Daily Archives

January 30, 2020

ଭାଲୁ କାମୁଡ଼ାରେ ମୃତ ବ୍ୟକ୍ତିର ପରିବାର ଲୋକଙ୍କୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା ରାଶି

ଡାବୁଗାଁ: ଭାଲୁ କାମୁଡ଼ାରେ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମର ନରସିଂହ ଜାନିଙ୍କ ପରିବାର ଲୋକଙ୍କୁ ବନ ବିଭାଗ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନବରଙ୍ଗପୁର ବନ ଖଣ୍ଡ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ: ସିଏଏ ଓ ଏନଆରସିକୁ ବିରୋଧ କରି ରାଜଧାନୀରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ବର: ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ। ଆଜି ସିଏଏକୁ ନେଇ ରାଜଧାନୀରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୁରୀରେ ସିିଏଏ ସମର୍ଥନରେ ଶୋଭାଯାତ୍ରା କରିଛି ବିଜେପି। ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଭୁବନେଶ୍ବର ରାମମନ୍ଦିରରୁ କଂଗ୍ରେସ ଭବନ ଦେଇ ଲୋୟର ପିଏମଜି…
ଅଧିକ ଖବର ଦେଖନ୍ତୁ...

ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ଥିବା ଅଭିଯୋଗ କରି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ…

କେନ୍ଦ୍ରାପଡ଼ା: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ପୈଠ କରି ନ ଥିବା ଅଭିଯୋଗରେ ବଳଦେବ ଆଡ୍ ମିଡିଆ ନାମକ ଏକ କମ୍ପାନି ଅଭିନେତା ତଥା ସାଂସଦ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ସେନାର ନିଯୁକ୍ତି ବିଜ୍ଞାପନ : ମେହେନ୍ତର ପଦବୀ କେବଳ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ

ନୂଆଦିଲ୍ଲୀ : କିଛିଦିନ ତଳେ ଦିଲ୍ଲୀରେ ଅନୁଷ୍ଠିତ ଏକ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପାକିସ୍ତାନ ଓ ଅନ୍ୟ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଦୃଷ୍ଟିରୁ ଭାରତରେ ନାଗରିକତା ଆଇନ ଅଣାଯାଇଛି । ବିଶେଷକରି ପାକିସ୍ତାନରେ ସଂଖ୍ୟାଲଘୁ…
ଅଧିକ ଖବର ଦେଖନ୍ତୁ...

ଜାମିଆ ଛାତ୍ରଙ୍କ ରାଲିରେ ଗୁଳି ଚାଳନା ପରେ ମୋଦୀ ଓ ଶାହାଙ୍କୁ ଟାର୍ଗେଟ କଲେ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ଆଜି ବିରୋଧ ପ୍ରଦର୍ଶନ ସମୟରେ ଦିନ ଦ୍ୱିପ୍ରହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ବିରୋଧ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

‘ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନିଷ୍ପତ୍ତି ସଂପର୍କରେ ଫେବ୍ରୁଆରି ୧୧ରେ ଘୋଷଣା କରିବି’; ଜେଡି(ୟୁ)ରୁ ବହିଷ୍କୃତ ନେତା…

ନୂଆଦିଲ୍ଲୀ: ‘ମୁଁ ଆଗାମୀ ଭବିଷ୍ୟତରେ ଗ୍ରହଣ କରିବାକୁ ଥିବା କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସଂପର୍କରେ ଆସନ୍ତା ଫେବ୍ରୁଆରି ୧୧ ତାରଖରେ ଘୋଷଣା କରିବି। ଆଉ ପାଟନାରେ ହିଁ କରିବି’ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ଜେଡି(ୟୁ)ରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ପ୍ରଶାନ୍ତ କିଶୋର।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗଛରେ ଝୁଲି ରହିଥିଲା ୧୫ଫୁଟ ଲମ୍ବାର ଅହିରାଜ, ଲୋକେ କହୁଛନ୍ତି ସାପର ବୟସ ୧୦୦ବର୍ଷ!

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପ୍ରଜାତିର ସାପ ଅଛନ୍ତି। ଏହି ସାପମାନଙ୍କ ମଧ୍ୟରୁ ସବୁଠାରୁ ବିଷଧର ସାପ ଅହିରାଜକୁ ଧରାଯାଇଥାଏ। ଅହିରାଜ ସାପମାନଙ୍କ ବିଷ ଔଷଧ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ ଅନେକ ହିନ୍ଦୁ ଅଛନ୍ତି, ଯେଉଁମାନେ କି ସାପଙ୍କୁ ପୂଜା କରିଥିବା…
ଅଧିକ ଖବର ଦେଖନ୍ତୁ...

ରଥକାଠ ଅନୁକୂଳ: ଶ୍ରୀଜିଉଙ୍କ ତିନି ରଥ ପାଇଁ ରଥଖଳାରେ ପୂଜା ହେଲା ତିନି ରଥକାଠ

ପୁରୀ: ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଆଜି ପବିତ୍ର ବସନ୍ତ ପଞ୍ଚମୀରେ ସଂପନ୍ନ ହୋଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ରାଜନଅର ପକ୍ଷରୁ ପରମ୍ପରା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ରଥକାଠକୁ ପୂଜା କରାଯାଇଛି। ଦେବୀପ୍ରସାଦ ରାଜଗୁରୁ ଓ ଅନ୍ୟମାନେ ରଥକାଠ ପୂଜାର୍ଚ୍ଚନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ର ପ୍ରତିଷେଧକ ପ୍ରସ୍ତୁତି ନିମନ୍ତେ ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି ଜାକ୍‌ ମା ପ୍ରଦାନ କଲେ ୧୦୩…

ବେଜିଂ: ସଂପ୍ରତି ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ପ୍ରତିଷେଧକ ପ୍ରସ୍ତୁତି ନିମନ୍ତେ ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି ଜାକ୍‌ ମା ବଢ଼ାଇଛନ୍ତି ସହଯୋଗର ହାତ। ବିଶ୍ୱପ୍ରସିଦ୍ଧ ଆଲିବାବା କମ୍ପାନିର ସହ ପ୍ରତିଷ୍ଠାତା ଭାବେ ଖ୍ୟାତ ତଥା ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ : ଭାରତୀୟଙ୍କୁ ଆଣିବାକୁ ୨ଟି ବିମାନ ପ୍ରସ୍ତୁତ, କିନ୍ତୁ ଚୀନର ଅନୁମତି ମିଳିବାରେ ବିଳମ୍ବ

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଏବେ ସୁଦ୍ଧା ଚୀନରେ ପ୍ରାୟ ୧୭୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରେଇସାରିଲେଣି । ଆହୁରି ପ୍ରାୟ ୭୭୧୧ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ଚୀନରେ ଥିବା ପ୍ରାୟ ୬୦୦ ଭାରତୀୟଙ୍କୁ ନେଇ ଭାରତ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...