Daily Archives

January 29, 2020

ଧରପଗଡ଼ ସତ୍ତ୍ୱେ କନ୍ଧମାଳରୁ କମୁନି ଗଂଜେଇ ଚାଲାଣ, କାରରୁ ୩୫ କିଲୋ ଜବତ,୨ ଆନ୍ତଃଜିଲ୍ଲା ଅଭିଯୁକ୍ତ ଗିରଫ

ଫୁଲବାଣୀ: ଗଂଜେଇ ଚାଷ ହେଉ କି ଚାଲାଣ। ଏହାକୁ ରୋକିବା ନିମନ୍ତେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଚାଲିଛି। ପ୍ରତିବର୍ଷ ନଭେମ୍ବରଠାରୁ ଡିସେମ୍ବର ପର୍ଯ୍ୟନ୍ତ ଗଂଜେଇ ଗଛ କଟା ହେଉଛି। ଆଉ ବର୍ଷ ତମାମ ଧରପଗଡ ଜାରି ରହିଛି। ତାସତ୍ତ୍ୱେ କନ୍ଧମାଳରେ ଗଂଜେଇ ଚାଷ ଓ ଚାଲାଣ କମୁନି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ମସଜିଦରେ ମୁସଲିମ ମହିଳାଙ୍କ ପ୍ରବେଶ ନେଇ ଇସ୍ଲାମୀୟ ଧର୍ମଗ୍ରନ୍ଥରେ କୌଣସି କଟକଣା ନାହିଁ : ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ : ଇସ୍ଲାମିକ ଧର୍ମଗ୍ରନ୍ଥଗୁଡ଼ିକ ମହିଳାମାନଙ୍କୁ ମସଜିଦରେ ପ୍ରବେଶକୁ ବାରଣ କରିନାହାନ୍ତି । ଏଣୁ ମସଜିଦକୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ଫତଓ୍ଵା ଜାରି କରାଯାଉଛି ତାହାକୁ ଗୁରୁତ୍ୱ ନଦେବାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏକ…
ଅଧିକ ଖବର ଦେଖନ୍ତୁ...

ଧନିଆ ପତ୍ର ଖାଇ ଦୂର କରନ୍ତୁ ଏହି ୪ଟି ରୋଗ

ମନୁଷ୍ୟକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥି ପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର। ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଫୋନ୍‌ରୁ ଆଉ ୨ ଦିନ ଭିତରେ ବନ୍ଦ ହୋଇଯିବ ହ୍ବାଟ୍‌ସଆପ୍‌

ନୂଆଦିଲ୍ଳୀ: ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଖୁବ୍ କମ୍‌ ବର୍ଷ ଭିତରେ ଅନେକ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ସବୁଠାରୁ ଲୋକପ୍ରିୟ ଏହି ମେସେଜିଂ ଆପ୍‌ ଆସନ୍ତା ମାସଠାରୁ କେତେକ ଫୋନ୍‌ରେ ଆଉ କାମ କରିବ ନାହିଁ। ଏହି ଜାନୁଆରି ମାସ ପରେ ନିର୍ଦ୍ଦିଷ୍ଟ କେତୋଟି ଆଇଫୋନ୍‌ ଓ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣର ଅଭିଯୋଗ ଆଣିବା ପରେ ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବାର ଧମକ ଦେଲେ କୋରିଓଗ୍ରାଫର ଗଣେଶ…

ମୁମ୍ବାଇ: ଜଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାକୁ ରୋକିବା ସହ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବାର ଅଭିଯୋଗ କରିବା ସହ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ ତାଙ୍କୁ ପର୍ଣ୍ଣ ଭିଡିଓ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମସ୍‌ଜିଦ୍‌ରେ ନମାଜପାଠ କରିପାରିବେ ମୁସଲମାନ୍‌ ମହିଳା: ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଭାରତୀୟ ମୁସଲମାନ ମହିଳାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି। ମସ୍‌ଜିଦ୍‌ରେ ମୁସଲମାନ୍‌ ମହିଳାମାନେ ନମାଜ ପାଠ କରିପାରିବେ ବୋଲି ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କୁ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଜଣାଇଛି କି ଧର୍ମ…
ଅଧିକ ଖବର ଦେଖନ୍ତୁ...

ଟ୍ୟୁସନରୁ ଫେରୁଥିବା ବେଳେ ବାଳକର ଗୋଡ଼କୁ କାମୁଡ଼ି ଧରିଲା ପିଟବୁଲ କୁକୁର, ଭିଡିଓରେ ଦେଖନ୍ତୁ ୧୫ମିନିଟ୍ ପର୍ଯ୍ୟନ୍ତ…

ଜଲନ୍ଧର: ପଞ୍ଜାବର ଜଲନ୍ଧରରୁ ଏକ ହୃଦୟ ଥରାଇଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଏକ କୁକୁର ଜଣେ ବାଳକର ଗୋଡ଼କୁ କାମୁଡ଼ି ଧରିଥିବା ଦେଖାଯାଇଛି। ଉପସ୍ଥିତ ଲୋକେ ବାଳକକୁ ବଞ୍ଚାଇବାକୁ ଯାଇ ଇଟା, ବାଲଟି, ପାଣି ମାଡ଼ କରିବା ସହ ବାଡ଼ି‌ରେ ବାଡ଼ାଇ ଥିଲେ ମଧ୍ୟ କୁକୁରଟି ବାଳକର…
ଅଧିକ ଖବର ଦେଖନ୍ତୁ...

ଜାଣିଶୁଣି ସଂକ୍ରମିତ କରାଇବା ପାଇଁ ସୁସ୍ଥ ଲୋକ ଉପରକୁ ଛେପ ପକାଉଛନ୍ତି କରୋନାଭାଇରସ୍ ଆକ୍ରାନ୍ତ ରୋଗୀ !

ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା କରୋନା ଭାଇରାସକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୩,୦୦୦ରୁ ଅଧିକ ଲୋକ ଏହି ଭାଇରସ ସଂକ୍ରମଣର ଶିକାର ହୋଇ ସାରିଲେଣି। ପରିସ୍ଥିତିର ମୁକାବିଲା ପାଇଁ ଚୀନ୍ ସରକାର ଡାକ୍ତରଖାନା ନିର୍ମାଣରେ ଲାଗିଥିବା ବେଳେ ଏକ ଆଶ୍ଚର୍ଯ୍ୟ କଲା ଭଳି…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଲା ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡ ଭାଙ୍ଗିଛି। ପୁରୁଣା ଟ୍ରଷ୍ଟ ବୋର୍ଡକୁ ଭାଙ୍ଗି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡକୁ ଦେବୋତ୍ତର କମିସନ ଗଠନ କରିଥିବା ଜଣାପଡ଼ିଛି। ନୂତନ ଟ୍ରଷ୍ଟ ବୋର୍ଡରେ ଖୋର୍ଦ୍ଧା ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ବାଇକର ନମ୍ବର ପ୍ଲେଟରେ ଲେଖାଥିଲା ଖାନ୍ ସାବ୍, ଫଟୋ ଭାଇରାଲ ପରେ ଗୀତ ଲେଖି ଏଭଳି ଉପଦେଶ ଦେଲେ ଟ୍ରାଫିକ ପୁଲିସ

ପୁଣେ: ମହାରାଷ୍ଟ୍ରର ପୁଣେ ପୁଲିସ ନିଜର ଏକ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଛି। ପୂର୍ବରୁ ମଧ୍ୟ ଟୁଇଟ୍ ମାଧ୍ୟମରେ ଲୋକଙ୍କୁ ନିୟମ ମାନିବା ଶିଖାଉଥିବା ପୁଣେ ପୁଲିସ ଏବେ ଜଣେ ଯୁବକଙ୍କୁ ହେଲମେଟ୍ ପିନ୍ଧିବା ନେଇ ଉପଦେଶ ଦେଇଛନ୍ତି। କିନ୍ତୁ ଯୁବକଙ୍କୁ ଅଟକ ରଖି ବା ତାଙ୍କଠାରୁ ଜରିମାନା ଆଦାୟ…
ଅଧିକ ଖବର ଦେଖନ୍ତୁ...