜ ଫର୍ଣ୍ଣାଡେସଙ୍କ ସମେତ ୭ ଜଣ ପାଇବେ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସରକାର ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସେମାନେ ହେଲେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ବେପାରୀଙ୍କ ଲାଗି ସମୟ ଭଲ। ରବିବାର: ମନର କଥା ବନ୍ଧୁଙ୍କୁ କହିବେ। ସୋମ ଓ ମଙ୍ଗଳବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ବୁଧ, ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

ଜମିରେ ସାପ ସହିତ ଲଢ଼ି ମାଲିକର ଜୀବନ ବଞ୍ଚାଇଲା କୁକୁର

ନୂଆଦିଲ୍ଲୀ: କଥାରେ ଅଛି କୁକୁର ମନୁଷ୍ୟର ସବୁଠାରୁ ଭଲ ବନ୍ଧୁ। କୁକୁର ନିଜ ମାଲିକର ଋଣ ସୁଝିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏଭଳି ଏକ ଘଟଣା ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣା: ଠିକାଦାର ସମେତ ୪ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ପୁଲିସ ଠିକାଦାର ସମେତ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଠିକାଦାର ଦିଲୀପ କନଷ୍ଟ୍ରସନ ମୁଖ୍ୟ ଦିଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅପ୍‌ ଇଣ୍ଡିଆର ଏଜିଏମ୍‌ ଆଶିଷ ସରକାରଙ୍କୁ ଗିରଫ କରିଛି। ସେହିପରି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

କୋରୋନାଭାଇରସ୍‌ର ଅନ୍ତୁଡ଼ିଶାଳ ଉହ୍ବାନ ସହରରେ ଫସି ରହିଛନ୍ତି ୩୦୦ ଭାରତୀୟ, ଦେଶକୁ ପଠାଇବାକୁ ଅନୁରୋଧ କଲେ ଭାରତ…

ନୂଆଦିଲ୍ଲୀ: କୋରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହ୍ବାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯାଇଛି।ଚୀନ ସରକାର ଏହି  କଟକଣା ଲଗାଇବା ପରେ ଅନେକ ଭାରତୀୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।  କାରଣ ୨୫୦ରୁ ୩୦୦ ଭାରତୀୟ ସେହି ସହରରେ ରହିଥିବା ବେଳେ ସେମାନେ…
ଅଧିକ ଖବର ଦେଖନ୍ତୁ...