Daily Archives

February 8, 2020

ଖୋଲା ଆକାଶ ତଳେ ଅ, ଆ: ୬୬୧ ଅଙ୍ଗନବାଡି କେନ୍ଦ୍ରର ଘର ନାହିଁ, ଅଧିକାଂଶ କେନ୍ଦ୍ରରେ ମିଳୁନି ମୌଳିକ ସୁବିଧା

କୋରାପୁଟ(ପତିତପାବନ ସାହୁ): ମୁଣ୍ଡ ଉପରେ ଖୋଲା ଆକାଶ। ତଳେ ପିଲା ଅ, ଆ ପଢୁଛନ୍ତି। ଖାଲି ପଢୁଛନ୍ତି, ତାହା ନୁହେଁ। ଏହି ଖୋଲା ଆକାଶ ତଳେ ସେମାନଙ୍କ ଭବିଷ୍ୟତ ଗଢା ହେଉଛି। ଖୋଲାମେଲାରେ ଖାଦ୍ୟ ରନ୍ଧା ହେଉଛି ଓ ପିଲାମାନେ ଖାଉଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବି ବଣ୍ଟନ…
ଅଧିକ ଖବର ଦେଖନ୍ତୁ...

ଗୁଳିରେ ନୁହେଁ, ତର୍କ-ବିତର୍କ ମାଧ୍ୟମରେ କଥାବାର୍ତ୍ତା କରିବା ଦରକାର: ପ୍ରଫେସର ଗଣେଶୀ ଲାଲ

ତୁମୁଡିବନ୍ଧ: ଦେଶରେ ଆଉ କେହି ଭୟଭୀତ କରି ରଖିପାରିବ ନାହିଁ। ଆଉ ଗୁଳିର କଥା ଚଳିବ ନାହିଁ। ତର୍କ, ବିତର୍କ ଓ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାରେ ସମାଧାନ ହୋଇ ପାରିବ। କନ୍ଧମାଳ ଜିଲ୍ଲାର ଜଲେଶପଟା ଶଙ୍କରାଚାର୍ଯ୍ୟ ଆଶ୍ରମରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର…
ଅଧିକ ଖବର ଦେଖନ୍ତୁ...

ଶରୀରର ଅନେକ ସମସ୍ୟାକୁ ଦୂର କରେ ଟମାଟୋ ଜୁସ୍

ଟମାଟୋ ଏକ ଏମିତି ଜିନିଷ ଜାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ଥର ଅନଲାଇନ୍ ଠକେଇର ଶିକାର ହେବା ପରେ ହାକର ପ୍ରେମରେ ପଡ଼ିଲେ ଯୁବକ, ଜାଣିବା ପରେ ଛାଡ଼ପତ୍ର ଦେଲା ସ୍ତ୍ରୀ

ବେଙ୍ଗାଲୁରୁ: ସ୍ବାମୀ ଦୁଇ ଥର ଅନଲାଇନ୍ ଠକେଇର ଶିକାର ହେବା ପରେ ସ୍ତ୍ରୀ ଛାଡ଼ପତ୍ର ଦେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଠକେଇର ଶିକାର ହେବା ପରେ ମଧ୍ୟ ହାକର ସହ ପ୍ରେମାଳପ କରୁଥିବାରୁ ସ୍ତ୍ରୀ ରାଗରେ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି। ସ୍ବାମୀ ଜଣେ ସପ୍ଟୱେର ଇଞ୍ଜିନିୟର ହୋଇ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ପାବୁରିଆ ବଜାରରେ ହତ୍ୟାକାଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ଯୁବକଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ପ୍ରଭାସଙ୍କୁ ନୁହେଁ ଭାରତୀୟ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା ସେଟ୍ଟୀ!

ନୂଆଦିଲ୍ଲୀ: ‘ବାହୁବଲୀ’ ଫିଲ୍ମରେ ନଜର ଆସି ବିଶ୍ବସ୍ତରରେ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଫିଲ୍ମ ରିଲିଜ୍ ପରେ ଅଭିନେତା ପ୍ରଭାସଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏମିତି କି ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀଙ୍କୁ ଧରି ମତଦାନ କରିବାକୁ ପହଞ୍ଚିଲା ବର, ଲୋକଙ୍କୁ ଦେଲେ ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା। ତେବେ ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ବିବାହ କରିବାକୁ ଯାଉଥିବା ଜଣେ ବର ମତଦାନ…
ଅଧିକ ଖବର ଦେଖନ୍ତୁ...

୫-ଟିର ପ୍ରଭାବ: ଦାୟିତ୍ୱରେ ଅବହେଳା ପାଇଁ ୨ କନଷ୍ଟେବଳ ନିଲମ୍ବିତ

ଫୁଲବାଣୀ: ଦାୟିତ୍ୱରେ ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲାର ଚକାପାଦ ଥାନାର ୨ କନଷ୍ଟେବଳ ଆଜି ନିଲମ୍ବିତ ହୋଇଛନ୍ତି। ଦୁଇ କନଷ୍ଟେବଳ ହେଲେ ସଞ୍ଜୀବ ବେହେରା ଓ ବସନ୍ତ ନାହାକ। ଉଭୟ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଥାନା ଅଧିକାରୀ ଏସ୍‌.ପି. ପ୍ରତୀକ ସିଂଙ୍କୁ ଅବଗତ କରିଥିଲେ। ଏସ୍‌.ପିଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ଝିଅକୁ ଦୂରରୁ ଆଲିଙ୍ଗନ କଲା ମା’, ଆଖିରେ ଲୁହ ଆଣିଦେବ ସେ ସମୟର ଭିଡିଓ

ନୂଆଦିଲ୍ଲୀ: ଜାନୁଆରିରୁ ଚୀନର ଉହାନ ସହରରେ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ମୃତ୍ୟୁସଂଖ୍ୟା ୭୦୦ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଚୀନରେ ଏହି ଭାଇରସ ଲୋକଙ୍କ ଜୀବନ ନେଉଥିବା ସହ ସଂକ୍ରମିତଙ୍କୁ ସେମାନଙ୍କ ପରିବାରଠାରୁ…
ଅଧିକ ଖବର ଦେଖନ୍ତୁ...

ଶାଢ଼ିର ଗୁଣବତ୍ତା ଭଲ ନ ଥିବାରୁ ପ୍ରେମିକାକୁ ବେଦି ଉପରେ ଛାଡ଼ି ଚାଲିଗଲା ପ୍ରେମିକ

ବେଙ୍ଗାଲୁରୁ: ପୁଅ ହେଉ କି ଝିଅ, ସମସ୍ତେ ନିଜର ବିବାହ ଦିନକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ନିଜ ନିଜର ଆର୍ଥିକ ସ୍ଥିତି ଦେଖି ପରିବାର ଲୋକେ ନିଜ ପିଲାମାନଙ୍କର ବିବାହ କରାଇଥାନ୍ତି। ହେଲେ ବେଳେ ବେଳେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିବାହ ଭାଙ୍ଗିଯାଇଥାଏ। ଯାହାର ଏକ ଜ୍ବଳନ୍ତ ଉଦାହରଣ…
ଅଧିକ ଖବର ଦେଖନ୍ତୁ...