Daily Archives

February 5, 2020

ବିଲ କରାଇବାକୁ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଜ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ୱର: ଏକ କୋଟି ଟଙ୍କାର ନିର୍ମାଣ କାମର ବିଲ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଶିକାର ହେବାରୁ ମହିଳାଙ୍କୁୁ ବଞ୍ଚାଇଲା କରୋନା ଭାଇରସ୍‌, ଡ଼ରି ପଳାଇଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଜଣେ ମହିଳା ଏହି ଭାଇରସର ନାଁ ନେଇ ନିଜକୁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚାଇ ପାରିଥିବା ଜଣା ପଡ଼ିଛି। ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିବା ପରେ ପୀଡ଼ିତା କାଶିବା ସହ କରୋନା ଭାଇରସର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ଖାଆନ୍ତୁ ନାହିଁ ଏସବୁ ଜିନିଷ, ହେବେ ଗମ୍ଭୀର ଶାରୀରିକ ସମସ୍ୟାର ଶିକାର

ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ଖାଦ୍ୟ ଖାଇବାର କିଛି ନିୟମ ଥାଏ । ବେଳେ ବେଳେ ଖାଦ୍ୟ ଖାଇବା ସମୟରେ ଲୋକମାନେ କିଛି କିଛି ଖାଦ୍ୟ ମିଶାଇ ଖାଇ ଥାଆନ୍ତି ଯାହାକି ସେମାନଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣମାନେ ଖାଇବା ସମୟରେ ଛୋଟ ଛୋଟ ଜିନିଷ ବିଷୟରେ ଧ୍ୟାନ ଦେଉ ନାହାନ୍ତି…
ଅଧିକ ଖବର ଦେଖନ୍ତୁ...

‌ଗୋଡ଼ରେ ଅମିତାଭ ବଚ୍ଚନଙ୍କ ଚିତ୍ର ଆଙ୍କିଥିଲେ ଦିବ୍ୟାଙ୍ଗ, ଜାଣିବା ପରେ ୫୦,୦୦୦ଟଙ୍କା ଦେଇ କିଣିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡର ମହାନାୟକ ଭାବେ ଜଣାଶୁଣା ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଅଭିନୟ ସହ ନିଜର ଦୟାବାନ ହୃଦୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଥାଏ। ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ହେଉ ବା କୃଷି ଋଣ ସୁଝିବା…
ଅଧିକ ଖବର ଦେଖନ୍ତୁ...

ମଡେଲ ପ୍ରେମିକାଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ଆଦିତ୍ୟ ରଏ କପୁର!

ମୁମ୍ବାଇ: ଗତ ଦୁଇ ବର୍ଷ ମଧ୍ୟ‌ରେ ବଲିଉଡର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। କିଏ ପ୍ରେମ ବିବାହ କରିଛି ତ କିଏ ନିଜ ପରିବାର ଇଚ୍ଛାରେ ବିବାହ କରିଛନ୍ତି। ଏହି କ୍ରମରେ ଦୀପିକା-ରଣବୀର, ଅନୁଷ୍କା-ବିରାଟ, ପ୍ରିୟଙ୍କା-ନିକ୍ ଭଳି ଯୋଡ଼ି ବଲିଉଡକୁ ମିଳିଥିବା ବେଳେ ଏବେ ଆଉ…
ଅଧିକ ଖବର ଦେଖନ୍ତୁ...

ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର, ଅଭିଯୁକ୍ତ ସୁନା ଦୋକାନୀ ଗିରଫ

ରାଉରକେଲା: ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ରେଳବାଇ ଇଂଜିନିଅରିଂ ବିଭାଗର କର୍ମଚାରୀ ନଗେନ୍ଦ୍ର ପାଣ୍ଡେ (୨୮), ତାଙ୍କର ପତ୍ନୀ ସଙ୍ଗୀତା (୨୪), ଛୋଟ ଭାଇ ବିଦ୍ୟାକାନ୍ତ (୨୧) ଓ ମା’…
ଅଧିକ ଖବର ଦେଖନ୍ତୁ...

ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପ‌ରେ ଲାଗିଲା ଟାକ୍ସ ଚୋରିର ଆରୋପ, ପଚରାଉଚରା କରୁଛି ଆୟକର ବିଭାଗ

ଚେନ୍ନାଇ: ସବୁବେଳେ ନିଜର ଫିଲ୍ମ ଓ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ ଟାକ୍ସ ଚୋରିର ଆରୋପ ଲାଗିଛି। ସତ କ’ଣ ତାହା ଜାଣିବା ପାଇଁ ଏବେ ତାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରୁଛନ୍ତି। ଏହା ସହ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

୯୯ଟି ପୁରୁଣା ସ୍ମାର୍ଟଫୋନ ସାହାଯ୍ୟରେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ କରିଦେଲେ ଯୁବକ, ଗ୍ରୀନ୍‌ ବଦଳରେ ରେଡ୍‌ ହୋଇଗଲା…

ନୂଆଦିଲ୍ଲୀ: ଆପଣ ଆଗରୁ ଗୁଗଲ ଆକାଉଣ୍ଟ ବା ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହେବା ଖବର ଶୁଣିଥିବେ ନିଶ୍ଚୟ। କିନ୍ତୁ କେବେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ ହେବା ଖବର ଆପଣ ଶୁଣିଥିଲେ କି? କଥାଟି ବିଶ୍ୱାସ କରି ହେଉନଥିଲେ ମଧ୍ୟ ସତ। ଜଣେ ଯୁବକ ୯୯ଟି ପୁରୁଣା ସ୍ମାର୍ଟଫୋନ ଜରିଆରେ ଗୁଗଲ ମ୍ୟାପକୁ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବେ ଗଚ୍ଛିତ ଥିବା ୮୦୦ ହୋମିଓପାଥିକ୍‌ ସିରଫ ବୋତଲ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ବେଆଇନ ଭାବେ ଗଚ୍ଛିତ ଥିବା ୮୦୦ ହୋମିଓପାଥିକ୍‌ ସିରଫ ବୋତଲକୁ ଜବତ କରିଛି ପ୍ରଶାସନ। ଜୟପୁର ଟାଉନ ପୁଲିସ ଓ ଡ୍ରଗ୍‌ସ ଇନିସପେକ୍ଟରଙ୍କ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧୦୦ ଏମଏଲ ବିଶିଷ୍ଟ ୮୦୦ଟି ସାଟିଭଲ ଔଷଧ ବୋତଲକୁ ଜବତ କରିଛି। ଏହି କାରବାରରେ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ଦୂତବାସର ଗାଡ଼ି ଚାଳକ ଦ୍ବାରା ୫ ବର୍ଷୀୟା ଭାରତୀୟ ନାବାଳିକା ଦୁଷ୍କର୍ମର ଶିକାର

ନୂଆଦିଲ୍ଳୀ: ଦିଲ୍ଳୀଠାରେ ଥିବା ଆମେରିକୀୟ ଦୂତବାସରେ ଏକ ଅଘଟଣ ଘଟିଯାଇଛି। ଆମେରିକୀୟ ଦୂତବାସର ଗାଡ଼ି ଚାଳକ ଜଣେ ୫ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିିଥିବା ଅଭିଯୋଗ ହୋଇଛି। ଚାଳକ ଜଣକ ଦୂତବାସ ଭିତରେ ନାବାଳିକା ସହ ଏପରି କରିଥିବା ଅଭିଯୋଗ ହୋଇଛି। କୁନି ଝିଅଟି ସେଠାରେ ଥିବା…
ଅଧିକ ଖବର ଦେଖନ୍ତୁ...