Daily Archives

February 9, 2020

ଉପାନ୍ତରେ ପୁଣି ଜନନୀ ଯନ୍ତ୍ରଣା: ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

କୋରାପୁଟ/ଦଶମନ୍ତପୁର: ମାଳ ମାଳ ଯୋଜନା ସତ୍ତ୍ବେ ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ଦୂର ହେଉନି। ଗାଁକୁ ରାସ୍ତା ନ ଥିବାରୁ ଆଜି ଜଣେ ଗର୍ଭବତୀ ଭାରରେ ବୁହା ହୋଇ ନଦୀ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ…
ଅଧିକ ଖବର ଦେଖନ୍ତୁ...

ପଞ୍ଚଶକ୍ତି-ଉଦୟଶକ୍ତି ବିକାଶ ମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର

ବାଲେଶ୍ୱର: ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଉଦୟନଗରରେ ପଞ୍ଚଶକ୍ତି ଓ ଉଦୟଶକ୍ତି ବିକାଶ ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ କ୍ରୀଷ୍ଣା ଗୋଶାଳା ନିକଟ ପ୍ରଦୀପ କୁମାର ଦାଶଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ମଞ୍ଚର ସଭାପତି କୈଳାସପତି ତିୱାରୀ ଓ…
ଅଧିକ ଖବର ଦେଖନ୍ତୁ...

ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

କିଛି ଲୋକ ରୁଚି ମୁତାବକ ଅଧିକ ମାତ୍ରାରେ ଲୁଣ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଭଲ ସ୍ୱାଦ ଦିଏ ସତ, କିନ୍ତୁ ଶରୀର ପାଇଁ ହାନିକାରକ ହୋଇଥାଏ । ଯେଉଁଭଳି ଭାବରେ ଖାଦ୍ୟରେ ଲୁଣର ପରିମାଣ କମ୍‌ କିମ୍ବା ଅଧିକ ହେବା ଦ୍ୱାରା ଏହାର ସ୍ୱାଦ ବଦଳି ଯାଇଥାଏ ସେଭଳି ଭାବରେ ଶରୀରରେ ଏହାର ମାତ୍ରା…
ଅଧିକ ଖବର ଦେଖନ୍ତୁ...

ଚରିତ୍ର ଉପରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ବିଜେପିର ଜନୈକା ମହିଳା ନେତ୍ରୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ଚରିତ୍ର ଉପ‌ରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଏବେ ଫେରାର ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ, ଫେବ୍ରୁଆରି ୧୦ରେ କରିବେ ବିବାହ

ମୁମ୍ବାଇ:  ଛୋଟ ପରଦାର ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍‌ ଜଣାଶୁଣା । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସି ସେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ନିଜ ପ୍ରେମିକ ଶଲଭ ଡ଼ାଙ୍ଗଙ୍କ ସହ ନିର୍ବନ୍ଧ…
ଅଧିକ ଖବର ଦେଖନ୍ତୁ...

ଅଲଗା ଜାତିରେ ବିବାହ କରିବାରୁ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାର ଦଣ୍ଡ ଦେଲା ପଞ୍ଚାୟତ, ତା’ ପରେ…

ଝାନ୍ସି: ସମାଜରେ ଜାତି ଓ ଧର୍ମକୁୁ ନେଇ ହେଉଥିବା ବିବାଦକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଆଇନ ପ୍ରଣୟନ କରାଯାଇଥିବା ବେଳେ ଝାନ୍ସିରେ ଘଟିଥିବା ଏକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟ ଜାତିରେ ବିବାହ କରିବାରୁ ଦଣ୍ଡ ଦେବାକୁ ଯାଇ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାକୁ…
ଅଧିକ ଖବର ଦେଖନ୍ତୁ...

୨୭ବର୍ଷ ପରେ ନିଜର କେଶ କାଟି‌ଲେ ଅଯୋଧ୍ୟା ରାୟକୁ ଅପେକ୍ଷା କରି ରହିଥିବା ବାରିକ

ବେଙ୍ଗାଲୁରୁ: ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ନଭେମ୍ବର ୯, ୨୦୧୯ରେ ଐତିହାସିକ ରାୟ ଶୁଣାଇଥିଲେ। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବା ସହ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

୪,୬୦୦କୋଟି ଟଙ୍କା ଦେଇ ସୁପରୟଚ କିଣିଲେ ବିଲ୍ ଗେଟସ, ଥରେ ଇନ୍ଧନ ଭରିଲେ ଯିବ ୬୪୩୭କିଲୋମିଟର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଭାବେ ଜଣା ଯାଉଥିବା ବିଲ୍‌ ଗେଟ୍‌ସ ସବୁବେଳେ ନିଜର ଅନୁପ୍ରାଣିତ କରିବା ଭଳି ବାର୍ତ୍ତା ଏବଂ ନିଜ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରତିଥର ସେ ଭିନ୍ନ ଭିନ୍ନ ସ୍ଥାନକୁ ଛୁଟି କଟାଇବା ପାଇଁ ଯାଉଥିବା ସହ ବିଳାସପୂର୍ଣ୍ଣ ଗାଡ଼ିର…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଇତିହାସ ରଚିଲା ବାଂଲାଦେଶ, ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ହେଲା ବିଶ୍ୱ ବିଜେତା

ଜୋହାନେସବର୍ଗ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଇତିହାସ ରଚିଛି। ଫାଇନାଲ ମ୍ୟାଚ୍‌ରେ ଭାରତକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଛି। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ପାଇଁ କୌଣସି ପଦ‌କ୍ଷେପ ନନେଲେ ୧୦ଦିନ ପରେ ନିଜକୁ ଗୁଳି କରିବେ ବୋଲି ଧମକ ଦେଲେ…

ଡେରାଡୁନ: ହରିଦ୍ବାରରେ ରହୁଥିବା ସନ୍ଥ ବାବା ଗୋପାଳ ଦାସ ଶୁକ୍ରବାର ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି। ୧୦ଦିନ ମଧ୍ୟରେ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନିଆ ନଗଲେ ୧୦ଦିନ ପରେ ସେ ନିଜକୁ ଗୁଳି କରିବେ ବୋଲି କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ…
ଅଧିକ ଖବର ଦେଖନ୍ତୁ...