Daily Archives

February 6, 2020

ଖଡ଼ିଆଳରେ ମିଶନ ଶକ୍ତି ଦ୍ୱାରା ବ୍ଲକ ସ୍ତରୀୟ ଋଣ ମେଳା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ମିଶନ ଶକ୍ତି ଦ୍ୱାର ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ଆର୍ଥିକ ସହାୟତା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଆଦିବାସୀ ବାଳକକୁ ଚପଲ ଖୋଲିବାକୁ କହି ବିବାଦରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ନିଜ କାମ ପାଇଁ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ତାମିଲନାଡୁର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡିଣ୍ଡିଗୁଲ ସି ଶ୍ରୀନିବାସନ। ତାଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବା‌ରେ ଲାଗିଛି, ଯେଉଁଥିରେ ସେ ଜଣେ ଆଦିବାସୀ ବାଳକଙ୍କୁ ତାଙ୍କର ଚପଲ ଖୋଲିବାକୁ କହୁଥିବା ଦେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଲକ୍ଷଣ ଦେଇଥାଏ ପାଚନକ୍ରିୟା ଖରାପ ହେବାର ସଙ୍କେତ

ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀରକୁ ଯାଇ ଭଲ ଭାବରେ ହଜମ ହେବା ପରେ ହିଁ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ସହ ଶରୀରକୁ ପୋଷଣ ମିଳି…
ଅଧିକ ଖବର ଦେଖନ୍ତୁ...

ଟିକ୍-ଟକ୍ ନିଶା! ସ୍ବାମୀଙ୍କ ପରିବର୍ତ୍ତେ ଟିକ୍-ଟକକୁ ବାଛି ୧୨ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଲେ ମହିଳା

ବେଙ୍ଗାଲୁରୁ: ମ୍ୟୁଜିକାଲ ଭିଡିଓ ଆପ୍ ଟିକ୍-ଟକକୁ ବ୍ୟବହାର କରି ଲୋକେ ‌ଏବେ ଦେଶ-ବିଦେଶର ଦର୍ଶକମାନଙ୍କ ପ୍ରଶଂସା ସାଉଁଟୁଛନ୍ତି। କେଇ ସେକେଣ୍ଡର ଭିଡିଓ ଜରିଆରେ ଯୁବକ-ଯୁବତୀ ସେମାନଙ୍କ ନିଜର ଏକ ନିଆରା ପରିଚୟ ସୃଷ୍ଟି କରୁଛନ୍ତି। ତେବେ କିଛି ଲୋକଙ୍କୁ ଏହି ଆପ୍ ଲୋକପ୍ରିୟତା…
ଅଧିକ ଖବର ଦେଖନ୍ତୁ...

ବିଜେଡି ନେତା ବୁଲୁ ମହାନ୍ତିଙ୍କ ଉପରେ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡି ନେତା ଅଶେଷ ମହାନ୍ତି (ବୁଲୁ)ଙ୍କୁ ବୋମା ମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ବୋମା ମାଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଭଗତ ସିଂହଙ୍କ ନାଟକରେ ଭାଗ ନେବା ପରଦିନ ଗଛରେ ଝୁଲିଲା ଛାତ୍ରଙ୍କ ମୃତଦେହ

ମନ୍ଦସୌର୍: ସ୍କୁଲରେ ଭଗତ ସିଂହଙ୍କ ଉପରେ କରାଯାଉଥିବା ନାଟକରେ ଭାଗ ନେଇଥିଲେ ଛାତ୍ର। ଏହି ନାଟକର ପରଦିନ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହ ପାଖରୁ ଏକ ମୋବାଇଲ ଫୋନ ମିଳିଛି, ଯେଉଁଥିରେ ନାଟକର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଦୁଇ ଝିଅଙ୍କ ନିଖୋଜ ଘଟଣା: କୂଅରେ ଜଣଙ୍କ ମୃତଦେହ ଠାବ, ଆସନ୍ତାକାଲି ଉଦ୍ଧାର ହେବ

ନବରଙ୍ଗପୁର: ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମରୁ ନିଖୋଜ ୨ ଝିଅଙ୍କ ମଧ୍ୟରୁ ଆଜି ସନ୍ଧ୍ୟାରେ ଜଣଙ୍କର ମୃତଦେହ ଏକ କୂଅରେ ଠାବ କରାଯାଇଛି। ଗାଁର କିଛି ଲୋକ ମୁକୁଳା କୂଅକୁ ଶୌଚ ହେବା ପାଇଁ ଯାଇଥିଲା ବେଳେ ଜଣେ ଝିଅର ମୃତଦେହ ଭାସୁଥିବା ଦେଖିଥିଲେ। ସେମାନେ ଏବାବଦରେ…
ଅଧିକ ଖବର ଦେଖନ୍ତୁ...

କୁନାଲ କାମ୍ରା ନାଁ ଦେଖିବା ପରେ ଟିକେଟ ରଦ୍ଦ କଲା ଏୟାର ଇଣ୍ଡିଆ, କିନ୍ତୁ ପରେ…

ନୂଆଦିଲ୍ଲୀ: କିଛି ଦିନ ତଳେ ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମ୍ରାଙ୍କ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଜଣେ ବରିଷ୍ଠ ସାମ୍ବ‌ାଦିକ ତଥା ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅପଶବ୍ଦ କହିବା ଓ ଧମକଚମକ ଦେବା ପରେ ତାଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

୬ମାସ ଶିଶୁ ପେଟରୁ ବାହାରିଲା ୮ମାସର ଭ୍ରୁଣ! ପେଟ, ହାତ, ମୁଣ୍ଡ ବିକଶିତ ହୋଇସାରିଥିବା ଭ୍ରୁଣକୁ ବାହାର କଲେ ୧୫ଜଣିଆ…

ପାଟନା: ବୁଧବାର ପାଟନା ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ(ପିଏମସିଏଚ୍)ର ଡାକ୍ତରମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଏକ ୬ମାସର ଶିଶୁର ପେଟରୁ ୮.୫ମାସର ଭ୍ରୁଣ ବାହାର କରିବାରେ ସଫଳ ହୋଇଛନ୍ତି ପିଏମସିଏଚର ୧୫ଜଣିଆ ଡାକ୍ତରୀ ଟିମ୍। ବକ୍ସର ଜିଲ୍ଲାରେ ରହୁଥିବା  ମୋଇନୁଦ୍ଦିନଙ୍କ ୬ମାସର ପୁଅ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପ୍ରଦାନ କରାଯିବ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ପ୍ରଫେସର ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦ ପ୍ରଦାନ କରାଯିବ । ଓଡ଼ିଶା ଡାଏରୀ ଫାଉଣ୍ଡେସନ୍‌ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଚଳିତ ମାସର ୮ ତାରିଖରୁ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ କଳିଙ୍ଗ ମହୋତ୍ସବରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...