Monthly Archives

February 2020

ମା’ ଭଦ୍ରକାଳୀଙ୍କ ପୀଠକୁ ୧ କୋଟିର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସେବାୟତ

ଭଦ୍ରକ: ଭଦ୍ରକର ଆରାଧ୍ୟ ଦେବୀ ମା’ଭଦ୍ରକାଳୀ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏଥି ପାଇଁ କାଳୀ ମନ୍ଦିରର ସେବାୟତମାନେ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ…
ଅଧିକ ଖବର ଦେଖନ୍ତୁ...

ଅଧିବର୍ଷରେ ୭ ଶିଶୁଙ୍କ ଜନ୍ମ, ଖୁସିରେ ଆତ୍ମବିଭୋର ପରିବାର

ଜୟପୁର: ଆଜି ଲିପ୍‌ ଇୟର ବା ଅଧିବର୍ଷ। ପ୍ରତି ଚାରିବର୍ଷକୁ ଥରେ ଆଜିର ଦିନରେ ଆସେ ଏହି ଦିନ। ହେଲେ ଆଜିର ଦିନକୁ କିଏ କେଉଁ ପ୍ରକାରରେ ମନାନ୍ତି। ସକାଳୁ ସକାଳୁ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି କାହାର ଜନ୍ମ ଦିନ ତ ପୁଣି କାହାର ବିବାହ ବାର୍ଷିକକୁ ନେଇ ଶୁଭେଚ୍ଛା। ଏହାରି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଚିକେନ ଖାଇବା ଦ୍ୱାରା ଦୂର ହେବ ଏହି ସମସ୍ୟା

ଅନେକ ଲୋକ ନିଜ ମିଲରେ ଚିକେନ ସାମିଲ କରିବାକୁ ଖୁବ ଭଲ ପାଆନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଉଭୟ ଓଜନ ବଢାଇବା…
ଅଧିକ ଖବର ଦେଖନ୍ତୁ...

ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଛି ‘ଡୁ ୟୁ ଲଭ ମି’

ମୁମ୍ବାଇ: ରିଲିଜ ଅପେକ୍ଷାରେ ଆକ୍ସନ ଡ୍ରାମା ଫିଲ୍ମ ବାଗୀ ଥ୍ରୀ । ବାଗୀ ସିରିଜର ଏହି ୨ୟ ସିକ୍ୱେଲକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।ଦୁଇ ଦିନ ତଳେ ଫିଲ୍ମର ନୂଆ ଗୀତ ଡୁ ୟୁ ଲଭ ମି ରିଲିଜ ହୋଇଥିଲା । ଯେଉଁଥିରେ ଦିଶା ପଟାନି ଓ ଟାଇଗର ସର୍ଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା | ଏବେ ଏହି ଗୀତଟି…
ଅଧିକ ଖବର ଦେଖନ୍ତୁ...

ଅମିତାଭଙ୍କୁ ଏୟାରପୋଡ ଗିଫ୍ଟ ଦେଇ କେମିତି ବ୍ୟବହାର ହେବ ଶିଖାଇଲେ ରଣବୀର

ମୁମ୍ବାଇ: ଜୋରସୋରରେ ଆଗେଇଚାଲିଛି ଫିଲ୍ମ 'ବ୍ରହ୍ମାସ୍ତ୍ର' ର ସୁଟିଂ | ଏହି ସମୟର ଏମିତି ଏକ ଫଟୋକୁ ଅମିତାଭ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଯାହାକି ଏବେ ଭାଇରଲ ହେବାରେ ଲାଗିଛି | ଏହି ଫଟୋରେ ରଣବୀର ଅମିତାଭଙ୍କୁ ଏକ ଏୟାରପୋଡ ଉପହାର ଭାବେ ଦେଇଛନ୍ତି | ଅମିତାଭ ଏହାକୁ କିଭଳି ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଫୋନଟିଏ ଦେଲେ, ସେଲ୍ଫିଟିଏ ଦିଅନ୍ତୁ: ମୋଦୀଙ୍କ ସହ ଫଟୋ ନେଲେ ଦୃଷ୍ଟିହୀନ ଯୁବକ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଦିନିକିଆ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ହାଇୱେର ଶିଳାନ୍ୟାସ କରିଛନ୍ତି | ପ୍ରଧାନମନ୍ତ୍ରୀ ଏହି ଅବସରରେ ଦିବ୍ୟାଙ୍ଗଙ୍କୁ ମୋବାଇଲ ଫୋନ ମଧ୍ୟ ବଣ୍ଟନ କରିଛନ୍ତି | ତେବେ ଆଜି ସଭାମଞ୍ଚରେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ସ୍ପଞ୍ଜ ଆଇରନ କାରଖାନା ଡକାୟତି ଘଟଣା: ୧୦ ଡକାୟତ ଗିରଫ

ରାଉରକେଲା: ସ୍ପଞ୍ଜ ଆଇରନ କାରଖାନା ଡକାୟତି ଘଟଣାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଆଜି ୧୦ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତମାନେ ହେଲେ କଲୁଙ୍ଗା ଓରାମ ବସ୍ତିର ରାମ ଓରଫ୍‌ ରାମାରିଓ ବିଲୁଙ୍ଗ, ସେକ୍ଟର-୮ର ରିଆ ଓରଫ ରଣଜିତ୍‌ କୁମାର ମୁର୍ମୁ, ରାଜା ଓରଫ ଡି. କ୍ରିଷ୍ଣା,…
ଅଧିକ ଖବର ଦେଖନ୍ତୁ...

ଅପରେସନ ରୋମିଓ: କଲେଜ ଛାତ୍ରୀଙ୍କୁ ଟଣାଓଟରା କରୁଥିବାରୁ ୫୦ ଯୁବକଙ୍କୁ ଉଠାଇନେଲା ପୁଲିସ

ଜୟପୁର: ରାଜସ୍ଥାନର ଜୟପୁର ପୁଲିସ ଦ୍ୱାରା କରାଯାଇଥିବା ଅପରେସନ ରୋମିଓ ଯୋଗୁଁ ୫୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି | ଏହି ଯୁବକମାନେ କଲେଜରେ ପାଠ ପଢ଼ୁଥିବା ଛାତ୍ରୀ ଓ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ରହିଛି | ମହିଳା ମହାବିଦ୍ୟାଳୟ ଓ ସ୍କୁଲ ପାଖରେ ଏହି…
ଅଧିକ ଖବର ଦେଖନ୍ତୁ...

ଏଲଆଣ୍ଡଟି କମ୍ପାନୀକୁ ଦିଆଯାଇପାରେ ରାମ ମନ୍ଦିର ନିର୍ମାଣର ଦାୟିତ୍ୱ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣକୁ ନେଇ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ କେଉଁ କମ୍ପାନୀ ଏହାକୁ ନିର୍ମାଣ କରିବା ତାହାକୁ ନେଇ ବିଚାରବିମର୍ଶ ଚାଲିଛି | କୁହାଯାଉଛି ଲାରସନ ଏଣ୍ଡ ଟରବୋ ବା ଏଲଆଣ୍ଡଟିକୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ମିଳିପାରେ | ଅଯୋଧ୍ୟା…
ଅଧିକ ଖବର ଦେଖନ୍ତୁ...

ଗାଁ ସ୍କୁଲରୁ କାଲିଫର୍ଣ୍ଣିଆ ଯାତ୍ରା, ‘ୟାହୁ.ଇନ’ ର ନିର୍ଦ୍ଦେଶକ ହେଲେ ଭାରତୀୟ ଯୁବକ

ଗୋରଖପୁର: ଭାରତୀୟ ଯୁବକଙ୍କୁ ମିଳିଲା ବଡ଼ ଦାୟିତ୍ୱ | ବିଶ୍ୱର ଏକ ପ୍ରମୁଖ ସଫ୍ଟୱେୟାର କମ୍ପାନୀ ୟାହୁ ଡଟ ଇନର ନିର୍ଦ୍ଦେଶକ ଭାବେ ଉତ୍ତରପ୍ରଦେଶ ଗୋରଖପୁରର ଯୁବକ ମୋହିତ ଗୋୟଙ୍କାଙ୍କୁ ଦାୟିତ୍ୱ ମିଳିଛି | ଗୋରଖପୁରର ସାହେବଗଂଜରେ ମୋହିତଙ୍କ ଘର ଥିବାବେଳେ ତାଙ୍କ ବାପା କିସାନ କୋୟଙ୍କ ଜଣେ…
ଅଧିକ ଖବର ଦେଖନ୍ତୁ...