Daily Archives

February 9, 2020

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ସିବିରେ ଜୀବନ ହାରିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କଟକ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ ତାର ଲାଗିବା ଘଟଣାରେ ଆଉ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାମ ହେଲା ୟୁ ଦେବରାଜ। କଟକସ୍ଥିତ ଏସ୍‌ସିବି ମେଡିକାଲରେ ଗୁରୁତର ୟୁ ଦେବରାଜ ପହଞ୍ଚିବା ପରେ ତାଙ୍କୁ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଲୋକଙ୍କ ସମସ୍ୟା ବୁଝିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏବଂ…
ଅଧିକ ଖବର ଦେଖନ୍ତୁ...

ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ସୋସିଆଲ ମିଡିଆରେ ନିଜ ଖୁସି ଜାହିର୍‌ କରି ଏଭଳି କଥା କହିଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ୍‌ ଖାନ୍‌ ବର୍ତ୍ତମାନ ସମୟରେ ବହୁତ ଖୁସି ଅଛନ୍ତି। ଶାହାରୁଖ୍‌ଙ୍କ ଖୁସି ହେବାର କାରଣ ହେଉଛି ତାଙ୍କର ପୁଅ। ପୁଅ ଅବରାମ୍‌ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏକଥାତ ସମସ୍ତେ ଜାଣିଛନ୍ତି କି, ଶାହାରୁଖ ତାଙ୍କ ତିନି ସନ୍ତାନ ଆର୍ୟାନ୍‌, ସୁହାନା…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ପତ୍ର ଲେଖି ସହାୟତାର ହାତ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ‌ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିଥିବା ହେତୁ ଚୀନକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲିଖିତ ଆକାରରେ ଚୀନର ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆଶ୍ବାସନା ଦେବା ସହ ଭାରତର ସହାୟତା ତାଙ୍କ ସହ ଅଛି…
ଅଧିକ ଖବର ଦେଖନ୍ତୁ...

ଗାଁ ମଶାଣିରେ ଏକାଠି ଜଳିଲା ୮ଜଣଙ୍କ ଚିତା: ଅନ୍ତିମ ସଂସ୍କାର ବେଳେ ଲୁହରେ ଭିଜିଲା ଗାଁ ମାଟି

ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ବ୍ରହ୍ମପୁର ଡଙ୍ଗଲପାଡ଼ୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସତ୍କାର ଅନ୍ୟ ଏକ ଗାଁରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଣ୍ଟିଲୋରୁ ନୀଳମାଧବ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା: ଜଣେ ମୃତ,୨୦ ଆହତ

ଖଣ୍ଡପଡା: ଖଣ୍ଡପଡା ସହରାଞ୍ଚଳ ନିକଟବର୍ତ୍ତୀ କୃଷି ବିଭାଗ ଅଫିସ ନିକଟରେ ଅପରାହ୍ନରେ ଏକ ତୀର୍ଥଯାତ୍ରୀ ମିନିବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗଂଜାମ ଜିଲ୍ଲା ସୁନ୍ଦରପୁର ଗ୍ରାମର ରାମଚନ୍ଦ୍ରରଣା(୫୫) ମୃତ୍ୟୁବରଣ କରିଥିବା ବେଳେସ୍ତ୍ରୀ ମମତା ରଣା(୪୫) ଗୁରୁତର ଭାବେ ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ସମ୍ମାନ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ। ଶିକ୍ଷା କ୍ଷେତ୍ରରେ ଉନ୍ନତି। ପ୍ରେମରେ ସଫଳତା। ବୃଷ: ଧାର୍ମିକ କାର୍ଯ୍ୟରେ ମନ। ଦୂର ଯାତ୍ରା ଲାଭପ୍ରଦ ରହିବ। ଭୂ-ସ˚ପତ୍ତି କିଣିବାର ଯୋଗ। ଛାତ୍ରଙ୍କ ଲାଗି ଦିନଟି ଭଲରେ କଟିବ। ମିଥୁନ: ଯୋଜନାର ପରିବର୍ତ୍ତନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଏଥର ୬୨.୫୯% ମତଦାନ, ଘୋଷଣା କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାର ଦିନ ହୋଇଥିବା ନିର୍ବାଚନର ଭୋଟ ହାର ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ବାଚନରେ ୬୨.୫୯ ପ୍ରତିଶତ ମତଦାନ ହୋଇଥିବା ଆୟୋଗ ଘୋଷଣା କରିଛନ୍ତି । ଏହି ଘୋଷଣାକରି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରନବୀର ସିଂ କହିଛନ୍ତି ଯେ ଦିଲ୍ଲୀରେ ଏଥର ୬୨.୫୯…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଶୋକାକୂଳ ପରିବେଶ ଭିତରେ ଜଳିଲା ମୃତ ୯ ଜଣଙ୍କ ଜୁଇ

ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପାଡୁ ଗାଁ ମଶାଣିରେ ୮ ଜଣଙ୍କର ଚିତା ଗୋଟିଏ ସ୍ଥାନରେ ଜଳି ଥିବା ବେଳେ ଅନ୍ୟ ଜଣକୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଚୀନକୁ ସହାୟତାର ହାତ ବଢ଼ାଇଲା ନେପାଳ, ପଠାଇଲା ୧ ଲକ୍ଷ ମାସ୍କ

ବେଜିଂ: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍‌ ଧୀରେ ଧୀରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ପଡ଼ୋଶୀ ରାଷ୍ଟ୍ର ନେପାଳ ଚୀନକୁ ସମବେଦନା ଜଣାଇ ସହାୟତାର ହାତ ବଢ଼ାଇଛି। ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା…
ଅଧିକ ଖବର ଦେଖନ୍ତୁ...