Daily Archives

January 26, 2020

ୟୁରୋପୀୟ ସଂସଦରେ ଭାରତୀୟ ନାଗରିକତା ଆଇନ ଉପରେ ବିତର୍କ ହେବ

ଲଣ୍ଡନ : ଭାରତୀୟ ନାଗରିକତା ଆଇନର ତାତି ୟୁରୋପରେ ପହଞ୍ଚିଛି । ୟୁରୋପୀୟ ସଂସଦରେ ଏ ସଂପର୍କରେ ବିତର୍କ ପାଇଁ କେତେକ ୟୁରୋପୀୟ ବାମ ଦଳ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ୟୁରୋପୀୟ ମିଳିତ ବାମଦଳ, ନର୍ଡିକ ଗ୍ରୀନ ଲେପ୍ଟ ଗ୍ରୁପ ପକ୍ଷରୁ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ସର୍ଜିଲ ଇମାମର ଆଉ ଏକ ଉତ୍ତେଜକ ଭିଡ଼ିଓ, ଦେଶଦ୍ରୋହ ମାମଲା ରୁଜ୍ଜୁ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ସାହିନବାଗ ଆନ୍ଦୋଳନରେ ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିରୁଦ୍ଧରେ ଦିଲ୍ଲୀ ପୁଲିସ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି । ଏହା ପରେ ବିହାରରେ ଥିବା ସର୍ଜିଲର ଘରେ ଦିଲ୍ଲୀ ଓ ବିହାର ପୁଲିସ ପକ୍ଷରୁ ମିଳିତ ଚଢଉ କରାଯାଇଛି । ଏହି ଚଢଉ ବେଳେ ତାହାର…
ଅଧିକ ଖବର ଦେଖନ୍ତୁ...

ଅଭିନବ ଉପାୟରେ ମୋଦୀଙ୍କୁ କଂଗ୍ରେସର ସମାଲୋଚନା : ଆମାଜନ ମାଧ୍ୟରେ ଭାରତୀୟ ସମ୍ବିଧାନ ପଠାଇଲା

ନୂଆଦିଲ୍ଲୀ : ଦେଶ ଆଜି ୭୧ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ୭୦ ବର୍ଷ ତଳେ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ସ୍ୱାଧୀନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏଣୁ ଏହି ଦିବସ ଭାରତୀୟ ଗଣତନ୍ତ୍ର ପାଇଁ ବେଶ ମହତ୍ତ୍ୱ ରଖେ । ତେବେ ଆଜି ଭାରତୀୟ ସମ୍ବିଧାନକୁ ନେଇ ଏକ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ: ଭାରତ-ପାକ୍‌ ମଧ୍ୟରେ ଏବର୍ଷ ୱାଘା-ଅଟାରୀ ସୀମାରେ ହେଲାନି ମିଠା ଦିଆନିଆ

ନୂଆଦିଲ୍ଳୀ: ସୀମାରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଭାରତ-ପାକିସ୍ତାନ ମିଠା ଦିଆନିଆ ପ୍ରଥା ଏବର୍ଷ ଗଣତନ୍ତ୍ର ଦିବସରେ ହୋଇନାହିଁ। ଅଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ଦେଇନଥିବା ସୂଚନା ରହିଛି। ଶନିବାର ବିଏସ୍‌ଏଫ୍‌ ପକ୍ଷରୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ ପାଇଁ ସତର୍କତା: ଓଡ଼ିଶା ସରକାର ଜାରି କଲେ ଟ୍ରୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା ‘କରୋନାଭାଇରସ’ ପାଇଁ ଓଡ଼ିଶା ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଏଥି ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଟୋଲ ଫ୍ରି ନମ୍ବରଗୁଡ଼ିକ ହେଲା ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭। କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା…
ଅଧିକ ଖବର ଦେଖନ୍ତୁ...

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଅଚାନକ ଗସ୍ତ କଲେ ୫-ଟି ସଚିବ, ଅଧ ଘଣ୍ଟା ରହି କଲେ ସମୀକ୍ଷା

ସାକ୍ଷୀଗୋପାଳ: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ୫-ଟି ସଚିବ ଭୁବନେଶ୍ୱରରୁ ଅଚାନକ ଗସ୍ତ କରି ସୁଆଣ୍ଡୋ ପହଞ୍ଚିଥିଲେ। ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ନାକରେ ଗାଉଛନ୍ତି ବୋଲି ମିଳୁଥିବା ସମାଲୋଚନାକୁ କିପରି ଗ୍ରହଣ କରନ୍ତି ହିମେଶ?

ମୁମ୍ବାଇ: ୨୦୦୬ ମସିହାରେ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିବା ହିମେଶ ରେସମିୟା ଅନେକ ସମୟରେ ନାକରେ ଗାଉଥିବା ନେଇ ଶ୍ରୋତାମାନେ ସମାଲୋଚନା କରିଥିବାର ଦେଖିବାକୁ ମିଳେ। ନିକଟରେ ଏକ ସାକ୍ଷାତ୍‌କାରରେ ହିମେଶ ସ୍ବୀକାର କରିଛନ୍ତି ଯେ ଶ୍ରୋତାମାନେ ତାଙ୍କୁ ନାକରେ ଗାଉଛନ୍ତି ବୋଲି କହିଲେ…
ଅଧିକ ଖବର ଦେଖନ୍ତୁ...

ବର୍ଷର ପ୍ରଥମ ‘ମନ କୀ ବାତ୍‌’ : ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦୀ

ନୂଆଦିଲ୍ଲୀ : ରବିବାର ସଂଧ୍ୟାରେ ୨୦୨୦ର ପ୍ରଥମ ତଥା ୬୧ ତମ ‘ମନ କୀ ବାତ’ ପ୍ରସାରିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ ସଂରକ୍ଷଣ, ଖେଲୋ ଇଣ୍ଡିଆ ଆଦି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ପୂର୍ବରୁ ‘ମନ କି ବାତ’ କାର୍ଯ୍ୟକ୍ରମ ଦିନ ୧୧ଟା ବେଳେ ଆକାଶବାଣୀରେ ପ୍ରସାରିତ…
ଅଧିକ ଖବର ଦେଖନ୍ତୁ...

‘କରୋନା ଭାଇରସ’ ମୁକାବିଲା ପାଇଁ ଝାରସୁୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ପ୍ରକୋଷ୍ଠ

ଝାରସୁଗୁଡ଼ା: ଚୀନରୁ ବ୍ୟାପିଥିବା ‘କରୋନାଭାଇରସ’ ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ଗଣମାଧ୍ୟମକୁ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସାବଧାନ! ଖରାପ ହୋଇପାରେ ଆପଣଙ୍କ କିଡ୍‌ନି

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ କିଡନି । ଶରୀରର ସନ୍ତୁଳନ ରଖିବା କାମ କିଡନି ହିଁ କରିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ…
ଅଧିକ ଖବର ଦେଖନ୍ତୁ...