ମାସେ ହେଲା ଅଣ୍ଡା ପାଉ ନାହାନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ, ଭାତ-ଡାଲିରେ ଚଳୁଛି ବୁଧବାର ଓ ଶୁକ୍ରବାର
କୋରାପୁଟ: ଥରେ ନୁହେଁ କି ସପ୍ତାହେ ନୁହଁ। ମାସେ ହେଲା ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ନାହାନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ଜିଲ୍ଲାର ପ୍ରାୟ ୩୭୦ଟି ବିଦ୍ୟାଳୟର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବିନା ଅଣ୍ଡାରେ ଚାଲିଛି। ପୁଣି ଏକଥା କେହି ଜାଣି ନାହାନ୍ତି ତାହା ବି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...