Daily Archives

February 11, 2020

ମାଲିକ ନିକଟରେ ଗାଡ଼ି କଲା ଗୁହାରୀ- ମୋତେ ଟିକେ ଗାଧୋଇ ଦିଅ ! ଆଇପିଏସ୍‌ ଅଫିସର ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଏବଂ ମନରେ ପ୍ରଶ୍ନ ଉଠୁଥିବ କି କ’ଣ କେବେ କୌଣସି ବାହନ ସ୍ନାନ ପାଇଁ ନିଜ ମାଲିକଙ୍କୁ ଗୁହାରୀ କରୁଥିବ? ତେବେ ଘଟଣାଟି ହେଉଛି ଏପରି। ସୋସିଆଲ ମିଡିଆରେ ଏକ ଗାଡ଼ିର ଫଟୋ ଭାଇରାଲ ହୋଇଛି। ଏହି ଗାଡ଼ିର ପଛପଟେ ‘ମାଲିକ ମାତେ ଟିକେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ଏୟାରଲାଇନ୍ସର ୪ଦିନିଆ ସ୍ପେଶାଲ ‘ଭେଲେଣ୍ଟାଇନ୍‌ ସେଲ’

କୋଲକତା: ମଙ୍ଗଳବାର ବିମାନ ପରିବହନ କମ୍ପାନି ଇଣ୍ଡିଗୋ ଚାରିଦିନିଆ ସ୍ପେଶାଲ ‘ଭେଲେଣ୍ଟାଇନ୍‌ ସେଲ୍‌’ ଘୋଷଣା କରିଛି। ଏହି ସେଲରେ ଯାତ୍ରା ଟିକେଟର ମୂଲ୍ୟ ମାତ୍ର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା କୁହାଯାଉଛି। ଏହି ଟିକେଟରେ ଯାତ୍ରୀ ଦେଶର କୌଣସି ସ୍ଥାନକୁ ବି ଯାତ୍ରା କରି ପାରିବେ।…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଫାଇନାସ୍ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟ

ଭଞ୍ଜନଗର: ସୋରଡା ଥାନା ଅନ୍ତର୍ଗତ କେଶରା ଗ୍ରାମ ନିକଟରେ ଦୁଇ ଜଣ ଫାଇନାସ୍ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୦ ହଜାର ଲୁଟି ନେଇଛନ୍ତି ଲୁଟେରା । କର୍ମଚାରୀଙ୍କ ଅଭିଯୋଗ କ୍ରମେ ସୋରଡା ଥାନାରେ ୩୨/୨୦ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ କୁମାର…
ଅଧିକ ଖବର ଦେଖନ୍ତୁ...

ରେଳମନ୍ତ୍ରୀଙ୍କୁ ଭେଟିଲେ ରେଳବାଇ ଗୃହ କମିଟି

ଭୁବନେଶ୍ୱର/ନୂଆଦିଲ୍ଲୀ: ରେଳ ବଜେଟରେ ଓଡିଶାକୁ ଅନୁଦାନ ହ୍ରାସ ପାଇଥିବାରୁ ରେଳମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟିଛି ରେଳବାଇ ଗୃହ କମିଟି । ଗତ ବଜେଟ ଠାରୁ ଏଥରର ବଜେଟରେ ୧୬୨୦ କୋଟି ଟଙ୍କା ଅନୁଦାନ ହ୍ରାସ ପାଇଛି । ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଅନୁଦାନ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଚୀନରେ କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନିଆଯାଉଛି !

ନୂଆଦିଲ୍ଲୀ: ଚୀନରେ କରୋନାଭାଇରସ୍‌କୁ ଅଟକାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। କରୋନାଭାଇରସ୍‌ରେ ଏଯାବତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦, ୧୭୧ଜଣ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହିତ ୧୮୭, ୫୧୮ଲୋକ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଝିଅ କଲା ପ୍ରେମ ବିବାହ: ସମାଜର ଟାହିଟାପରା ଭୟରେ ପରିବାରଲୋକେ କଲେ ସାମୂହିକ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୪ବର୍ଷୀୟ ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ବିବାହ କରିବାରୁ ଝିଅର ପରିବାରଲୋକ ସାମୂହିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ସାମୂହିକ ଆତ୍ମହତ୍ୟା ପୂରା ଅଞ୍ଚଳକୁ ସ୍ତବ୍ଧ କରି ରଖି ଦେଇଛି। ସୂଚନାଯୋଗ୍ୟ, ଗଡ଼ଚିରୋଲି…
ଅଧିକ ଖବର ଦେଖନ୍ତୁ...

ମା’ର ଧୈର୍ଯ୍ୟ ଆଗରେ ହାରିଗଲା କରୋନା: ପୀଡ଼ିତା ମା’ ସୁସ୍ଥ ସନ୍ତାନକୁ ଜନ୍ମ ଦେଲେ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ମାରାତ୍ମକ କରୋନାଭାଇରସ୍‌ର ଆତଙ୍କ ଦେଖିବାକୁ ମିଳିଛି। ଏହି କ୍ରମରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଚୀନର ଝୋଜିୟାଙ୍ଗରେ ନୋବେଲ କରୋନାଭାଇରସ୍‌ରେ ସଂକ୍ରମିତ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି। ସୁସ୍ଥ ଶିଶୁ ଜନ୍ମ ହେବା ପରେ ମହିଳାଙ୍କ ପରିବାରରେ…
ଅଧିକ ଖବର ଦେଖନ୍ତୁ...

ସମାପ୍ତ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା, ଆପ ପାଇଲା ୬୨ଟି ଆସନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨…
ଅଧିକ ଖବର ଦେଖନ୍ତୁ...

ଏଣିକି ଆଧାରକାର୍ଡ ନଥିଲେ ଅନ୍ତିମ ସଂସ୍କାରରେ ବି ବାଧା ଉପୁଜିପାରେ !

ବେଙ୍ଗାଲୁରୁ: ଏଣିକି ଆଧାରକାର୍ଡ ନ ଥିଲେ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର। ଯେଉଁବ୍ୟକ୍ତିଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଏଯାବତ ସେ ଆଧାରକାର୍ଡ କରି ନାହାନ୍ତି, ଆଉ ଏଭଳି ପରିସ୍ଥିତିରେ ଯଦି ତାଙ୍କର ମୃତ୍ୟୁ ହୋଇଯାଉଛି ତେବେ ଅନ୍ତିମ ସଂସ୍କାରରେ ବହୁତ ବାଧା ଆସିପାରେ। ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଠାକୁରାଣୀଙ୍କ ସହ ବିବାହ କରନ୍ତି ମଣିଷ, ବିବାହ ପରେ ସ୍ୱାମୀଙ୍କର ହୋଇଥିଲା ମୃତ୍ୟୁ

ରାଜକନିକା: ଠାକୁରାଣୀଙ୍କ ସହ ମଣିଷର ବିବାହ, କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | କେନ୍ଦ୍ରାପଡାର ରାଜକନିକା ବ୍ଲକ ବଜରପୁର ଗାଁରେ କାହିଁ କେଉଁକାଳରୁ ଏଭଳି ବିବାହ ଅନୁଷ୍ଠିତ ହୋଇଆସୁଛି | ମା ବାସୁଳିଙ୍କ ସହିତ କୁମ୍ଭାର ରାଜା ବଳିଙ୍କର ଏହି ବିବାହ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...