Daily Archives

January 26, 2020

ମୋଦୀଙ୍କୁ ଫୋନ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ

ନୂଆଦିଲ୍ଲୀ :    ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଉପସାଗରୀୟ ଅଞ୍ଚଳରେ  ଉତ୍ତେଜନା ଚାଲିଥିବାବେଳେ ଦୁଇ ନେତାଙ୍କ ଏହି ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି । ନେତନ୍ୟାହୁ ଭାରତର ୭୧ତମ ଗଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ପୁଅର ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମା’, କାରଣ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ମହିଳା ନିଜ ପୁଅକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏବେ ଦୁଇଟି ଶବ ଜବତ କରିଥିବା ବେଳେ ମୃତଦେହ ପାଖରୁ କୌଣସି ସୁଇସାଇଡ୍ ନୋଟ୍ ପୁଲିସକୁ ମିଳି ନାହିଁ। ତେବେ କେଉଁ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର?

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଡାକ୍ତରଖାନାରେ ମାଗଣାରେ କରାଗଲା ଯୁବକଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର

କୋପ୍ପାଲ: ଗଙ୍ଗାବତୀ‌ରେ ଥିବା ତାଲୁକ ଡାକ୍ତରଖାନାରେ ଜଣେ ଯୁବକଙ୍କ ମାଗଣାରେ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇଛି। ଯୁବକଙ୍କ ନାଁ ହୋସାକେରାପ୍ପା ବୋଲି ଜଣା ପଡ଼ିଥିବା ବେଳେ ସେ ବଲ୍ଲାରୀ ଜିଲ୍ଲାର ନେଲ୍ଲୋଡି ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ତେବେ ଅସ୍ତ୍ରୋପଚାରଟି ଆୟୁଷ୍ମାନ ଭାରତ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବାଇକ୍ ଚଳାଇ ଚଳାଇ ଗ‌ାଧୋଉଥିଲେ ଦୁଇ ଯୁବକ, ଭିଡିଓ ଭାଇରାଲ ପରେ ଜରିମାନା ଲଗାଇଲା ପୁଲିସ

ନୂଆଦିଲ୍ଲୀ: ଭିଏତନାମରେ ଦୁଇ ଯୁବକ କରିଥିବା କାମ ଏବେ ସେମାନଙ୍କୁ ଭାରି ପଡ଼ିଛି। ମନୋରଞ୍ଜନ ପାଇଁ ଦୁହେଁ ଗାଡ଼ିରେ ପାଣି ବାଲଟୀ ରଖି କେଶକୁ ସଫା କରିବା ସହ ଗାଧୋଉଥିଲେ। ଏହି ସମୟରେ ଜଣେ ଯୁବକ ଗାଡ଼ି ଆଗରେ ବସି ଗାଡ଼ି ଚଳାଉଥିବା ବେଳେ ମଝିରେ ବାଲଟୀ ରଖାଯିବା ସହ ପ‌ଛରେ ଆଉ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ମୁଁ ମୁସଲିମ୍, ମୋ ପତ୍ନୀ ହିନ୍ଦୁ ଏବଂ ମୋ ପିଲାମାନେ ଭାରତୀୟ; ଏଭଳି କହି ପ୍ରଶଂସକଙ୍କ ହୃଦୟ ଜିିତିଲେ ଶାହାରୁଖ୍…

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରରେ ରଖି ପରିବାର ସହ ସମୟ ବିତାଉଛନ୍ତି। ପ୍ରାୟ ବର୍ଷେ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖି ନଥିବା ବେଳେ ଏ ପର୍ଯ୍ୟନ୍ତ ସେ ନିଜର ଆଗାମୀ ଫିଲ୍ମର ଘୋଷଣା କରିନାହାନ୍ତି। ଫିଲ୍ମ ନ କଲେ ମଧ୍ୟ ଅନେକ ରିୟାଲିଟି…
ଅଧିକ ଖବର ଦେଖନ୍ତୁ...

ରୋକିପାରିଲାନି କର୍କଟ ରୋଗ: ଦୀର୍ଘ ୨୦ବର୍ଷ ହେଲାଣି ରୋଗୀଙ୍କୁ ମାଗଣାରେ ଖାଇବା ଯୋଗାଇ ଆସୁଥିବା ୮୫ବର୍ଷୀୟ…

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ୮୫ବର୍ଷୀୟ ଜଗଦିଶ ଲାଲ୍ ଆହୁଜାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ନେଇ ଗତକାଲି ଘୋଷଣା କରାଯିବା ପରେ ଏବେ ତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ଼ରେ ଫଳ ବିକିବାଠାରୁ ଆରମ୍ଭ କରି ପାଖକୁ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସେଜଲଙ୍କ ଆତ୍ମହତ୍ୟାକୁ ନେଇ ବନ୍ଧୁଙ୍କ ବଡ଼ ଖୁଲାସା: ତାଙ୍କ ବାପାଙ୍କ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି

ନୂଆଦିଲ୍ଲୀ: ଶୁକ୍ରବାର ନିଜ ବାସଭବନରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ଧାରାବାହିକ ଅଭିନେତ୍ରୀ ସେଜଲ ଶର୍ମା‌। ଶୁକ୍ରବାର ଭୋର ୪ଟାରେ ତାଙ୍କର ପଙ୍ଖାରେ ଝୁଲୁଥିବାର ମୃତଦେହ ଉଦ୍ଧାର କରାଯାଇଥିଲା । ସେଜଲ ଶର୍ମା ଷ୍ଟାର ପ୍ଲସରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ ‘ଦିଲ୍ ତୋ ହାପି…
ଅଧିକ ଖବର ଦେଖନ୍ତୁ...

୨୮ରୁ ତିନି ଦିନିଆ ପଦୋନ୍ନତି ଅଦାଲତ, ୨୨୭୩ ଆବେଦନକାରୀଙ୍କ ନାମ ତାଲିକାଭୁକ୍ତ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ଠାରୁ ପଦୋନ୍ନତି ଅଦାଲତ ବସିବ। ତିନି ଦିନିଆ ଏହି ଅଦାଲତ ଜାନୁଆରି ୩୧ରେ ଶେଷ ହେବ। ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇ ନଥିବା ଅଧିକାରୀମାନେ ପଦୋନ୍ନତି ଅଦାଲତରେ ପକ୍ଷ ରଖିପାରିବେ। ଏପର୍ଯ୍ୟନ୍ତ ୨୨୭୩ ଆବେଦନକାରୀଙ୍କ ନାମ ତାଲିକାଭୁକ୍ତ ହୋଇସାରିଛି। ବାକି…
ଅଧିକ ଖବର ଦେଖନ୍ତୁ...

କେରଳ: କୋରୋନା ଭାଇରସ୍‌ ଲକ୍ଷଣ ନେଇ ଚୀନର ଉହ୍ବାନ ସହରରୁ ଫେରିଥିବା ୭ ଜଣଙ୍କୁ ହସ୍ପିଟାଲ୍‌ର ପୃଥକ ୱାର୍ଡରେ…

ତରୁବନନ୍ତପୁରମ୍‌: କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ନେଇ ଚୀନର ଉହ୍ବାନ ସହରରୁ ଫେରିଥିବା ୭ ଜଣଙ୍କୁ କେରଳର  ବିଭିନ୍ନ ହସ୍ପିଟାଲ୍‌ର ପୃଥକ ୱାର୍ଡରେ ରଖାଯାଇଛି। ଉହ୍ବାନରୁ ଫେରିଥିବା ଏହି ଲୋକମାନଙ୍କ ଭିତରେ କୋରୋନା ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...