Daily Archives

February 2, 2020

୩୫ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ୮୦ବର୍ଷୀୟା ବୃଦ୍ଧା: ଖୁବ୍ ଶୀଘ୍ର କରିବେ ବିବାହ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା…

ନୂଆଦିଲ୍ଲୀ: ପ୍ରେମ ଅନ୍ଧ ହୋଇଥାଏ। ଅନେକ ଫିଲ୍ମରେ ଆପଣମାନେ ଏହି ଉକ୍ତିଟି ଶୁଣିଥିବେ ନିଶ୍ଚୟ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି, ସେମାନେ ନିଜ ପ୍ରେମକୁ ସଫଳ କରିବା ପାଇଁ କୌଶସି ବି ପରିସ୍ଥିତି ସହ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥାନ୍ତି। ଏହାକୁ ଏବେ ଜଣେ ପ୍ରେମୀଯୁଗଳ ସତ କରି…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମହିଳା ମୃତ,୧୮ ଗୁରୁତର

ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ନିକଟରେ ଆଜି ଅପରାହ୍ନରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଭୀମ ହାଁସଦାଙ୍କ…
ଅଧିକ ଖବର ଦେଖନ୍ତୁ...

କେଶ ରଙ୍ଗ କରିବା ଦ୍ୱାରା ଶରୀର ଉପରେ ଏହି ସବୁ ଖରାପ ପ୍ରଭାବ ପଡ଼ିଥାଏ

ଆଜିକାଲି କେଶକୁ ରଙ୍ଗ କରିବା ଅତି ସାଧାରଣ କଥା ହୋଇଗଲାଣି। ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି। କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି; ତ କିଛି ଷ୍ଟାଇଲିସ ଦେଖାଯିବା ପାଇଁ କେଶକୁ ରଙ୍ଗ କରି…
ଅଧିକ ଖବର ଦେଖନ୍ତୁ...

ବାଟରେ ଜଗି ରହିଥିଲା ଯମ: କେନାଲକୁ ଖସି ପଡ଼ିଲା ଛୁଟି କଟାଇବାକୁ ବାହାରିଥିବା ୬ଜଣ ଛାତ୍ର-ଛାତ୍ରୀଙ୍କ ଏସୟୁଭି ଗାଡ଼ି,…

ଗାଜିଆବାଦ୍: ଶନିବାର ହସ ଖୁସିରେ ଛୁଟି କଟାଇବା ପାଇଁ ବହାରିଥିଲେ ଡେରାଡୁନରେ ଥିବା ଉତ୍ତରାଞ୍ଚଳ ବିଶ୍ବବିଦ୍ୟାଳୟର ୬ଜଣ ଛାତ୍ର-ଛାତ୍ରୀ। ହେଲେ ବାଟରେ ଯମ ଜଗି ବସିଛି ବୋଲି ସେମାନଙ୍କୁ ଜଣା ନଥିଲା। ଏସୟୁଭି ଗାଡ଼ିରେ ୬ଜଣ ସାଙ୍ଗ ମଥୁରା ବାହାରିବା ପରେ ବାଟରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର…
ଅଧିକ ଖବର ଦେଖନ୍ତୁ...

ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପଡ’ର ଟ୍ରେଲର ଦେଖିବା ପରେ ଏହି ମହିଳାଙ୍କୁ ମିଳିଲା ସ୍ବାମୀର ନିର୍ଯ୍ୟାତନାକୁ…

ନୂଆଦିଲ୍ଲୀ: ଅନୁଭବ ସିହ୍ନାଙ୍କ ଫିଲ୍ମ 'ଥପଡ'ର ଟ୍ରେଲର ଗତ ଶୁକ୍ରବାର ରିଲିଜ୍ ହୋଇ ସାରିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଫିଲ୍ମର କାହାଣୀ ଓ ତାପସୀଙ୍କ ଅଭିନୟ ଏବେ ସମସ୍ତଙ୍କୁ ପସନ୍ଦ ଆସୁଥିବା ବେଳେ କାହାଣୀରୁ ଜଣେ ମହିଳାଙ୍କୁ ନିଜ ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଗସ୍ତରେ ଆସି ଏସ୍‌ଓଜି ହବ୍‌ ପରିଦର୍ଶନ କଲେ ପୁଲିସ ଡିଜି ଅଭୟ

କୋରାପୁଟ/ଜୟପୁର: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି କୋରାପୁଟ ଗସ୍ତ କରି ଏସ୍‌ଓଜି (ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌) ହବ୍‌ ପରିଦର୍ଶନ କରିଛନ୍ତି। ସେ ଏଠାରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ। ଏସ୍‌ଓଜି ଯବାନଙ୍କ ତାଲିମ କାର୍ଯ୍ୟକ୍ରମ କେମିତି ଚାଲିଛି, ସେ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ସଂକ୍ରମଣର ଶିକାର ହେବା ଭୟରେ ପାଳିତ କୁକୁର ଓ ବିଲେଇକୁ ମାରିଦେଉଛନ୍ତି ଚୀନବାସୀ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯେଉଁଭଳି ଭାବରେ ଏହା ବ୍ୟାପିବାରେ ଲାଗିଛି, ତାକୁ ଆଖି ଆଗରେ ରଖି ଏବେ ସମସ୍ତଙ୍କ ମନରେ ସଂକ୍ରମଣର ଭୟ ଦେଖିବାକୁ ମିଳୁଛି। ଯାହା ପାଇଁ ଚୀନରେ ଲୋକେ ଘରୁ କମ ବାହାରିବା ସହ ମୁହଁରେ ମାସ୍କ ଲଗାଇ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରେ ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷକ, ଅପମାନରେ ଘର ଛାଡି ଚାଲିଗଲେ ନବମ ଶ୍ରେଣୀ ଛାତ୍ର

କୋରାପୁଟ: ଶୃଙ୍ଖଳାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରାଯାଇଥିବା ଅଭିଯୋଗ ଆସିଛି। ପିଲାଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକମାନେ ଜୋର କରି ଛାତ୍ରଙ୍କ ଚୁଟି କାଟିଦେଇଛନ୍ତି। ଏହି ଅପମାନ ସହି ନ ପାରି ଛାତ୍ର ଜଣଙ୍କ ଘର ଛାଡି କୁଆଡେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁର ହୋଟେଲ ମାଲିକଙ୍କ ଦାବି: ଏହି ପିଆଜ ଖାଆନ୍ତୁ, କରୋନା ଭାଇରସଠାରୁ ଦୂରରେ ରୁହନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାର ନିରାକରଣ ଖୋଜିବାରେ ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ଧିରେ ଧିରେ ଏହା ଅନେକ ଦେଶକୁ ବ୍ୟାପୁଥିବାର ଦେଖାଯାଉଥିବା ବେଳେ ଭାରତର କେରଳରେ ଦୁଇଜଣ କରୋନା ଭାଇରସ ଦ୍ବାରା ସଂକ୍ରମଣ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବେଆଇନ୍‌ କୋରେକ୍ସ କାରବାର, ୧୦ ଗିରଫ, ୨୭୮ ବୋତଲ କୋରେକ୍ସ ଜବତ

ସମ୍ବଲପୁର: ବେଆଇନ୍‌ କୋରେକ୍ସ କାରବାର ଉପରେ ଲଗାମ୍‌ ଦେବାକୁ ସ୍ପେସାଲ ସ୍କ୍ଵାଡ୍‌ ଟାଉନ୍‌ ଥାନା ଓ ଧନୁପାଲି ପୁଲିସ୍‌ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କୋରେକ୍ସ, ଅପମିଶ୍ରିତ ସିରପ୍‌ ଓ ନିଶା ବଟିକା ଜବତ କରାଯାଇଛି। ଏହାସହିତ ୧୦ ଜଣ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...