Daily Archives

February 3, 2020

ମାସ୍କ ନପିନ୍ଧି ସୁପର ମାର୍କେଟରେ ପହଞ୍ଚିବାରୁ ମହିଳାଙ୍କୁ ଗିରଫ କଲା ଚୀନ୍ ପୁଲିସ

ନୂଆଦିଲ୍ଲୀ: କିଛି ଦିନ ତଳେ ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରାସ ଏବେ ୩୬୧ଜଣ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ୧୭,୨୦୫ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ସଂକ୍ରମଣକୁୁ ରୋକିବା ପାଇଁ ଚୀନ୍ ସରକାର ଉହାନ ସହରବାସୀଙ୍କୁ ବାହାରକୁ ବାହାରିବାର ଅନୁମତି ଦେଉନଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଚୀନବାସୀ ଅଜବ ଖାଦ୍ୟ ନିଶା ଯୋଗୁଁ ବିଶ୍ୱର ମାନବ ସମାଜ ପ୍ରତି ବିପଦ ବଢୁଛି

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହା ଫଳରେ ଚୀନ ଏବେ ସାରା ବିଶ୍ୱରେ ଏକରକମ ଅଛୁଆଁ ହୋଇପଡ଼ିଛି । ଅନ୍ୟପକ୍ଷରେ ଚୀନବାସୀଙ୍କ ଅଜବ ଖାଦ୍ୟଅଭ୍ୟାସ ଯୋଗୁଁ ବିଶ୍ୱର ମାନବ ସମାଜ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ପରିବାରରେ କେହି ଧୂମପାନ କରୁଛନ୍ତି କି? ଏହି ଘରୋଇ ଉପାୟ ଆପଣାଇ ଛଡ଼ାନ୍ତୁ ଅଭ୍ୟାସ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ ।…
ଅଧିକ ଖବର ଦେଖନ୍ତୁ...

ଚୁମ୍ବନ ଦେଉଥିବା ବେଳେ ପ୍ରେମିକ ଇଚ୍ଛା ପୂରା ନକରିବାରୁ ଜିଭ କାଟିଦେଲା ପ୍ରେମିକା

ନୂଆଦିଲ୍ଲୀ: ଚୁମ୍ବନ କରୁଥିବା ବେଳେ ପ୍ରେମିକାର ଇଚ୍ଛାକୁ ପୂରଣ ନକରିବା ଜଣେ ପ୍ରେମିକ ପାଇଁ କାଳ ହୋଇଛି। ଇଚ୍ଛା ପୂରଣ ନକରିବାରୁ ଏବେ ‌ପ୍ରେମିକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରେମିକାକୁ ଗିରଫ କରିଛି ପୁଲିସ। ପ୍ରେମିକା ଫ୍ରେଞ୍ଚ କିସ୍ କରିବାକୁ ମନା କରିଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ସ୍ବରା ଭାସ୍କର କହିଲେ; ଆମକୁ ଗାଳି ଦିଅ, ପାକିସ୍ତାନୀକୁ ସମ୍ମାନ…

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ନେଇ ଘୋଷଣା କରାଯିବା ପରେ ରାଜନୀତି ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନେତା ଏହାକୁ ବିରୋଧ କରିବା ସହ ଏହା ଅନୁଚିତ୍ ବୋଲି କହିଥିଲେ। ଏବେ ରାଜନେତାଙ୍କ ସହ ବଲିଉଡ୍ ଅଭିନେତ୍ରୀ ସ୍ବରା ଭ‌ାସ୍କର ସାମିଲ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଟ୍ରାଫିକ ସିଗନାଲରେ ପୁଲିସକର୍ମୀମାନଙ୍କ ପାଇଁ ତିଆରି ହେବ ୪୦ଟି ବାୟୋ ଟଏଲେଟ୍

କୋଲକାତା: ବଢ଼ୁଥିବା ଜନସଂଖ୍ୟା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ୁଛି, ଯାହାଦ୍ବାରା ରାସ୍ତାରେ ଭିଡ଼ ମଧ୍ୟ ବଢ଼ୁଥିବା ଦେଖାଯାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି କିଛି ଦୂରତାରେ ଟ୍ରାଫିକ ପୁଲିସମାନଙ୍କୁ ନିୟୋଜିତ କରାଯାଇଛି। ତେବେ ସାରା ଦିନ ଗୋଟେ ସ୍ଥାନରେ ଛିଡ଼ା ହୋଇ ନିଜର ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ଟାଇମ୍ସ ନାଓ ସର୍ଭେ : ପୁଣି ଦିଲ୍ଲୀ ଜିତିବ ଆପ, ପଛରେ ପଡ଼ିବ ବିଜେପି

ନୂଆଦିଲ୍ଲୀ : ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଟାଇମ୍ସ ନାଓ ପକ୍ଷରୁ ଆଜି ଏକ ମତାମତ ସର୍ବେକ୍ଷଣ ବା ଓପିନିଅନ ସର୍ଭେ ପ୍ରସାରିତ ହୋଇଛି । ଏହି ସର୍ଭେରେ କୁହାଯାଇଛି ଯେ ଆମ ଆଦମି ପାର୍ଟି (ଆପ) ପୁଣି ଥରେ ବିଜୟ ହାସଲ କରିବ ।…
ଅଧିକ ଖବର ଦେଖନ୍ତୁ...

‘ମୁଁ ଆତ୍ମହତ୍ୟା କରିବାକୁ ଭାବୁଛି’, ଯୁବକଙ୍କ ଟୁଇଟ୍ ଦେଖିବା ପରେ ତୁରନ୍ତ ଏଭଳି ପଦକ୍ଷେପ ନେଲା…

ମୁମ୍ବାଇ: ଜଣେ ଅଜଣା ଯୁବକଙ୍କ ପାଇଁ ମୁମ୍ବାଇ ପୁଲିସ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜୀବନ ହାରିବାକୁ ଯାଉଥିବା ଜଣେ ଯୁବକଙ୍କୁ ଯେଉଁଭଳି ଭାବରେ ଉପସ୍ଥିତ ବୁଦ୍ଧି ଖଟାଇ ମୁମ୍ବାଇ ପୁଲିସ ବଞ୍ଚାଇଛି, ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ଟୁଇଟ୍…
ଅଧିକ ଖବର ଦେଖନ୍ତୁ...

ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହେଲେ କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ରୋଗୀ !

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଉହାନ ସହରରେ ରହୁଥିବା ଜଣେ ଯୁବକଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ପ୍ରକାରର ଔଷଧ ନଖାଇ କେବଳ ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବନ୍ଦ ରହିବ ବରଗଡ଼

ବରଗଡ଼: ଆସନ୍ତାକାଲି ବରଗଡ଼ ବନ୍ଦ ଡକରା ନେଇ ନାଗରିକ ଏକତା ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଏହାର ପ୍ରଭାବରେ ସହର ସମସ୍ତ ଦୋକାନ ବଜାର ଓ ସହର ଭିତରୁ ବସ ଚଳାଚଳ ବନ୍ଦ ରହିବ। ଏଥିସହିତ ପରୀକ୍ଷାର୍ଥୀ ରୋଗୀ ଓ ବାହାଘରକୁ ଏଥିରୁ ବାଦ ଦିଆଯାଇଛି। ବିକ୍ଷୋଭକାରୀ ପୁରୁଣା ଚିକିତ୍ସାଳୟକୁ ସିଟି…
ଅଧିକ ଖବର ଦେଖନ୍ତୁ...