Daily Archives

February 10, 2020

ଇମାମି ସିମେଣ୍ଟକୁ  କିଣିବ ନିର୍ମା ଗ୍ରୁପ

ମୁମ୍ବଇ : ଭାରତର ଅଗ୍ରଣୀ ବିଲ୍ଡିଂ ମ୍ୟାଟେରିଆଲ୍ କମ୍ପାନୀ ଏବଂ ନିର୍ମା ଗ୍ରୁପର ଅଂଶ ବିଶେଷ ନୁ୍ଭୋକୋ ଭିଷ୍ଟା କର୍ପୋରେଶନ ଲିମିଟେଡ୍  ଇମାମି ସିମେଣ୍ଟର ଅଧିଗ୍ରହଣ କରିବ । ଏହାଦ୍ୱାରା କମ୍ପାନୀ ବିହାର, ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୮.୩ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନ କରିବାକୁ…
ଅଧିକ ଖବର ଦେଖନ୍ତୁ...

୮୦ ବର୍ଷର ପ୍ରସାରଣ ପରେ ବନ୍ଦ ହେଲା ବିବିସିର ହିନ୍ଦୀ ରେଡିଓ ସେବା

ନୂଆଦିଲ୍ଲୀ : ଦୀର୍ଘ ୮୦ ବର୍ଷ ଧରି ସେବା ପ୍ରସାରଣ ପରେ ବିବିସି ହିନ୍ଦୀ ରେଡିଓ ସେବା ବନ୍ଦ ହୋଇଯାଇଛି । ରେଡିଓ ଶ୍ରୋତାଙ୍କ ସଂଖ୍ୟା ହ୍ରାସ ପାଇବା ଓ ଡିଜିଟାଲ ମାଧ୍ୟମ ଉପରେ ଅଧିକ ଧ୍ୟାନଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କିଛି ସପ୍ତାହ ତଳେ ବିବିସି ପକ୍ଷରୁ ଘୋଷଣା କରାଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଭାରତରେ ରକ୍ତଚାପର ସମସ୍ୟା ଅତି ସାଧାରଣ । ଦେଶରେ ଅଧାରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ହୋଇଛନ୍ତି । ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ । ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡନି ଜନିତ ସମସ୍ୟା, ହୃଦ୍‌ ଜନିତ ସମସ୍ୟା ଦେଖା ଯାଇଥାଏ । ତେବେ ଯେଉଁ…
ଅଧିକ ଖବର ଦେଖନ୍ତୁ...

୪ ଦୁଷ୍କର୍ମକାରୀଙ୍କ ସହ ଘର ମାଲିକଙ୍କୁ ଗିରଫ କଲା ପୁଲିସ, ସବୁ ଜାଣି ରହିଥିଲେ ଚୁପ୍

କୋଲକାତା: ଜଣେ ୧୨ବର୍ଷୀୟା ବାଳିକାକୁ ୪ଜଣ ଯୁବକ ଦୁଷ୍କର୍ମ କରୁଥିବା ଜାଣି ମଧ୍ୟ ଚୁପ୍ ରହିଥିବାରୁ ଘର ମାଲିକକୁ ଗିରଫ କରିଛି କୋଲକାତା ପୁଲିସ। ଇକବାଲପୁରରେ ଗୁରୁବାର ୪ଜଣ ଅଭିଯୁକ୍ତ ଦୁଷ୍କର୍ମ ଭଳି ଅପରାଧ କରିଥିଲେ। ପରଦିନ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ମୁମ୍ବାଇ: ଓସ୍କାର-୨୦୨୦ ଶେଷ ହୋଇ ସାରିଥିବା ବେଳେ ବିଭିନ୍ନ ଫିଲ୍ମକୁ ଏହି ସମ୍ମାନଜନକ ଆୱାର୍ଡ ଦିଆଯାଇ ସମ୍ମାନିତ କରାଯାଇଛି। ଲସ୍‌ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆୟୋଜିତ ହୋଇଥିବା ଇଭେଣ୍ଟରେ ଚଳିତବର୍ଷ କୌଣସି ଭାରତୀୟ ଫିଲ୍ମ ଏହି ଆୱାର୍ଡ ପାଇବାକୁ ସଫଳ ହୋଇପାରି ନାହାନ୍ତି। ସାଉଥ୍…
ଅଧିକ ଖବର ଦେଖନ୍ତୁ...

ଭଉଣୀ ସହ ଟିକ୍-ଟକ୍ ଭିଡିଓ କରିବାକୁ ଚାହିବାରୁ ଯୁବକଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ବୁଲାଇଲା ଭାଇ

ଜୟପୁର: ଟିକ୍-ଟକ୍ ଭିଡିଓ ପାଇଁ ବିବାଦ ହେବା ଖବର ପୂର୍ବରୁ ଅନେକ ଆସି ସାରିଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜୟପୁରରେ ଟିକ୍-ଟକ୍ ଭିଡିଓ ପାଇଁ ଜଣେ ଯୁବକଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଶାହୀନବାଗରେ ଧାରଣାରେ ବସିଥିବା ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ ନିଜ ଘର ବିକି ଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଗତ ଦୁଇ ମାସ ହେଲାଣି ଦିଲ୍ଲୀର ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲୋକେ ଧାରଣାରେ ବସିଛନ୍ତି। ଏହି ଦୁଇ ମାସ ମଧ୍ୟରେ ଶାହୀନବାଗରେ କେତେବେଳେ ଟ୍ରାଫିକ ଜାମ୍ ତ କେତେବେଳେ ଗୁଳିଚାଳନା ଭଳି ଘଟଣା ଘଟିସାରିଛି। ଏତେ ସବୁ ପରେ ମଧ୍ୟ ଲୋକେ ଧାରଣାରେ ବସି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ସହାୟତାର ହାତ ବଢ଼ାଇବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ: ଚୀନର ପରିସ୍ଥିତିକୁ ଆଖି ଆଗରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ  ଚିଠି ଲେଖି ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା କହିଥିଲେ। ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଆଶ୍ବାସନା ଦେବା ସହ ଭାରତ ଏଭଳି…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଏବଂ ଅନ୍ୟ ସହଯୋଗୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ କରୋନାଭାଇରସ୍ ପୀଡ଼ିତଙ୍କୁ ଔଷଧ ଓ ଖାଦ୍ୟ…

ନୂଆଦିଲ୍ଲୀ: ଚୀନବାସୀ ଏବେ କରୋନା ଭଳି ଭାଇରସ୍ ସହ ଲଢ଼େଇ କରୁଥିବା ବେଳେ ତୁରନ୍ତ ଏହାର ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେ ନେଇ ଚେଷ୍ଟା ଚଳାଇଛନ୍ତି ଚୀନ୍ ସରକାର। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ଏମିତି କି ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା, ପ୍ରଥମେ ଗଣାଯିବ ପୋଷ୍ଟାଲ ବ୍ୟାଲେଟ

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ | ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି | ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ ବି…
ଅଧିକ ଖବର ଦେଖନ୍ତୁ...