Daily Archives

January 27, 2020

ବାର୍ଡ ଫ୍ଲୁର ଲକ୍ଷଣ କ’ଣ, ଆସନ୍ତୁ ଜାଣିବା

ଭୁବନେଶ୍ବର: ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ କୁକୁଡାଙ୍କର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ-ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ନେଲା ଉଗ୍ରରୂପ; ସର୍ତ୍ତରେ ଖିଲାପ ହେଲେ ସମର୍ଥନ ପ୍ରତ୍ୟାହାର…

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା- ଏନ୍‌ସିପି- କଂଗ୍ରେସ ମେଣ୍ଟ ସରକାର ଶାସନ କ୍ଷମତାରେ ଶହେ ଦିନ ପୂରଣ କରୁ କରୁ କଂଗ୍ରେସ ଓ ଶିବସେନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି କନ୍ଦଳ। କିଛି ଦିନ ତଳୁ କେତେକ ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଆମେରିକା ସେନାର ଥିଲା, ତାଲିବାନର ଦାବି

କାବୁଲ : ସୋମବାରଦିନ ଆଫଗାନିସ୍ତାନର ଗଜନି ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଆମେରିକାର ସେନାବାହିନୀର ଏକ ବିମାନ ବୋଲି ତାଲିବାନ ସ୍ପଷ୍ଟ କରିଛି । ଗଜନି ଅଞ୍ଚଳର ଜଣେ ସାମ୍ବାଦିକ ତାରିକ ଗଜନିଓ୍ଵାଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବିମାନଟି ଜଳିଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମଉଜ ମଜଲିସ ପାଇଁ ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ପକ୍ଷ…
ଅଧିକ ଖବର ଦେଖନ୍ତୁ...

ବାର୍ଡ ଫ୍ଲୁ ଆତଙ୍କ: ଆସନ୍ତାକାଲିଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଆସନ୍ତାକାଲିଠାରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ କରାଯିବ ବୋଲି ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ, ପୂରା ନନ୍ଦନକାନନ ବନ୍ଦ ହେବ ନାହିଁ…
ଅଧିକ ଖବର ଦେଖନ୍ତୁ...

ଏକାମ୍ର ଯୋଜନା ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସମସ୍ତ ଜମି ଶ୍ରୀଲିଙ୍ଗରାଜଙ୍କ ନାମରେ…

ଭୁବନେଶ୍ୱର: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅଧିଗୃହୀତ ସମସ୍ତ ଜମି ଲିଙ୍ଗରାଜ…
ଅଧିକ ଖବର ଦେଖନ୍ତୁ...

ଦେଶର ଚତୁର୍ଥ ରାଜ୍ୟ ଭାବେ ପଶ୍ଚିମବଙ୍ଗ ବିଧାନସଭାରେ ସିଏଏକୁ ବିରୋଧ କରି ପାରିତ ହେଲା ପ୍ରସ୍ତାବ

କୋଲକାତା: ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇ ଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ଆଜି ପାରିତ ହୋଇ ଯାଇଥିବା ପ୍ରସ୍ତାବରେ ନାଗରିକତା…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ପ୍ରଭାବ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ୬୦ ଡଲାର ତଳକୁ ଖସିଲା

ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ କବଳିତ କରିବାକୁ ବସିଲାଣି । ଏହା ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି । ଏହା ଫଳରେ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିରେ ଚାଲିଥିବା ମାନ୍ଦାବସ୍ଥା ଆହୁରି ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ସପ୍ତମ ଶ୍ରେଣୀର ଝିଅ ପେଟରୁ ବାହାରିଲା ଅଧା କିଲୋ କେଶ ସହ ଅନେକ ସମ୍ପୋ ପାଉଚ୍ ! କାହିଁକି ଏସବୁକୁ ଖାଉଥିଲା ସିଏ?

କୋଏମ୍ବାଟୁର୍‌: ତାମିଲ୍‌ନାଡୁର କୋଏମ୍ବାଟୁର୍‌ରେ ଜଣେ ୧୩ ବର୍ଷୀୟା ଝିଅ ପେଟରୁ ଏକ ହସ୍ପିଟାଲ୍‌ର ଡାକ୍ତରମାନେ ପ୍ରାୟ ଅଧା କିଲୋ ଓଜନର କେଶ ଓ ସାମ୍ପୋ ଜରି ବାହାର କରିଛନ୍ତି। ସପ୍ତମ ‌ଶ୍ରେଣୀ‌ରେ ପାଠ ପଢୁଥିବା ଏହି ଝିଅଟିର ପେଟରେ ଲଗାତାର ଯନ୍ତ୍ରଣା ହେବା ପରେ ଗତ କିଛି ମାସ ତଳେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ! ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଭୁବନେଶ୍ବରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଭଳି ଚାଞ୍ଚଲ୍ୟକର ଖବର ମିଳିଛି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...