Daily Archives

January 29, 2020

କରୋନାଭାଇରସ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ୨ ଦିନରେ ୧,୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ତିଆରି କଲା ଚୀନ୍

ନୂଆଦିଲ୍ଲୀ:  ଚୀନ୍‌ରେ କରୋନାଭାଇରସ୍‌ରେ ୧୦୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୦୦୦ରୁ ଅଧିକ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ‌ଦିନ ମୃତକଙ୍କ ସଂଖ୍ୟା ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ତାଲିକାରୁ ବାଦ ପଡ଼ିଥିଲେ ବି ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦଙ୍କ ଉପରେ ନିର୍ବାଚନ କମିଶନଙ୍କ ଲଗାମ ଲାଗିଛି । ବିଜେପିର ତାରକା ପ୍ରଚାର ତାଲିକାକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ନାଁ ହଟାଇବା ପାଇଁ ନିର୍ବାଚନ କମିଶନ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ବଡ ଭାଇକୁ ପ୍ରତିଶୋଧ ନେବାକୁ ଆସି ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର ଉପାନ୍ତ କାଦମଲ୍ଲୀ ଗ୍ରାମରେ ଆଜି ସଂଧ୍ୟା ସମୟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବଡଭାଇକୁ ପ୍ରତିଶୋଧ ନେବା ପାଇଁ ସାନଭାଇ ଆସିଥିଲା। ତେବେ ଅନ୍ୟ ଜଣେ ଯୁବକ ସାନ ଭାଇକୁ ଶାନ୍ତ କରିବା ପାଇଁ ଉଦ୍ୟମ କରିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା-ମୁମ୍ବାଇ ବିମାନ ସେବା

ଝାରସୁଗୁଡ଼ା: ମୁମ୍ବାଇକୁ ଝାରସୁଗୁଡ଼ାରୁ ବିମାନ ଉଡ଼ିବ। ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ରାୟପୁର, ଭୁବନେଶ୍ୱର ବିମାନ ସେବା ଚାଲୁଥିବା ବେଳେ ଆସନ୍ତା ୩୧ ତାରିଖ ଠାରୁ…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ ଅଧିନକୁ ଆସିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗକୁ ‘ମୋ ସରକାର’ ଅଧିନକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଏଥି ପାଇଁ ପ୍ରସ୍ତୁତି ଚାଲିଛି। ପୂର୍ବରୁ ସବୁ ଜିଲ୍ଲାର ସଦର ମହକୁମାରେ ଥିବା ମୁଖ୍ୟ ପୁଲିସ କାର୍ଯ୍ୟାଳୟ, ଗୃହ ଓ ନଗର ଉନ୍ନୟନ, କୃଷି,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୈବାହିକ ଜୀବନରେ ମତଭେଦ ହୋଇପାରେ। ମାନସିକ ଶାନ୍ତି ଲାଗି ଆଧୢାତ୍ମିକତା ଦିଗରେ ମନ ଲଗାନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଘର ସଜାଇବାରେ ମନ ଲାଗିବ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବ। ପ୍ରେମରେ ସଫଳ ହେବେ। ମିଥୁନ: ମନରେ…
ଅଧିକ ଖବର ଦେଖନ୍ତୁ...

ମ୍ୟାନ୍ ଭର୍ସେସ ୱାଇଲ୍ଡ : ଭାଇରାଲ୍‌ ହେଲା ବେୟର୍ ଗ୍ରିଲ୍ସଙ୍କ ସହ ରଜନୀକାନ୍ତଙ୍କ ପ୍ରଥମ ଫଟୋ

ମୁମ୍ବାଇ: ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ରେ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ସୋ’ର ଆଗାମୀ ଏପିସୋଡରେ ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ । ଗତକାଲି ରଜନୀକାନ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତର ବିରୋଧ ସତ୍ତ୍ୱେ ୟୁରୋପୀୟ ସଂସଦରେ ସିଏଏ ଉପରେ ବିତର୍କ ହେବ

ବ୍ରସେଲ୍ସ : ଭାରତର ତୀବ୍ର ବିରୋଧ ସତ୍ତ୍ୱେ ୟୁରୋପୀୟ ସଂସଦ ନାଗରିକତା(ସଂଶୋଧନ) ଆଇନ ବା ସିଏଏ ଉପରେ ବିତର୍କ କରିବ । ଏହା ସହିତ ଏ ସଂପର୍କିତ ଏକ ସଂକଳ୍ପ ଉପରେ ଭୋଟ ମଧ୍ୟ ହେବ । ତେବେ ୟୁରୋପୀୟ ସଂଘ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛି । ୟୁରୋପୀୟ ସଂଘ ପକ୍ଷରୁ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

୧ ଟଙ୍କାରେ ମିଳିବ ୧ ଜିବି ଡାଟା, ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ନୂଆ କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲ ଟାରିଫ ମୂଲ୍ୟ ବଢାଇବା ପୂର୍ବରୁ ରିଲାଏନ୍ସ ଜିଓ ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା | ରିଲାଏନ୍ସ ଜିଓ ଲଂଚ ହେବା ପରେ ଲୋଭନୀୟ ଅଫର ଦେଇ ଅନ୍ୟ ଟେଲିକମ କମ୍ପାନୀଙ୍କ ପାଖରୁ ବହୁ ସଂଖ୍ୟାରେ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ମଧ୍ୟ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ କଲା ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ଆଜି ଅପରାହ୍ଣରେ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ ଫାଶୀ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...