Daily Archives

February 1, 2020

ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କ ଅଜବ ବୟାନ: ଗୋମୂୂତ୍ର ଓ ଗୋବର ଦ୍ବାରା ରୋକିହେବ କରୋନାଭାଇରସର ସଂକ୍ରମଣ

ନୂଆଦିଲ୍ଲୀ: ଚୀନର ଉହାନ୍ ସହରରୁ ଉତ୍ପତି ହୋଇଥିବା କରୋନାଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ। ଦିନକୁ ଦିନ ଏହି ଭାଇରାସ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏ ପର୍ଯ୍ୟନ୍ତ ୨୫୯ଜଣ ଲୋକ ଏହା ଦ୍ବାରା ଆକ୍ରାନ୍ତ ହୋଇ  ମୃତ୍ୟୁବରଣ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ପ୍ରଥମ ଥର ଜୈବ-ଇନ୍ଧନରେ ଉଡ଼ିଲା

ନୂଆଦିଲ୍ଲୀ: ଜୈବ-ଇନ୍ଧନ ବ୍ୟବହାର କରି ବିମାନ ଉଡାଣ ପରୀକ୍ଷାମୂଳକ ଭାବେ ସଫଳ ହୋଇଛି।  ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନ ୧୦ ପ୍ରତିଶତ ଭାରତୀୟ ଜୈବ-ଇନ୍ଧନ ବ୍ୟବହାର କରି  ଲେହର ସବୁଠାରୁ ଉଚ୍ଚତାରେ ଥିବା କୁଶୋକ ବିମାନ ବନ୍ଦରରୁ ସଫଳ ଉଡାଣ କରିଛି। ଏ ସଂକ୍ରାନ୍ତରେ  ଶନିବାର…
ଅଧିକ ଖବର ଦେଖନ୍ତୁ...

୨ ଘଣ୍ଟା ୩୯ ମିନିଟ୍‌ ଦୀର୍ଘ ବଜେଟ୍‌ ଅଭିଭାଷଣ ଦେଇ ସର୍ବକାଳୀନ ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସଂସଦୀୟ ଇତିହାସରେ ସବୁଠୁ ଲମ୍ବା ବଜେଟ୍ ଭାଷଣ ଦେଇ ଏକ  ସର୍ବକାଳୀନ ରେକର୍ଡ କରିଛନ୍ତି। ନୂଆ ଦଶକର ପ୍ରଥମ ବଜେଟ୍‌ ଭାଷଣରେ ଏକ ନୂଆ କୀର୍ତ୍ତିମାନ୍ ସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିରବଚ୍ଛିନ୍ନ ଭାବରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସର୍ବନିମ୍ନ ବିବାହ ବୟସର ସୀମା ବଢ଼ାଇବେ କି ସରକାର ? ବଜେଟ୍‌ରେ ସୂଚନା ଦେଲେ ସୀତାରମଣ

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଛନ୍ତି।  ସ୍ବାଧୀନ ଭାରତରେ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ। କେନ୍ଦ୍ର ବଜେଟ୍‌ ୨୦୨୦-୨୧ରେ  ମହିଳା, ଶିଶୁ, ବରି‌‌‌ଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଆଦି ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ମନ ପ୍ରସନ୍ନ ରହିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ଆୟବ୍ୟୟର ସନ୍ତୁଳନ ବଜାୟ ରହିବ। ଶନିବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ମନ ମସ୍ତିଷ୍କର ବୋଝ ହାଲୁକା ହେବ।…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନିଆ ଗସ୍ତରେ ସ୍ୱାଭିମାନ ଅଞ୍ଚଳ ବୁଲିଲେ ଡିଜିପି ଅଭୟ, ମାଓ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

ମାଲକାନଗିରି: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଦୁଇ ଦିନିଆ ଗସ୍ତରେ ସେ ପାପଲମେଟଲା ଥାନାକୁ ଅପରାହ୍ନ ୨ଟାରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ। ସେଠାରେ ସେ ଥାନା ଅଧିକାରୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଇଡଲି ଓ ଚା’ ବିକ୍ରି କରୁଥିବା ବାଳକ ଇସ୍ରୋରେ ପହଞ୍ଚିଲେ, ‘ଚନ୍ଦ୍ରଯାନ-୩’ର ନକସା ପ୍ରସ୍ତୁତ କରିବେ

ଭିଲାଇ: ଛତିଶଗଡ଼ର ଭିଲାଇ ସହରରୁ ପାଖାପାଖି ୧୦କିମି ଦୂରରେ ଥିବା ଚରୋଦାରେ ରାସ୍ତାପାର୍ଶ୍ୱରେ ଏକ ଛୋଟ ଦୋକାନରେ ଇଡଲି ଓ ଚା’ ବିକ୍ରି କରୁଥିବା ଜଣେ ବାଳକ ଇସ୍ରୋରେ ପହଞ୍ଚି ଯାଇଛନ୍ତି। ଏହି ବାଳକର ନାମ ଭରତ କୁମାର ବୋଲି ଜଣାପଡ଼ିଛି। ଭରତ କୁମାର ୨୦୨୦ ନଭେମ୍ବରରେ ମହାକାଶକୁ ପଠାଯିବାକୁ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଲରେ ମମନ୍ତୁଦ ସଡ଼କ ଦୁର୍ଘଟଣା: ମା’-ପୁଅ ମୃତ, ସ୍ୱାମୀ ଗୁରୁତର, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଦେଓବାହାଲ ଗ୍ରାମ ପାଖରେ ଆଜି ଏକ ମର୍ମନ୍ତୁୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ମହିଳାଙ୍କର ସ୍ୱାମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୦ ଦମକଳ

ନୂଆଦିଲ୍ଲୀ: ଦିଲ୍ଳୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍‌ସ)ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗି ଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଏହି…
ଅଧିକ ଖବର ଦେଖନ୍ତୁ...

ଚିକେନ୍‌ ବଦଳରେ ବିକୁଥିଲେ କାଉ ମାଂସର ବିରିୟାନି, ଦୁଇ ଗିରଫ, ୧୫୦ଟି ମଲା କାଉ ଜବତ

ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ଭାବୁଥାଇ ପାରନ୍ତି ବୋଧ ହୁଏ ବିରାୟାନି ବ୍ୟବସାୟୀ କୁକୁଡ଼ାକୁ ବାର୍ଡଫ୍ଲୁ ଆକ୍ରାନ୍ତ ହୋଇଥିବା ଭୟରେ କାଉ ମାଂସ ମିଶାଇ ଗ୍ରାହକଙ୍କୁ ଉକ୍ତ ବିରିୟାନି ବିକ୍ରି କରୁଥିଲେ। କିନ୍ତୁ ଘଟଣାଟି ସେଭଳି କିଛି ବି ନୁହେଁ। ତାମିଲନାଡୁର ରାମେଶ୍ୱରମ୍‌…
ଅଧିକ ଖବର ଦେଖନ୍ତୁ...