Daily Archives

January 30, 2020

ଅସଦାଚରଣର ଅଭିଯୋଗ ଆସିବା ପରେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବା ଦାବି କଲେ ତନୁଶ୍ରୀ

ନୂଆଦିଲ୍ଲୀ: ଜଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାରୁ ରୋକିବା ଓ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବା, ପର୍ଣ୍ଣ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବା ଆଦି ଅଭିଯୋଗ ଆଣିଥିଲେ ମହିଳା। ଏବେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଶବାନା ଆଜମୀଙ୍କ ଜୀବନ ବଞ୍ଚାଇଥିବା ଯବାନଙ୍କୁ ମିଳିଲା ସାହସିକତା ପୁରସ୍କାର

ମୁମ୍ବାଇ: ଜାନୁଆରି ୧୮ ତାରିଖରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଯବାନଙ୍କୁ ଏବେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ମହାରାଷ୍ଟ୍ର ସିକ୍ୟୁରିଟି ଫୋର୍ସରେ କାମ କରୁଥିବା ବିବେକାନନ୍ଦ ଅନୀଲ…
ଅଧିକ ଖବର ଦେଖନ୍ତୁ...

ଜଏଣ୍ଟ ପେନ୍‌କୁ ସପ୍ତାହେ ମଧ୍ୟରେ ଦୂର କରିବା ପାଇଁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

ଜଏଣ୍ଟ ପେନ୍‌ ଏକ ଏମିତି ସମସ୍ୟା ଯାହା ସବୁ ବର୍ଷର ଲୋକମାନଙ୍କୁ ହୋଇଥାଏ। ଆଗରୁ ଏଭଳି ରୋଗ କେବଳ ବୟସ୍କ ଲୋକମାନଙ୍କୁ ହେଉଥିବା ବେଳେ ଏବେ କମ ବୟସ୍କ ଲୋକମାନଙ୍କ ମଧ୍ୟରେ ଏହି ରୋଗ ଦେଖା ଦେଉଛି। ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ଶରୀରରେ ୟୁରିକ୍‌ ଏସିଡ୍ ବଢ଼ିବା। ଶରୀରରେ ଏହାର ମାତ୍ରା…
ଅଧିକ ଖବର ଦେଖନ୍ତୁ...

କ୍ଷୀର ପ୍ୟାକେଟ ପଇସା ଦେବାକୁ ଡ଼ାକି ନାବାଳିକା ସହ ୧୦ଦିନ ଧରି ଦୁଷ୍କର୍ମ କରୁଥିଲା ୩୬ବର୍ଷୀୟ ଅଭିଯୁକ୍ତ, ଗିରଫ କଲା…

ହାଇଦ୍ରାବାଦ୍: ୧୦ଦିନ ଧରି ୧୩ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଏକ ୩୬ବର୍ଷୀୟ ଯୁବକକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କ ମାତା-ପିତାଙ୍କଠାରୁ କିଣୁଥିବା କ୍ଷୀର ପ୍ୟାକେଟର ଟଙ୍କା ଦେବାକୁ ଡ଼ାକିି ଦୁଷ୍କର୍ମ ଭଳି ଅପରାଧ କରୁଥିଲା। ୧୦ଦିନ ଏଭଳି କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଧାମନଗରରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ପୂର୍ବରୁ ବିବାଦ, ଭାଙ୍ଗିଲା ନାମଫଳକ, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଡିଇଓ ଅଟକ

ଭଦ୍ରକ: ଧାମନଗର ବ୍ଲକରେ ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଶୁକ୍ରବାର (୨୦୨୦ ଜାନୁଆରି ୩୧)ରେ ଉଦ୍‌ଘାଟନ ହେବା ପୂର୍ବରୁ ଏଠାରେ ବିବାଦ ଦେଖାଯାଇଛି। ଉତ୍ତେଜିତ ଲୋକେ ନାମଫଳକ ଭାଙ୍ଗି ଦେଇଛନ୍ତି। ନାମଫଳକରେ ସ୍ଥାନୀୟ ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁସେଠୀଙ୍କ ନାମ ତଳକୁ…
ଅଧିକ ଖବର ଦେଖନ୍ତୁ...

ତୁଷ‌ାରପାତ ହୋଇ ରାସ୍ତା ବନ୍ଦ ହେବା ପରେ ଗାଡ଼ି ଛାଡ଼ି ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର

ଡେରାଡୁନ: ଜାନୁଆରି ମାସ ଶେଷ ହେବାକୁ ବସିିଥିବା ବେଳେ ଉତ୍ତର ଭାରତରେ ଏବେ ବି ଲୋକେ ଶୀତ ସହ ମୁକାବିଲା କରୁଛନ୍ତି। ତାପମାତ୍ରା କମ୍ ରହିବା ସହ କିଛି କିଛି ସ୍ଥାନରେ ଏବେ ତୁଷାରପାତ ମଧ୍ୟ ହେଉଛି। ଏହାଦ୍ବାରା ଜନଜୀବନ ବାଧାପ୍ରାପ୍ତ ହେବା ସହ ବ୍ୟବସାୟରେ ଲୋକଙ୍କୁୁ କ୍ଷତି ସହିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସର ସଂକ୍ରମଣ ରୋକିବା ପାଇଁ ଘର ବାହାରେ ଲୁହା ଚେନ୍ ପକାଇ ଲୋକଙ୍କୁ ଘରେ ବନ୍ଦୀ କରି ରଖୁଛନ୍ତି ଚୀନ୍…

ନୂଆଦିଲ୍ଲୀ: ସାରା ବିଶ୍ବ ପାଇଁ ଏବେ ଚିନ୍ତାର କାରଣ ପାଲଟିଥିବା କରୋନାଭାଇରସ ଧିରେ ଧିରେ ଲୋକଙ୍କୁ ନିଜ କବଳକୁ ନେବାରେ ଲାଗିଛି। ଏ ନେଇ ‌କୌଣସି ଉପଚାର ସାମ୍ନାକୁ ଆସି ନଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୭୦ଜଣ ଲୋକ କରୋନାଭାଇରସର ଶିକାର ହୋଇ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ନେତା ଅନମୋଲର ଘନିଷ୍ଠ ସହଯୋଗୀ ପୋଗା ସୁରିନ୍‌ ରାଉରକେଲା ଏସ୍‌ପିଙ୍କ ନିକଟରେ କଲା ଆତ୍ମସମର୍ପଣ

ରାଉରକେଲା: ଦୁର୍ବଳ ହେଉଛି ମାଓଗଡ଼। ବିଭିନ୍ନ କାରଣରୁ ଜଣେ ପରେ ଜଣେ ସଦସ୍ୟ ନକ୍ସଲ ସଙ୍ଗଠନ ଛାଡି ସାମଜର ମୁଖ୍ୟସୋତ୍ରରେ ସାମିଲ ହେଉଛନ୍ତି। ରାଉରକେଲା ଏସ୍‌ପିି ଓ ସିଆରପିଏଫ୍‌ର କମାଣ୍ଡାଣ୍ଟଙ୍କ ନିକଟରେ ଝାଡ଼ଖଣ୍ଡ ଛୋଟନାଗରା ଥାନା ଅନ୍ତର୍ଗତ ସୋନାପି ଗାଁର ପୋଗା ସୁରିନ୍‌ ଓରଫ ସୁମନ୍‌…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ପାଇଁ ମାସ୍କର ଚାହିଦା ବଢ଼ୁଥିବା ଦେଖି ଦାମ୍ ବଢ଼ାଇବା ମହଙ୍ଗା ପଡ଼ିଲା, ଔଷଧ ଦୋକାନୀ ଉପରେ ଲାଗିଲା ୩…

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୭୦ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ୭,୭୦୦ରୁ ଊର୍ଦ୍ଧ୍ବ ଲୋକ‌େ ସଂକ୍ରମିତ ହୋଇ ସାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...