Daily Archives

February 4, 2020

୯କୋଟି ଟଙ୍କା ରୋଜଗାର କରୁଥିବା ବ୍ୟାଙ୍କ ଅଧିକାରୀଙ୍କୁ ସ୍ୟାଣ୍ଡଉଇଚ୍ ଚୋରି କରିବା ମହଙ୍ଗା ପଡ଼ିଲା, ଚାଲିଗଲା…

ନୂଆଦିଲ୍ଲୀ: ସମୟ ସମୟରେ ଲୋଭ ମଣିଷକୁ ଏଭଳି ସ୍ଥାନରେ ନେଇ ପହଞ୍ଚାଇ ଦେଇଥାଏ, ଯେଉଁଥିପାଇଁ ଅନେକ ସମୟରେ ଅପମାନିତ ହେବାକୁ ପଡ଼ିଥାଏ। ତେବେ ଆପଣ ଅନେକ ସମୟରେ କୌଣସି ଗରିବ କିମ୍ବା ଲୋଭୀ ବ୍ୟକ୍ତି ଖାଦ୍ୟ ଚୋରି କରିଥିବାର ଘଟଣା ଶୁଣିଥିବେ। କିନ୍ତୁ କେବେ ୯କୋଟି ଟଙ୍କା ରୋଜଗାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ବନବିଭାଗ ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ଅସମ୍ମାନ!

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ସ୍ଥିତ ବେଲଘରରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯାଳୟ କୋଠା ଉଦଘାଟନକୁ ଆସିଥିଲା ବେଳେ ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ବନବିଭାଗ ପକ୍ଷରୁ ଅସମ୍ମାନ କରାଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଶିଶୁର ମଥାରେ ତିନିଇଞ୍ଚ ଭିତରକୁ ପଶି ଯାଇଥିବା ତୀରକୁ ଦେଖି ଚକିତ ହୋଇଗଲେ ଡାକ୍ତର

ଇନ୍ଦୋର: ମଧ୍ୟପ୍ରଦେଶର ଏମବାଏ ହସ୍‌ପିଟାଲ୍‌କୁ ଆସିଥିବା ଏକ ତିନିବର୍ଷ ଶିଶୁର ଅବସ୍ଥାକୁ ଦେଖି ଡାକ୍ତର ଓ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ତିନିବର୍ଷ ଶିଶୁର ମୁଣ୍ଡରେ ତିନିଇଞ୍ଚ ଭିତରକୁ ଏକ ତୀର ପଶି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ତୀରକୁ ବାହାର…
ଅଧିକ ଖବର ଦେଖନ୍ତୁ...

ତ୍ରିରଙ୍ଗା ରଙ୍ଗରେ ତିଆରି ପଗଡ଼ି ପିନ୍ଧି କନ୍ୟାକୁ କାହିକିଁ ଏଭଳି ରଙ୍ଗର ମାଳା ପିନ୍ଧାଇଲେ ବର ଜାଣନ୍ତୁ

ସମ୍ଭଲ: ବର-ବଧୂ କିମ୍ବା ସେମାନଙ୍କ ପିତା-ମାତା ବିବାହ ଉତ୍ସବକୁ ନିଆରା କରିବା ଉଦ୍ଦ୍ୟଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ସେହିଭଳି ଆଉ ଏକ ନିଆରା ବିବାହ ନିକଟରେ ଉତ୍ତର ପ୍ରଦେଶର ସମ୍ଭଲରେ ଦେଖିବାକୁ ମିଳିଥିଲା। ଚନ୍ଦୌସିର ଜଣେ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ କରତ କଳରେ ଚଢ଼ଉ: ୪ ଗିରଫ, ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ବଡ଼ବଜାର ଅଞ୍ଚଳରେ ବେଆଇନ୍‌ କରତ କଳ ଚାଲୁଥିବା ସୂଚନା ପାଇ ବନ ବିଭାଗ ଚଢ଼ଉ କରିବା ପରେ ବିପୁଳ ପରିମାଣର ଚୋରା କାଠ ଜବତ କରାଯାଇଛି। ଏହି ଘଟଣାରେ ୨୨୦ ଘନଫୁଟ୍‌ର ଶାଳ, ଶାଗୁଆନ, କସି, ଲିମ୍ବ ଆଦି କାଠଗଣ୍ଡି ଓ ପଟା ଜବତ କରାଯାଇଛି। ଜବତ କାଠର…
ଅଧିକ ଖବର ଦେଖନ୍ତୁ...

ଘରେ ଶୋଇଥିବା ବେଳେ ଦେଖନ୍ତୁ କିଭଳି ଏକ ବିଶାଳକାୟ ଜୋକ ବ୍ୟକ୍ତିଙ୍କ ହାତରୁ ଶୋଷି ନେଉଛି ରକ୍ତ

ନୂଆଦିଲ୍ଲୀ: ଏକ ବିଶାଳକାୟ ପୋଷା ଜୋକ ଜଣେ ବ୍ୟକ୍ତିଙ୍କ ହାତରୁ ରକ୍ତ ଶୋଷୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭାଇରାଲ କ୍ଲିପ୍‌ରେ ଏକ ବିଶାଳ ଜୋକକୁ ଦେଖିବାକୁ ମିଳୁଛି। ଭିଡିଓଟି ୟୁଟୁବ୍‌ରେ ୨୦୧୫ରେ ସେୟାର କରାଯାଇଥିଲ। । ଏହାକୁ ନିକଟରେ ଜଣେ ରେଡିଟ ବ୍ୟବହାରକାରୀ ସେୟାର କରିବାପରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଶିଶୁକନ୍ୟାକୁ ଦୁଷ୍କର୍ମ!, ମୋବାଇଲ ଦେଖାଇବା ପାଇଁ ଡାକିନେଇଥିଲା ପଡ଼ୋଶୀ ନାବାଳକ

ସମ୍ବଲପୁର: ଆଦିବାସୀ ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ମୋବାଇଲ ଦେଖାଇବାକୁ କହି ଜଣେ ନାବାଳକ ଏହି କାମ କରିଛି। ୭ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଖବର ସମ୍ବଲପୁରରେ ପୁଣିଥରେ ଜନମାନସରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଧନୁପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ପରେ ୧୦ବର୍ଷର ବାଳକ ପେଟ ପୋଷିବା ପାଇଁ କରିଥିଲା ଏକ ଛୋଟ ଜଳଖିଆ ଦୋକାନ; ଏହି ଗୋଟିଏ ଫେସ୍‌ବୁକ୍‌…

ପାଟନା: ପାଟନାରେ ବସବାସ କରୁଥିବା ଜଣେ ବାଳକର ସଂଘର୍ଷମୟ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଏହି ୧୦ବର୍ଷ ବାଳକଙ୍କ ନାମ ହେଉଛି ସୁନୀଲ। ସୁନୀଲଙ୍କ ପିତା ରାଜନ ଗୋଡଙ୍କ ଚାରିମାସ ପୂର୍ବରୁ ନିଧନ ହୋଇଯାଇଥିଲା। ୫୫ବର୍ଷୀୟ ବିଧବା ମା’, ପତ୍ନୀ ଓ ଛଅ ଶିଶୁଙ୍କ ଭରଣପୋଷଣ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପଶ୍ଚିମ ଓଡ଼ିଶା ୧୨ ଘଣ୍ଟିଆ ବନ୍ଦ, ଚକ-ଅଖ ଜାମ୍‌ ପାଇଁ ବ୍ୟାପକ ପ୍ରସ୍ତୁତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର,…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ୮୦ବର୍ଷର ପତି-ପତ୍ନୀ ହସ୍‌ପିଟାଲ୍‌ରେ ହାତରେ ହାତ ଛନ୍ଦି ଗୁଡବାଏ କହୁଥିବାର…

ନୂଆଦିଲ୍ଲୀ: ବିବାହ ସମୟରେ ବର-କନ୍ୟାକୁ ଓ କନ୍ୟା-ବରକୁ ପ୍ରତିଟି ସୁଖଦୁଃଖରେ ହାତରେ ହାତ ଛନ୍ଦି ସାତଜନ୍ମ ସାଥୀ ହୋଇ ଚାଲିବେ ବୋଲି ବଚନ ଦେଇଥାଆନ୍ତି। ଏହାର ଏକ ବିରଳ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଏକ ଦମ୍ପତ୍ତି ହସ୍‌ପିଟାଲ ବିଛଣାରେ ହାତରେ ହାତ ଛନ୍ଦି ଗୁଡବାଏ କହୁଥିବାର  ଭିଡିଓ…
ଅଧିକ ଖବର ଦେଖନ୍ତୁ...