Daily Archives

January 27, 2020

ଗଣତନ୍ତ୍ର ଦିବସରେ ଉତ୍କଳ ଗ୍ୟାଲେରିଆ ପକ୍ଷରୁ ଓ୍ଵାକାଥନ ଆୟୋଜିତ

ଭୁବନେଶ୍ୱର : ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରମୁଖ ସପିଂ ମଲ୍ ଉତ୍କଳ ଗ୍ୟାଲେରିଆରେ ଏକ ୫ କିଲୋମିଟର ଲମ୍ବ ମାରାଥନ-ୟୁନିଟ ଓ୍ଵାକାଥନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍କଳ ଗ୍ୟାଲେରିଆ, ସୋ ଆମ ଆଇ (ସାଇ) ଫାଉଣ୍ଡେସନ ଟ୍ରଷ୍ଟ ଓ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ : ସ୍ଥିତିର ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : ଚୀନରେ ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ପ୍ରଦୀପ କୁମାର ସିହ୍ନା ସୋମବାରଦିନ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଶ୍ରମ, ପ୍ରତିରକ୍ଷା ଓ ସୂଚନା ଏବଂ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ କମ କରିବା ପରିବର୍ତ୍ତେ ଏହି ସବୁ ଜିନିଷକୁ ଆଘ୍ରାଣ କରି ଓଜନ କମ କରନ୍ତୁ

ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଖାଦ୍ୟ କମ୍‌ କରିବା ଆରମ୍ଭ କରିଥାନ୍ତି । କିନ୍ତୁ ଏବେ ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷକୁ ଆଘ୍ରାଣ କରି ଆପଣ ଓଜନ କମାଇ ପାରିବେ । ଆସନ୍ତୁ ଜାଣିବା କେମିତି। ଯେତେବେଳେ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ କରାଯାଏ,…
ଅଧିକ ଖବର ଦେଖନ୍ତୁ...

ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ବାରଣ କରିବାରୁ ମହିଳାଙ୍କ ମୁହଁକୁ ଛେପ ପକାଇବା ସହ ଗଳା ଚିପିବାକୁ ଉଦ୍ୟମ କଲା କ୍ୟାବ୍…

ବେଙ୍ଗାଲୁରୁ: ବେଙ୍ଗାଲୁରୁର ବେଲ୍ଲାନ୍ଦୁର ଅଞ୍ଚଳରେ ଜଣେ ୩୦ବର୍ଷୀୟା ମହିଳାଙ୍କ ସହ ଜଣେ କ୍ୟାବ୍ ଚାଳକ ଅସଦାଚରଣ କରିଥିବା ନେଇ ସୂଚନା ମିଳିଛି। ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ମନା କରିବାରୁ ମହିଳାଙ୍କ ମୁହଁକୁ ଛେପ ପକାଇବା ସହ ଗଳା ଚିପିବାକୁ ଚେଷ୍ଟା କରିଥିଲା କ୍ୟାବ୍ ଚାଳକ। ଘଟଣାଟି ଗତ…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା ଜାଣି ଆଶ୍ଚର୍ଯ୍ୟ ହେଲେ ଲୋକେ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଓ ନିର୍ଦ୍ଦେଶକ କରଣ ଜୋହରଙ୍କୁ ଦୃଷ୍ଟିକୁ ନେଲେ ସେ ଦୁହିଁଙ୍କ ଭିତରେ ଏକ ତିକ୍ତ ସଂପର୍କ ରହିଛି ବୋଲି ଦେଖିବାକୁ ମିଳେ। କାରଣ ହେଉଛି ଥରେ କଙ୍ଗନା କରଣଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’କୁ ଆସି କରଣ ପ୍ରିୟାପ୍ରୀତିତୋଷଣ କରୁଥିବା କହି ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ବାଘ ସାମ୍ନାକୁ ଆସିବା ଦେଖି ମରିଯିବାର ନାଟକ କଲେ ଯୁବକ, ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ମୁମ୍ବାଇ: ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ସେଠାରୁ ‌ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ହରାଇବା ପରେ ରାସ୍ତାରେ ଥିବ‌ା ଖାଲ ଭରିବା ଆରମ୍ଭ କରିଛନ୍ତି ବାପା

ଫରିଦାବାଦ୍: ହରିଆଣାର ଜଣେ ଯୁବକ ଏବେ ନିଜ ଅଞ୍ଚଳରେ ଥିବା ରାସ୍ତାର ଖାଲକୁ ଭରିବା ଆରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାରର ଭିଡିଓ ଦେଖି ସେଥିରୁ ଶିଖିବା ସହ ଫରିଦାବାଦରେ ରହୁଥିବା ମନୋଜ ଏବେ ରାସ୍ତାରେ ଥିବା ଖାଲର ମାରାମତି କରୁଛନ୍ତି। ତେବେ ପ୍ରଥମେ ତାଙ୍କର ଏଭଳି କରିବା ପଛର କାରଣ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ : ଏଟିଏମରେ ଭର୍ତ୍ତିହେବାକୁ ଯାଉଥିବା ଟଙ୍କା ଲୁଟ

ଭଦ୍ରକ : ଟାଟା ଇଣ୍ଡିକ୍ୟାସ୍‌ ଏଟିଏମକୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଯାଉଥିବାବେଳେ ୪ ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଗୋବିନ୍ଦପୁର-ଚୁଡ଼ାକୁଟି ରାସ୍ତାରେ ଲୁଟ ହୋଇଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ସୂଚନା ଅନୁସାରେ କମ୍ପାନିର କର୍ମଚାରୀ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଯାଇ ଏଟିଏମରେ…
ଅଧିକ ଖବର ଦେଖନ୍ତୁ...

୮ବର୍ଷ ପୂର୍ବର ଭବିଷ୍ୟବାଣୀ ସତ ‌ହେଲା ! ବାସ୍କେଟ ବଲ୍‌ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ ହେଲିକପ୍ଟର…

ନୂଆଦିଲ୍ଲୀ: ରବିବାର ଦିନ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ବାସ୍କେଟ ବଲ୍‌ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପାହଡ଼ରେ ଧକ୍କା ଖାଇ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩…
ଅଧିକ ଖବର ଦେଖନ୍ତୁ...

୧୯୩ କିଲୋରୁ ୮୬କିଲୋର ଯାତ୍ରା, ଏହି ବାଟ ଆପଣାଇ ପତଳା ହୋଇଗଲେ ଦୁନିଆର ସବୁଠାରୁ ମୋଟା ବ‌ାଳକ ଆର୍ଯ୍ୟା

ନୂଆଦିଲ୍ଲୀ: ଏକ ସମୟରେ ଦୁନିଆର ସବୁଠାରୁ ମୋଟା ବାଳକ ଭାବେ ଚର୍ଚ୍ଚିତ ହୋଇଥିବା ଆର୍ଯ୍ୟା ପରମାର ଏବେ ନିଜର ଓଜନ କମ କରିସାରିଛନ୍ତି। ପ୍ରଥମେ ତାଙ୍କର ଓଜନ ୧୯୩ କିଲୋ ଥିବା ବେଳେ ଏବେ ତାଙ୍କର ଓଜନ ୮୬କିଲୋରେ ପହଞ୍ଚିଥିବା ଜଣାପଡ଼ିଛି। ପରାମାରଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ…
ଅଧିକ ଖବର ଦେଖନ୍ତୁ...