Daily Archives

February 10, 2020

ରାଜ୍ୟରେ ସୂଚନା ଅଧିକାରୀ କର୍ମୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାମାଜିକ କର୍ମୀ

ଭୁବନେଶ୍ୱର : ସୂଚନା ଅଧିକାରୀ କର୍ମୀମାନଙ୍କ ପାଇଁ ଓଡ଼ିଶା ଦିନକୁ ଦିନ ଏକ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଯାଉଛି । ଏହାକୁ ନେଇ ଦେଶର କେତେକ ଜଣାଶୁଣା ସାମାଜିକ କର୍ମୀ ତଥା ପୂର୍ବତନ ଆଇଏଏସ୍‌ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଗତ…
ଅଧିକ ଖବର ଦେଖନ୍ତୁ...

କରୋନା ଆତଙ୍କ: ୧୮୧୮ଟି ବିମାନରେ ଦେଶକୁ ଆସିଥିବା ୧.୯୭ ଲକ୍ଷ ଯାତ୍ରୀଙ୍କର କରାଯାଇଛି ଥର୍ମୋ ସ୍କାନିଂ

ନୂଆଦିଲ୍ଲୀ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନା ଭାଇରସ୍‌ ପାଇଁ ଭାରତ ପକ୍ଷରୁ ଯଥେଷ୍ଟ ପରିମାଣର ସତର୍କତା ମୂଳକ ପକ୍ଷକ୍ଷେପ ଗ୍ରହଣ କରା ଯାଇଛି ବୋଲି ଆଜି ସଂସଦରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ…
ଅଧିକ ଖବର ଦେଖନ୍ତୁ...

ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ପାଇଲଟଙ୍କୁ ନିଲମ୍ବନ କଲା ଡ଼ିଜିସିଏ

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଜଣେ ପାଇଲଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଖରାପ ବ୍ୟବହାର କରିଥିବାରୁ ଇଣ୍ଡିଗୋ ବିମାନର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବନ କରିଛି ବେସାମରିକ ବିମାନ ଉଡାଣ ମହାନିର୍ଦ୍ଦେଶାଳୟ(ଡ଼ିଜିସିଏ) | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ଅଫିସରେ ନୂଆ ଦାୟିତ୍ବ ସମ୍ଭାଳିବେ। ବିବାହ ପ୍ରସ୍ତାବ ଆସିପାରେ। ବୃଷ: କିଛି ନୂଆ ସୁଯୋଗ ଆସିପାରେ। ଭାବନା ଅନୁସାରେ କାମ ସଂପୂର୍ଣ୍ଣ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ମିଥୁନ: କାର୍ଯ୍ୟରେ ବାଧା ଉପୁଜିପାରେ।…
ଅଧିକ ଖବର ଦେଖନ୍ତୁ...

ବଢୁଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବୋଝ, ଅବସର ବୟସସୀମା ବଢାଇବାକୁ ବିଚାର

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ବଜେଟରେ ପେନସନ ବ୍ୟୟ ପରିମାଣ ଅନ୍ୟ ଖର୍ଚ୍ଚଠାରୁ ବଢିଚାଲିଥିବାରୁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବଜେଟ ତାହାକୁ ବଳିଯାଇଛି । ଏହାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ କରି ସଫଳ ହୋଇଥିବା ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ରାଜନଗର ସାହିର ବାସିନ୍ଦା ପ୍ରିୟଙ୍କା ରାଣୀ ରାଜୁଙ୍କର  ଗତ ଫ୍ରେବୁଆରି ୪ ତାରିଖରେ ଦୁର୍ଘଟଣାରେ ମସ୍ତିଷ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ କିଡନୀ ଓ ଚକ୍ଷୁ ବାହାର କରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...

ସିଏଏକୁ ବିରୋଧ କରି ସଂସଦ ଅଭିମୁଖେ ଯାଉଥିବା ଜାମିଆ ଛାତ୍ରଛାତ୍ରୀଙ୍କୁ ଧସ୍ତାଧସ୍ତି କରି ଛାତ୍ରୀଙ୍କ ଗୁପ୍ତାଙ୍ଗରେ ମାଡ଼…

ନୂଆଦିଲ୍ଲୀ: ଆଜି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ୍‌। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଜାମିଆ ମିଲିଆ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୬ ଯାତ୍ରୀ ଗୁରୁତର

ସମ୍ବଲପୁର: ସମ୍ବଲପୁରର ଜିଲ୍ଲା  ଚାରମଲ ନିକଟରେ ବସ୍-ଟ୍ରକ୍ ମୁହାଁ-ମୁହିଁ ଧକ୍କା ହେବାଫଳରେ ୧୫ ଜଣ ଆହତ ହେବା ସହ ୬ ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ଼ ବସକୁ ସାମ୍ନାରୁ ଏକ ଟ୍ରକ୍ ଧକ୍କା  ଦେଇଥିଲା  । ଏହି ଦୁର୍ଘଟଣା ପ୍ରାୟ ସନ୍ଧ୍ୟା ୬ଟା ୩୦ମିନିଟରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗ ବ୍ଲକରେ ଚାରା ରୋପଣ ଦୁର୍ନୀତି ଅଭିଯୋଗକୁ ନେଇ ପୁରୀ ଭିଜିଲାନ୍‌ସର ତଦନ୍ତ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାରା ରୋପଣ ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ପୁରୀ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ପୁରୀ ଭିଜିଲାନ୍ସ ଡିଏସପି ହରିନାରାୟଣ ପତି ସୋମବାର ପୂର୍ବାହ୍ନରେ ଅସ୍ତରଙ୍ଗରେ ପହଞ୍ଚି ସିଧାସଳଖ ଅଭିଯୋଗ ଥିବା ଅଞ୍ଚଳକୁ ଗ୍ରସ୍ତ କରିଥିଲେ । ପ୍ରଥମେ ନୂଆଗଡ…
ଅଧିକ ଖବର ଦେଖନ୍ତୁ...

ଚୀନରେ ଏକା ସମୟରେ ହଜାର ଲୋକଙ୍କୁ ପୋଡ଼ି ଦିଆଯାଉଥିବା ସଂଦେହ, ସାଟେଲାଇଟ୍‌ ଚିତ୍ରରୁ ବିଶେଷଜ୍ଞଙ୍କ ଅନୁମାନ

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ଏହା ୯୦୮ରେ ପହଞ୍ଚିଲାଣି । ତେବେ ବିଶେଷଜ୍ଞଙ୍କ ମତରେ ଚୀନ ସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି । ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିସାରିଲେଣି । କିଛିଦିନ…
ଅଧିକ ଖବର ଦେଖନ୍ତୁ...