Daily Archives

February 7, 2020

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ, ସ୍ପଷ୍ଟ କଲେ ଏହି ଜଣାଶୁଣା ବ୍ୟକ୍ତି

ମୁମ୍ବାଇ: ପ୍ରତୀକ୍ଷାର ଅନ୍ତ ଘଟିଛି। ଅନେକ ଦିନରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଥିଲେ ଦୁହିଁଙ୍କ ପ୍ରଶଂସକ। କିନ୍ତୁ ଏବେ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଥିବା ଭଳି…
ଅଧିକ ଖବର ଦେଖନ୍ତୁ...

ବାହାଘର ଭୋଜି ଖାଇ ଘରକୁ ଫେରୁଥିଲା ବେଳେ ଧକ୍କା ଦେଲା ଟ୍ରକ୍‌, ୩ ବାଇକ ଅରୋହୀଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲାର ବୋରିଗୁମ୍ମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଆଜି ଏକ ଟ୍ରକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ଥିବା ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ (୨୬), ପ୍ରୀତମ ସରଦୁଲ (୨୨) ଏବଂ ସମ୍ବାରୁ (୩୬)।…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ: ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକ୍ରମର ସୂଚୀ ଅନୁସାରେ ଶିବରାତ୍ରି ଦିନ (ଫେବ୍ରୁଆରି ୨୧) ଭୋର ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ…
ଅଧିକ ଖବର ଦେଖନ୍ତୁ...

ଏବେ ବି ୮୦ ଭାରତୀୟ ଛାତ୍ରଛାତ୍ରୀ ଚୀନର ଉହାନରେ ଅଛନ୍ତି : ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ସରକାର ଚୀନର ଉହାନ ସହରକୁ ବିମାନ ପଠାଇ ପ୍ରାୟ ୬୩୮ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇଆଣିଥିଲେ ମଧ୍ୟ ଆଉ ୮୦ ଜଣ ଛାତ୍ରଛାତ୍ରୀ ସେଠାରେ ଏବେ ବି ରହିଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ଦେଲେ ବି ବଦଳିଯିବ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର !

ଭୁବନେଶ୍ୱର: ଲାଞ୍ଚ ନେଇ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା କମିଟି ସଭ୍ୟ । ଅଭିଯୋଗ ହୋଇଛି, କିଛି ଅସାଧୁ କର୍ମଚାରୀ ଲାଞ୍ଚ ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାଦ ବିବାଦ ଠାରୁ ଦୂରେଇ ରହଲେ ଭଲ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୃଷ: ଆପଣଙ୍କର ଜରୁରି କାମ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରିୟ…
ଅଧିକ ଖବର ଦେଖନ୍ତୁ...

କଳି ଯୁଗ‌ର ଶାସନକର୍ତ୍ତା ‘କଳିପୁରୁଷ’ର ଚେହେରା କେମିତି ଜାଣନ୍ତି ? ଦେଖିଲେ ଭୟରେ ଶିହରି ଉଠିବେ

ଆମେ ଏବେ କଳିଯୁଗରେ ବାସ କରୁଛେ। କଳିପୁରୁଷ ଏହି ଯୁଗର ଶାସନକର୍ତ୍ତା। ସେ ଯେଉଁ ରୂପରେ ଆବିର୍ଭାବ ହୋଇଛି, ତାହାର ଉଲ୍ଲେଖ ବିଭିନ୍ନ ସୂତ୍ରରୁ ମିଳେ। କଳିପୁରୁଷର ଶରୀର କୃଷ୍ଣବର୍ଣ୍ଣ। ତାର ସାରା ଦେହ ତୈଳାକ୍ତ ଏବ˚ ଶରୀର ଦୁର୍ଗନ୍ଧଯୁକ୍ତ। ତାର ପେଟ କାଉ ପକ୍ଷୀର ପେଟ ଭଳି। ମୁହଁ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ସୁନାରେ ପ୍ରସ୍ତୁତ ମିଠା ଖାଇଛନ୍ତି କି, କିଲୋ ପିଛା ୯ ହଜାର ଟଙ୍କାରେ ମିଳୁଛି ଏହି ମିଠା

ସୁରଟ: ମିଠା ଖାଇବା କାହାକୁ ପସନ୍ଦ ନୁହେଁ, କିନ୍ତୁ ଆପଣ କେବେ ସୁନାର ମିଠା ଖାଇଛନ୍ତି କି ? ଗୁଜୁରାଟର ସୁରଟରେ ଏମିତି ଏକ ମିଠା ମିଳିଥାଏ ଯାହାର ନାମ ହେଉଛି ୨୪ କ୍ୟାରେଟ ମିଠା | ଏହାକୁ ପ୍ରସ୍ତୁତ କରିଥାନ୍ତି ୨୪ କ୍ୟାରେଟ ମିଠାଈ ମ୍ୟାଜିକ ନାମକ ମିଠା ଦୋକାନ | ଏହି ମିଠା ଉପରେ ୨୪…
ଅଧିକ ଖବର ଦେଖନ୍ତୁ...

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା: ଏବେ ବୋମା ନିଷ୍କ୍ରିୟ କରିବ ଶକ୍ତିଶାଳୀ ରୋବୋର୍ଟ

ନୂଆଦିଲ୍ଲୀ: ବାୟୁସେନାକୁ ମିଳିଲା ନୂଆ ଶକ୍ତି। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିବେ ଶତ୍ରୁ ଦେଶ। ଅନୁପ୍ରବେଶ ଉଦ୍ୟମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କିରବେ ନିଶ୍ଚୟ। ଖୁବ ଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ଏକ ରୋବୋର୍ଟ। ବମ୍‌…
ଅଧିକ ଖବର ଦେଖନ୍ତୁ...

ଆରପିଏଫ ଆଇଜିଙ୍କ କୋରାପୁଟ ଗସ୍ତ, ଯାତ୍ରୀ ସୁରକ୍ଷା ଉପରେ ଦେଲେ ଗୁରୁତ୍ୱ

କୋରାପୁଟ: ରେଳ ସୁରକ୍ଷା ବଳ(ଆରପିଏଫ) ଆଇଜି ରାଜା ରାମ ଆଜି କୋରାପୁଟ ଗସ୍ତରେ ଆସି ଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ଏଠାକାର ଭିତ୍ତିଭୂମି ପରଖିବା ସହ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି। ଏହି ଅବସର‌ରେ ‌ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯାତ୍ରୀ ସୁରକ୍ଷାକୁ ଆରପିଏଫ…
ଅଧିକ ଖବର ଦେଖନ୍ତୁ...