Daily Archives

February 2, 2020

୨୩ଶିଶୁଙ୍କୁ ପଣବନ୍ଦୀ କରି ରଖିଥିବା ଅପରାଧୀର କନ୍ୟାକୁ ଆଇପିଏସ୍‌ ଅଧିକାରୀ କୋଳକୁ ନେଇ କହିଲେ, ‘ପାଠପଢ଼ାଇ ଝିଅକୁ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ସୁବାସ ବାଥମ ନାମକ ଜଣେ ଅପରାଧୀର ଝିଅକୁ ଆଇପିଏସ୍‌ ଅଧିକାରୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତେବେ ଅପରାଧୀ ସୁବାଷ ହେଉଛି ସିଏ, ଯିଏକି ଜାନୁଆରି ୩୦ ତାରିଖରେ ୨୩ଜଣ ପିଲାମାନଙ୍କୁ ନିଜ ଝିଅ ଜନ୍ମଦିନରେ ଘରକୁ…
ଅଧିକ ଖବର ଦେଖନ୍ତୁ...

୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିବା ବେଳେ ଶୋଇପଡ଼ୁଥିଲେ ଆରକେ ସିଂହ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫେବ୍ରୁଆରି ୧ ତାରିଖ ଅର୍ଥାତ ଗତକାଲି ଚଳିତ ଦଶନ୍ଧିର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ମୋଟ ୩୦ ଲକ୍ଷ ୪୨ ହଜାର ୨୩୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମଧୁର ବ୍ୟବହାରରେ ଅନ୍ୟର ହୃଦୟ ଜିଣି‌େବ। କୌଣସି କାମରୁ ଲାଭ ମିଳିବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ପ୍ରେମରେ ସତେଜତା ଅନୁଭବ କରିବେ। ବୃଷ: ନୂଆ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ଜଣାଇବେ। ପରିବାରରେ ପୁଣ୍ୟକାର୍ଯ୍ୟ ପାଇଁ ପ୍ରସ୍ତୁତି।…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ଆଗତ ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ରବିବାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଶେଷ କରି ଦିିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।  କେନ୍ଦ୍ର ଗୃହ ମନ୍ତ୍ରାଳୟର ଆବେଦନ ଉପରେ ମାମଲାର ବିଚାର କରି ରାୟକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ସଂଧ୍ୟାରେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପ୍ରବଳ ଜ୍ବର ହେବା ସହ ନିିଶ୍ବାସ ନେବାରେ ଅସୁବିଧା ହେବା ହେତୁ  ଦିଲ୍ଳୀର ସାର ଗଙ୍ଗାରାମ ହସ୍ପିଟାଲ୍‌ରେ ସୋନିଆଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

କାମ ସାରି ଘରକୁ ଫେରୁଥିଲେ ଦୁଇ ଶ୍ରମିକ, ମାଡ଼ିଗଲା ହାଓଡ଼ା-ଏର୍ନାକୁଲମ ଏକ୍ସପ୍ରେସ୍‌ ଟ୍ରେନ୍‌, ଜଳେଶ୍ୱରରେ ଶୋକରେ ଛାୟା

ଜଳେଶ୍ୱର: ଘରକୁ ଫେରିବା ପାଇଁ ଟ୍ରେନ ଧରିବାକୁ ଯାଉଥିବା ସମୟରେ ହାଓଡ଼ା ଏର୍ନାକୁଲମ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍‌ ଦୁଇ ଜଣ ବଙ୍ଗୀୟ ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାରମୁହଁ ରେଲେଓ୍ଵ ଓଭରବ୍ରିଜ୍‌ ନିକଟରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଳୀ ନିର୍ବାଚନ: କଂଗ୍ରେସ ଜାରି କଲା ଇସ୍ତହାର ପତ୍ର, ବେରୋଜଗାର ଯୁବକଙ୍କୁ ୫୦୦୦ରୁ ୭,୫୦୦ ପର୍ଯ୍ୟନ୍ତ ବେକାରି…

ନୂଆଦିଲ୍ଳୀ: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଭୋଟ୍ ପାଇଁ ଚାଲିଛି କସରତ । ନିର୍ବାଚନ ପାଇଁ ଏବେଠାରୁ ରାଜନୀତି ଉଷ୍ମ ହେବାରେ ଲାଗିଲାଣି । ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

କାଳିଜାଈ ପୀଠରୁ ଭୋଜି ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା, ୬ ଉଦ୍ଧାର, ୨ ଗୁରୁତର

ବାଲୁଗାଁ: ମରାଳ ମାଳିନୀ ଚିଲିକା ହ୍ରଦରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମା’ କାଳିଜାଈ ପୀଠରୁ ଫେରୁଥିବା ଡଙ୍ଗା ବୁଡ଼ି ଯାଇଛି। ରିପୋର୍ଟ ଲେଖାହେଲା ବେଳକୁ ୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍‌ ଓ ମତ୍ସଜୀବୀମାନେ। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ମାରାତ୍ମକ କରୋନାଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମହଙ୍ଗା ପଡ଼ିଲା; ୩ ଗିରଫ

ତିରୁବନନ୍ତପୁରମ: ମାରାତ୍ମକ କରୋନାଭାଇରସ୍‌କୁ ନେଇ ସମଗ୍ର ଦୁନିଆ ଭୟଭୀତ ଥିବା ବେଳେ ଏନେଇ କିଛି ଅସାମାଜିକଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିଥ୍ୟା ଓ ଗୁଜବ ଖବର ପ୍ରଚାର କରୁଛନ୍ତି। ଯାହାକୁ ନେଇ କୌଣସି ସତ୍ୟତା ନଥିଲେ ବି ଲୋକମାନେ ଭୟ କରି ଯାଉଛନ୍ତି। ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଗାଧୋଇବା ପାଇଁ ଗଭୀର କେନାଲକୁ ଡେଇଁପଡ଼ିଲେ କଲେଜ ଛାତ୍ର, ମୃତଦେହ ଉଦ୍ଧାର

ସମ୍ବଲପୁର: ସାଙ୍ଗମାନଙ୍କ କଥା ନ ମାନି କେନାଲରେ ଗାଧୋଇବାକୁ ଯାଇ ଆଜି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ବଲବସ୍‌ପୁର ଦେଇ ଯାଇଥିବା ଶାସନ୍‌ କେନାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଶାସନ ଥାନା ଅନ୍ତର୍ଗତ କରମଟୋଲି ଗାଁର ବସନ୍ତ ମୁଣ୍ଡାଙ୍କ…
ଅଧିକ ଖବର ଦେଖନ୍ତୁ...