Daily Archives

February 7, 2020

ଅମିତ ଶାହାଙ୍କୁ ଗବ୍ବର ବୋଲି ଦର୍ଶାଇ ବିଜେପିର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଚେଷ୍ଟା କରିଥିବାରୁ ଆପ୍ ବିରୋଧରେ…

ନୂଆଦିଲ୍ଲୀ:  ଶୁକ୍ରବାର ଦିଲ୍ଲୀ ପୁଲିସ କମିସନରଙ୍କ ନିକଟରେ ଭାରତୀୟ ଜନତା ପାଟିଁ (ବିଜେପି) ବିପକ୍ଷ ଆମ ଆଦମୀ ପାର୍ଟି (ଆପ୍) ବିରୋଧରେ ଏକ ଏତଲା ଲେଖାଇଛି । ଫିଲ୍ମ 'ଶୋଲେ'ରେ ଥିବା ଏକ ଦୃଶ୍ୟକୁ ଏଡିଟ୍ କରି ସେଥିରେ ଅମିତ୍ ଶାହାଙ୍କୁ ଗବ୍ବର ବୋଲି ଦର୍ଶାଯାଇଥିବାର ଏକ ଭିଡିଓ ଆପ୍…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପକୂଳର ସୁରକ୍ଷା କରିବ ଜିଓ-ଟେକ୍ସଟାଇଲ୍  ଟ୍ୟୁବ

ଭୁବନେଶ୍ୱର: ଉପକୂଳ ଗ୍ରାମ ଗୁଡ଼ିକୁ ସମୁଦ୍ର ଦାଉରୁ ସୁରକ୍ଷା ଦେବ  ଜିଓ-ଟେକ୍ସଟାଇଲ୍  ଟ୍ୟୁବ । ଓଡ଼ିଶାରେ ଏନେଇ ହୋଇଥିବା ଏକ ପ୍ରକଳ୍ପ ସଫଳ ହୋଇପାରିଛି । ଗରୱାରେ ଟେକ୍ନିକାଲ ଫାଇବର ଲିଃ. ପକ୍ଷରୁ ଏହାର ପେଣ୍ଠା ପ୍ରକଳ୍ପର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି । ଓଡ଼ିଶାରେ  ଏହି ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଶେଷ ନିଶ୍ବାସ ପର୍ଯ୍ୟନ୍ତ କରିଥିଲେ ଲଢ଼େଇ, ମୁଣ୍ଡରେ ଗୁଳି ବାଜିବା ପରେ ବି ୩ ଆତଙ୍କବାଦୀଙ୍କୁ ନିହତ କରି ହେଲେ ସହିଦ୍

ଶ୍ରୀନଗର: ବୁଧବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ଲାବେପୋରାରେ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ସିଆରପିଏଫ୍ କ‌ନଷ୍ଟେବଳ ସହିଦ୍ ହୋଇଥିଲେ। ଏବେ ତାଙ୍କର ଅନ୍ତିମ ସଂସ୍କାର କରି ଦିଆଯାଇ ଥିଲେ ମଧ୍ୟ ସେ କରି ଯାଇଥିବା କାମ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଣେ ଯାଉଥିବା ବିମାନରେ ଦୁଇ ଥର ବାନ୍ତି କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଚୀନ୍ ଯୁବକ, କରୋନା ଭାଇରସର…

ପୁଣେ: କରୋନା ଭାଇରସ୍ ଏବେ ଚୀନବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ୩୧,୦୦୦ଲୋକ ଏହି ଭାଇରସର ଶିକାର ହୋଇସାରିଲେଣି। ୬୦୦ରୁ ଅଧିକ ଲୋକେ ଏହି ଭାଇରସର ଶିକାର ହୋଇ ପ୍ରାଣ ହରାଇସାରିଥିବା ବେଳେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ୩ଜଣଙ୍କର ରକ୍ତ ନମୁନା…
ଅଧିକ ଖବର ଦେଖନ୍ତୁ...

ଆୟକର ବିଭାଗର ୨୦ଘଣ୍ଟାର ଛାନଭିନ୍ ପରେ ସାଉଥ୍ ସୁପରଷ୍ଟାର ବିଜୟଙ୍କୁ ମିଳିଲା କ୍ଲିନଚିଟ୍

ମୁମ୍ବାଇ: କିଛି ଦିନ ତଳେ ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ ଟାକ୍ସ ଚୋରିର ଆରୋପ ଲାଗିଥିବା ନେଇ ଖବର ମିଳିଥିଲା। ସତ କ’ଣ ତାହା ଜାଣିବା ପାଇଁ ତାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରୁଥିଲେ। ଏବେ ୨୦ଘଣ୍ଟାର ଯାଞ୍ଚ ଏବଂ ପଚରାଉଚରା ପରେ ସାଉଥ୍ ସୁପରଷ୍ଟାର ବିଜୟଙ୍କୁ କ୍ଲିନଚିଟ୍…
ଅଧିକ ଖବର ଦେଖନ୍ତୁ...

ବିଚାରପତିଙ୍କ ପତ୍ନୀ ଓ ପୁଅକୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଲେ ଅଦାଲତ

ଗୁରୁଗ୍ରାମ: ବିଗତ ଅକ୍ଟୋବର ୧୩, ୨୦୧୮ରେ  ଜଣେ ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ପୁଅ ଏବଂ ତାଙ୍କ ପତ୍ନୀଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ କରି ହତ୍ୟା କରିଥିଲେ ବିଚାରପତିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତାଙ୍କ ସରକାରୀ ବ୍ୟକ୍ତିଗତ ସୁରକ୍ଷାକର୍ମୀ। ଏବେ ଅଭିଯୁକ୍ତର ଦୋଷ ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ଆତ୍ମସାତ ମାମଲା: ପ୍ରଧାନ ଶିକ୍ଷକଙ୍କୁ ୪ବର୍ଷ ଜେଲ,୨.୬୯ ଲକ୍ଷ ଟଙ୍କା ଜରିମାନା

ଫୁଲବାଣୀ: ସ୍କୁଲକୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଆତ୍ମସାତ ମାମଲାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବିରାଙ୍ଗି ପ୍ରାଥମିକ ସ୍କୁଲର ତତ୍କାଳୀନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ଦାରିଙ୍ଗବାଡି ବ୍ଲକ ଗରଡମାହା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ବାଣେଶ୍ୱର ପ୍ରଧାନଙ୍କୁ ଜେଲଦଣ୍ଡ ସହ…
ଅଧିକ ଖବର ଦେଖନ୍ତୁ...

ଜୋତା ତିଆରି କାରଖାନା ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେଲେ ଦୁଇ ଇଞ୍ଜିନିୟର ଭାଇ

ଭୁବନେଶ୍ବର: ଚାକିରି ଉପରେ ଭରସା ନକରି ନିଜେ କିଛି କରି ଦେଖାଇବାର ଉଦ୍ୟମ । କେବଳ ଏତିକି ନୁହେଁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ନିଯୁକ୍ତି ଦେବାର ଇଚ୍ଛା ଦୁଇ ଭାଇଙ୍କୁ ଆଣିଦେଇଛି ପରିଚୟ । ଇଞ୍ଜିନିୟରିଂ ପଢିବା ପରେ ବାଲେଶ୍ୱର ଜିଲ୍ଲା ବସ୍ତାରେ ଜୋତା କାରଖାନା ପ୍ରତିଷ୍ଠା…
ଅଧିକ ଖବର ଦେଖନ୍ତୁ...

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ ହ୍ବାଟସଆପ୍ ପେ’, ଏନପିସିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ଅଧିକାରୀକ ଭାବେ ଲଞ୍ଚ ହେବାକୁ ଯାଉଛି ହ୍ବାଟସଆପ୍ ପେ’। ଗତ ଦୁଇ ବର୍ଷ ହେଲାଣି ଏହାର ଲଞ୍ଚ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ କିଛି ଦିନ ମଧ୍ୟରେ ଏହାକୁ ଭାରତରେ ଲଞ୍ଚ କରି ଦିଆଯିବ। ଏହାକୁ ଭାରତରେ ଲଞ୍ଚ କରିବା ପାଇଁ ଫେସବୁକକୁ ନ୍ୟାସନାଲ ପେମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ପାଗ ଖରାପ ଯୋଗୁଁ ଦୃଶ୍ୟମାନ ହେଲାନି, ଦୀର୍ଘ ସମୟ ଚକ୍କର କାଟିବା ପରେ ଦିଲ୍ଲୀ ଫେରିଲା ସ୍ପାଇସ ଜେଟ୍‌

ଝାରସୁଗୁଡ଼ା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସଂପୂର୍ଣ୍ଣ ଭାବରେ ଲୋକଙ୍କ ସେବାରେ ଆସିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାନ୍ୟ ବର୍ଷା ହେଲେ ବିମାନ ସେବା ପ୍ରଭାବିତ ହେଉଥିବାରୁ ଲୋକେ ଏବେ ଏଠାରୁ ବିଭିନ୍ନ ସ୍ଥାନକୁ ଟିକେଟ ସଂରକ୍ଷଣ କରିବାକୁ ପଛଘୁଞ୍ଚା ଦେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...