Daily Archives

February 3, 2020

ସଭ୍ୟ ଦେଶର ସଭ୍ୟ ପଶୁ, ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି ଦେଇ କଡ଼କୁ ଚାଲିଗଲେ ସିଂହ ଓ ଦୁଇ ଶାବକ

ଗାନ୍ଧୀନଗର: ଯେଉଁଠି ମଣିଷମାନେ ନିଜକୁ ପଶୁଙ୍କଠାରୁ ଯଥେଷ୍ଟ ଉପରେ ମନେ କରନ୍ତି ସେଠାରେ କିନ୍ତୁ ବେଳେ ବେଳେ ପଶୁ ଭିତରେ ମଣିଷଠାରୁ ବି ଭଲ ଗୁଣ ଦେଖିବାକୁ ମିଳେ। ନିକଟରେ ସୋସିଆଲ୍‌ ମିଡିଆରେ ୩ଟି ସିଂହଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ସେମାନେ କିପରି ଜଣେ ବାଇକ୍‌ ଚାଳକଙ୍କୁ ବାଟ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ‘ହିନ୍ଦୀ’ ଭାଷା ଆଣିପାରେ ବଡ଼ ସୁଯୋଗ

ଭୁବନେଶ୍ୱର: ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା | କିଛି ଏଭଳି ଆଶା ନେଇ ଶିକ୍ଷକତା ପରେ ବ୍ୟାଙ୍କିଙ୍ଗ ସେକ୍ଟରରେ ଚାକିରି ଖଣ୍ଡେ ପାଇବା ପାଇଁ ଏବେ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରୁଛନ୍ତି | ଯୁକ୍ତ ତିନି ପରେ ବ୍ୟାଙ୍କିଙ୍ଗ ପରୀକ୍ଷାରେ ସଫଳତା ପାଇବା ପାଇଁ କୋଚିଂ ମଧ୍ୟ ନେଉଛନ୍ତି, କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସାଇନା ଅଗ୍ରଓ୍ଵାଲ ଟପ୍ପର

କଳାହାଣ୍ଡି : ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟରମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାର ଫଳାଫଳ ଆଜି ପ୍ରକାଶିତ ହୋଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ ସ୍ତରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତତା ଓ କ୍ଳାନ୍ତି ଅନୁଭବ। ରାଜନୀତି କାମରେ ସତର୍କ ରହନ୍ତୁ। ବୃଷ: ଦିନଟି ଭଲରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ମିଥୁନ: ପରିଶ୍ରମର ଫଳ ପାଇବେ। ଓକିଲଙ୍କ ପାଇଁ ଦିନଟି…
ଅଧିକ ଖବର ଦେଖନ୍ତୁ...

ଲଭ-ସେକ୍ସ-ଧୋକା ମାମଲାରେ ସିଆରପିଏଫ୍‌ ଏସ୍‌ଆଇ ଗିରଫ

ଭୁବନେଶ୍ୱର: ପ୍ରତିଦିନ ଲଭ-ସେକ୍ସ-ଧୋକାକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ଏହି ତାଲିକାରେ  ସିଆରପିଏଫ୍‌ର ଜଣେ ସିଗ୍ନାଲ ଏସ୍‌ଆଇଙ୍କ ନାମ ଯୋଡ଼ି ହୋଇଯାଇଛି। କିଛିଦିନ ତଳେ ସେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଧୋକା କରିବା ଅଭିଯୋଗକୁ ନେଇ ସୋମବାର ନୟାପଲ୍ଲୀ ପୁଲିସ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା: ଚୀନ୍ ନାଗରିକ, ଚୀନରେ ଥିବା ଅନ୍ୟ ଦେଶର ନାଗରିକ ଭାରତକୁ ଉଡ଼ାଣ କରି ପାରିବେ ନାହିଁ, ନିଷେଧ କଲା…

ନୂଆଦିଲ୍ଲୀ: ଚୀନର ନାଗରିକ ବା ଚୀନରେ ରହୁଥିବା ଅନ୍ୟ ଦେଶର ନାଗରିକ ଏବେ କିଛି ଦିନ ପର୍ଯ୍ୟନ୍ତ ଭାରତକୁ ଉଡ଼ାଣ କରି ପାରିବେ ନାହିଁ। ଭାରତ ଅସ୍ଥାୟୀ ଭାବେ ଚୀନରୁ ଆସୁଥିବା ବା ଚୀନକୁ ଯାଉଥିବା ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରିଦେଇଛି। ଆସନ୍ତାକାଲିଠାରୁ ଏହି ପ୍ରତିବନ୍ଧକ ସବୁ ବିମାନ ଉପରେ…
ଅଧିକ ଖବର ଦେଖନ୍ତୁ...

ଆଶା ଥିଲା ସାଂସଦ ଅନୁଭବ ମହାନ୍ତି ତଥ୍ୟ ପ୍ରମାଣ ସହ ସାମ୍ନାକୁ ଆସିବେ : କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି +୩ କେଉଁଠୁ ପାସ କରିଛନ୍ତି ଏବେ ତାହାକୁ ନେଇ ଜୋର ଧରିଛି ବିବାଦ । ସାଂସଦ ମିଥ୍ୟା ସତ୍ୟପାଠ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ସାଂସଦ କହିଛନ୍ତି ଯେ ଏହି ଅଭିଯୋଗ ମିଛ ଏବଂ ଭିତ୍ତିହୀନ । ତେଣେ ଆଜି କଂଗ୍ରେସ ନେତା ତଥା ଆଇନଜୀବୀ…
ଅଧିକ ଖବର ଦେଖନ୍ତୁ...

ମଜାଳିଆ ଅନ୍ଦାଜରେ ଡାକ୍ତରଙ୍କ ଭିଡିଓ; କରୋନା ସହ ଲଢ଼ିବାକୁ ଦେଲେ ଏହି ସବୁ ଟିପ୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ଭୟଭୀତ। ଧିରେ ଧିରେ ଏହି ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ କିପରି ଆୟତ୍ତ କରାଯାଇ ପାରିବ ଏ ନେଇ ସମସ୍ତେ ଚିନ୍ତିତ। ହଜାର ହଜାର ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୩୦୦ରୁ ଊର୍ଧ୍ବ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ସମସ୍ୟାରେ ମାଲେସିଆ, ଭାରତ ଆମଦାନି କମାଇବା ପରେ କରୋନାଭାଇରସ ଯୋଗୁଁ ଚୀନକୁ ବିକ୍ରି ହ୍ରାସ

ନୂଆଦିଲ୍ଲୀ : ଭାରତ ବିରୋଧୀ ମନ୍ତବ୍ୟ ଦେବା ପରେ ବୋଧହୁଏ ମାଲେସିଆ ଉପରେ ଶନିଦଶା ପଡ଼ିଯାଇଛି । ପାମ ଅଏଲ ଆମଦାନୀ ଉପରେ ଭାରତ କଟକଣା ଲଗାଇବା ପରେ ମାଲେସିଆ ଭାବିଥିଲା ଯେ ଚୀନକୁ ରପ୍ତାନି ବୃଦ୍ଧି କରି କ୍ଷତି ଭରଣା କରିବ । କିନ୍ତୁ ଚୀନରେ କରୋନାଭାଇରସ ବ୍ୟାପିବା ପରେ ରପ୍ତାନି ଅନେକ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କ ଚୁଟି କାଟିବା ସହ ଆଣ୍ଠେଇ ଅପମାନ ଦେଲେ ସ୍କୁଲ୍‌ କର୍ତ୍ତୃପକ୍ଷ, ଅଭିଯୋଗ ଆଣିଲେ ସଂପର୍କୀୟ

କୋରାପୁଟ: ସୁନାବେଡାର ଏକ ସ୍କୁଲରୁ ଜଣେ  ଛାତ୍ରଙ୍କୁ  ନିର୍ଯାତନା  ଅଭିଯୋଗ ଆସିଛି । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ  ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ  ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...