Monthly Archives

January 2020

ଚୀନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ରକ୍ତ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ଏସ୍‌ସିବି…

ଫୁଲବାଣୀ: ଚୀନ ଫେରନ୍ତା ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି(୨୨) କରୋନା ଭାଇରସ ସନ୍ଦେହରେ ରକ୍ତ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆଜି କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କୁ ଆଜି ରାତି ସାଢ଼େ ୮ଟାରେ କନ୍ଧମାଳ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଘୁଞ୍ଚିଲା ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ; ଏବେ କେଉଁ ଦୋଷୀ ପାଖରେ କେତୋଟି ବିକଳ୍ପ ଅଛି ଜାଣନ୍ତୁ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚି ଯାଇଛି। ଆସନ୍ତାକାଲି ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲିବାର ସମୟକୁ ସମଗ୍ର ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ଏପରି କ୍ଷେତ୍ରରେ ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି କେନ୍ଦ୍ର ବଜେଟ୍ : ଓଡ଼ିଶାର ଆଶା ପୂରଣ ହେବ ତ ?

ଭୁବନେଶ୍ବର: ଆସନ୍ତାକାଲି ଆଗତ ହେବ ମୋଦୀ ସରକାରଙ୍କ ୨୦୨୦ ସାଧାରଣ ବଜେଟ୍। ଏହା ଉପରେ ଅନେକ ଆଶା ରଖିଛି ଓଡ଼ିଶା । ଓଡ଼ିଶର ରେଳବାଇର ଆୟ ତୁଳନାରେ ନିବେଶ, ଜିଏସଟି ଭରଣା ପାଇଁ କ୍ଷତିପୂରଣ, କ୍ଲିନ୍ ଏନର୍ଜି ସେସ୍, କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅର୍ଥ ପରିମାଣ  ବୃଦ୍ଧି ଏବଂ ନୂଆ ଯୋଜନା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁରେ ଗିରଫ ହୋଇଥିବା ୩ ଜଣଙ୍କ ଭିତରୁ ଜଣେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସଂଶ୍ଲିଷ୍ଟ ଆତଙ୍କବାଦୀର ଭାଇ !

ଶ୍ରୀନଗର: ଶୁକ୍ରବାର ପୂର୍ବାହ୍ନରେ ଜମ୍ମୁ ଉପକଣ୍ଠସ୍ଥିତ ନଗ୍ରୋତା ଅଞ୍ଚଳର ଏକ ଟୋଲ୍‌ ପ୍ଲାଜା ପାଖରେ ଆତଙ୍କବାଦୀ ଓ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଥିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ହେଲ୍‌ପର ହୋଇଥିବା ବେଳେ ଆଉ ଜଣେ ଥିଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ପୂରା ଲାଗି ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁମାନଙ୍କ ସହ ଭଲ ସମୟ ଅତିବାହିତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: ନୂଆ କ୍ୟାରିଅର ପାଇଁ ସୁଯୋଗ ମିଳିପାରେ। କୌଣସି ବିଶେଷ ବିଷୟରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି! ଭୋ ଭୋ ହୋଇ କାନ୍ଦି ଉଠିଲେ ନିର୍ଭୟାଙ୍କ ମାଆ ଆଶା ଦେବୀ

ନୂଆଦିଲ୍ଳୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି! ଗୋଟାଏ ପରେ ଗୋଟାଏ ତାରିଖ ଧାର୍ଯ୍ୟ ହୋଇ ମଧ୍ୟ ଫାଶୀ ଖୁଣ୍ଟ ପାଖକୁ ଯାଇପାରୁ ନାହାନ୍ତି ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ୪ ଦୋଷୀ। ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ ଏହି ୪ ନରପିଚାଶ। ହେଲେ ଠିକ୍ ପୂର୍ବଦିନ ସଂଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ବହିରେ ମଲାଟ ମଡ଼େଇ ନ ଥିବାରୁ ମାଡ଼ ମାରିବା ସହ ପାଣିଟାଙ୍କିରେ ଛାତ୍ରକୁ ଫିଙ୍ଗି ଦେଲେ ଶିକ୍ଷକ

ବୁନ୍ଦି: ରାଜସ୍ଥାନର ବୁନ୍ଦିରେ ଜଣେ ୭ବର୍ଷର ଦିବ୍ୟାଙ୍ଗ ଶିଶୁକୁ ଜଣେ ଶ୍ରେଣୀ ଶିକ୍ଷକ ଅତି ନିଷ୍ଠୁର ଭାବେ ମାଡ଼ ମାରିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଶିକ୍ଷକ ଜଣକ ଶିଶୁକୁ ମାଡ଼ ମାରିବା ସହିତ ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି। ପୀଡ଼ିତ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ପଡ଼ିଆରେ ପରେଡ୍‌ ଚାଲିଥିବା ବେଳେ କିଭଳି ପୁଲିସ କର୍ମଚାରୀଙ୍କ ପଛ ପଟୁ ଧକ୍କା ଦେଉଛି ହନୁମାଙ୍କଡ଼

ନୂଆଦିଲ୍ଲୀ: କିଛିଦିନ ତଳେ ମାଙ୍କଡ଼ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଉତ୍ତରପ୍ରଦେଶର ଶାହଜହାନପୁରର ଗ୍ରାମବାସୀମାନେ ଭାଲୁ ଭଳି ପୋଷାକ ପିନ୍ଧିଥିବାର ଫଟୋ ସାମ୍ନାକୁ ଆସିଥିଲା। ତେବେ ଏହି ମାଙ୍କଡ଼କୁ ନେଇ ଆଉ ଏକ ଭିଡିଓ ଟୁଇଟରେ ଭାଇରାଲ୍‌ ହେବାରେ ଲାଗିଛି। ଜାନୁଆରି ୩୧ରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଳୀରେ ରେ‌ଷ୍ଟୁରାଣ୍ଟ ଖୋଲିବାଠାରୁ ବନ୍ଧୁକ କିଣିବା ସହଜ : ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ବି ସୁବ୍ରମଣ୍ୟମ୍ ଶୁକ୍ରବାର ନିଜର ମତ ରଖି କହିଛନ୍ତି ଯେ ଭାରତ ବିଶ୍ବ ବ୍ୟାଙ୍କ୍‌ର ଡୁଇଂ ବିଜିନେସ୍‌ ରାଙ୍କିଂ ( ବ୍ୟବସାୟ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୫ ପୂର୍ବରୁ ବକେୟା ବିଲ୍‌ ନ ଦେଲେ ବ୍ରହ୍ମପୁରରେ ବିଦ୍ୟୁତ କାଟିବ ସାଉଥ୍‌କୋ

ଭୁବନେଶ୍ୱର: ବ୍ରହ୍ମପୁର ସହରରେ ଲକ୍ଷାଧିକ ଉପଭୋକ୍ତା ବିଦ୍ୟୁତ ବିଲ୍‌ ପୈଠ କରି ନାହାନ୍ତି। ବିଦ୍ୟୁତ୍‌ ବିଲ୍‌ ନିର୍ଦ୍ଧାରିତ ସମୟରେ ପୈଠ କରିବାକୁ ସାଉଥ୍‌କୋ ଆଜି ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି। ସାଉଥ୍‌କୋ ପକ୍ଷରୁ କୁହାଯାଇଛି କି ଫେବ୍ରୁଆରି ୧୫ ପୂର୍ବରୁ ବକେୟା ବିଲ ନଦେଲେ ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...