Daily Archives

February 4, 2020

‘ଡର୍‌’ ଚଳଚ୍ଚିତ୍ର ପାଇଁ ଶାହାରୁଖ ନୁହେଁ, ଏହି ଅଭିନେତା ଥିଲେ ୟଶ୍‌ ଚୋପ୍ରାଙ୍କ ପ୍ରଥମ ପସନ୍ଦ

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନଙ୍କ ଅଭିନୀତ ‘ଡର୍‌’ ଚଳଚ୍ଚିତ୍ର ଦେଖିଛନ୍ତି? ଯଦି ଦେଖିଥିବେ ଶାହାରୁଖ୍‌ଙ୍କ ଜବର୍‌ଦସ୍ତ ଅଭିନୟ ଆପଣଙ୍କର ମନେ ଥିବ ନିଶ୍ଚୟ। ଥରେ ଭାବନ୍ତୁ ତ ଯଦି ‌ସେହି ଚରତ୍ରରେ ଶାହାରୁଖ୍‌ଙ୍କ ସ୍ଥାନରେ ଆଉ କିଏ ଥାଆନ୍ତେ? ବାସ୍ତବ କଥା ହେଲା ଏହି ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିବା ୧୪୦୦ ଆଇଏସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଭାରତୀୟ ମଧ୍ୟ ଥିଲେ : ଜାତିସଂଘ…

ନୂଆଦିଲ୍ଲୀ : ଗତ ବର୍ଷ ଆତଙ୍କବାଦୀ ସଂଗଠନ ଆଇଏସର ସଦସ୍ୟ ଥିବା ପ୍ରାୟ ୧୪୦୦ ଜଣ ଆତଙ୍କବାଦୀ ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଫଗାନ ଥିବାବେଳେ ଆଉ କିଛି ଭାରତ, ପାକିସ୍ତାନ, ଅଜରବୈଜାନ, କାନାଡ଼ା, ଫ୍ରାନ୍ସ, ମାଳଦ୍ୱୀପ, ତୁର୍କୀ ଓ ଉଜବେକିସ୍ତାନର ଲୋକ…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ସ୍କୁଲକୁ ଆସିବା ମହଙ୍ଗା ପଡିଲା: ନେଡିପଦର ଉଚ୍ଚ ପ୍ରାଥମିକ ସହକାରୀ ଶିକ୍ଷକ ନିଲମ୍ବିତ

ଫୁଲବାଣୀ: ଶିକ୍ଷା ପାଇଁ ସ୍କୁଲ ହେଉଛି ଏକ ମନ୍ଦିର। ଆଉ ଏଠାରେ ଶିକ୍ଷକ ହେଉଛନ୍ତି ଭଗବାନ। ଛାତ୍ରଛାତ୍ରୀମାନେ ହେଉଛନ୍ତି ପୂଜାରୀ। ହେଲେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ମଦ ପିଇ ସ୍କୁଲକୁ ଆସିବା ଜଣେ ଶିକ୍ଷକଙ୍କୁ ବେଶ ମହଙ୍ଗା ପଡିଛି। ସଂପୃକ୍ତ ଶିକ୍ଷକଙ୍କୁ ଏଥି ନିମନ୍ତେ ନିଲମ୍ବିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ସଫଳତା ପାଇଁ ଆତ୍ମବିଶ୍ବାସ ବଢ଼ାନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ଯୋଜନା ସଂପର୍କରେ କଥା ହେବେ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ବୃଷ: ମହତ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ଏବଂ ଜୀବନ‌େର ନୂଆ ପରିବର୍ତ୍ତନ ଦେଖାଦେବ। ବେପାରରେ ବାକି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସାହିନବାଗରେ ଗୁଳି ଚଳାଇଥିବା ଯୁବକ ଆପର ସଦସ୍ୟ ? ଦିଲ୍ଲୀ ପୁଲିସର ଦାବି

ନୂଆଦିଲ୍ଲୀ : ଗତ ସପ୍ତାହରେ ଦିଲ୍ଲୀର ସାହିନବାଗରେ ହୋଇଥିବା ଗୁଳିକାଣ୍ଡରେ ଏକ ନାଟକୀୟ ମୋଡ଼ ଆସିଛି । ସାହିନବାଗ୍‌ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିଚଳାଇଥିବା ୨୩ ବର୍ଷୀୟ ଯୁବକ କପିଲ ଗୁଜ୍ଜର ଆମ ଆଦମି ପାର୍ଟି (ଆପ)ର ସଦସ୍ୟ ବୋଲି ଦିଲ୍ଲୀ ପୁଲିସ ଦାବି କରିଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚର…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏହି ସବୁ ଖାଦ୍ୟ ହାଡ଼ ଦୁର୍ବଳ ହେବାର ମୁଖ୍ୟ କାରଣ ହୋଇଥାଏ

ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ: ପାକିସ୍ତାନକୁ ୧୦ ଓ୍ଵିକେଟରେ ହରାଇ ଇତିହାସ ରଚିଲା ଭାରତ

ପଶ୍ଚଷ୍ଟ୍ରୁମ୍‌(ଦକ୍ଷିଣ ଆଫ୍ରିକା): ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟରେ ଭାରତ ଆଜି ଇତିହାସ ରଚିଛି। ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପ୍ରଥମେ ଦମଦାର ବୋଲିଂ ଓ ଫିଲ୍ଡିଂ କରିଛି। ସେହିଭଳି ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ସିଆଚେନ୍‌ରେ ମୁତୟନ ସେନା ଯବାନଙ୍କୁ ଭଲ ଖାଦ୍ୟ ଓ ଉପଯୁକ୍ତ ସୁରକ୍ଷା ଉପକରଣ ଦିଆଯାଉନାହିଁ : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ବରଫାବୃତ ତଥା ଦୁର୍ଗମ ସିଆଚେନ ଓ ଲଦାଖରେ ଅତି ପ୍ରତିକୂଳ ଜଳବାୟୁ ମଧ୍ୟରେ ଭାରତୀୟ ସୀମାର ସୁରକ୍ଷା କରୁଥିବା ଯବାନମାନଙ୍କୁ ସର୍ବନିମ୍ନ ସୁରକ୍ଷା ଉପକରଣ ଯୋଗାଇଦେବାକୁ ଅବହେଳା କରାଯାଉଛି । ଏପରିକି ଏହି ଜଳବାୟୁରେ ସେମାନଙ୍କୁ ଆବଶ୍ୟକ କ୍ୟାଲୋରୀଯୁକ୍ତ ଖାଦ୍ୟ ଦିଆଯାଉନାହିଁ ।…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଆସନ୍ତା ୮ ତାରିଖରୁ ଦିଲ୍ଲୀ-ହଂକଂ ବିମାନ ଉଡ଼ାଣକୁ ବାତିଲ୍‌ କରିବ ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ମଙ୍ଗଳବାର ଏୟାର୍‌ ଇଣ୍ଡିଆର ଦିଲ୍ଲୀ-ହଂକଂ ବିମାନ ଉଡ଼ାଣକୁ ଫେବ୍ରୁଆରି ୮ ତାରିଖରୁ ବାତିଲ୍‌ କରି ଦିଆଯାଇଛି। ୨୦୨୦ ଫେବ୍ରୁଆରି ୭ ତାରିଖ ଦିନ ଏୟାର ଇଣ୍ଡିଆ ୩୧୪ ବିମାନ ଉଡ଼ାଣ ଭରିବା ପରେ ବିମାନ ସେବାକୁ…
ଅଧିକ ଖବର ଦେଖନ୍ତୁ...