Daily Archives

February 12, 2020

୩ଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିରେ ୨୫୦୦ କୋଟିର ପୁଞ୍ଜି ଭର୍ତ୍ତି କରାଯିବ, ପ୍ରସ୍ତାବକୁ କେନ୍ଦ୍ର…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନସୁରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

୧୦ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆଜି ରାଜ୍ୟର ୧୦ଟି ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଗତ ୩ ବର୍ଷ ଧରି ସିଟ୍‌ ସଂଖ୍ୟାର ୨୫ ପ୍ରତିଶତରୁ କମ୍‌ ନାମଲେଖା ହୋଇଥିବାରୁ ଏହି କଲେଜକୁ ନୋଟିସ୍‌ ଜାରି ହୋଇଛି। ଏହି କଲେଜଗୁଡିକ ହେଲା ଯାଜପୁର ଜିଲ୍ଲାର ଆପେକ୍ସ…
ଅଧିକ ଖବର ଦେଖନ୍ତୁ...

ଚାଲାଣ କାଟିବା ପାଇଁ ବାଇକ୍‌ ଅଟକାଇବାକୁ କହିବାରୁ ହୋମ୍‌ଗାର୍ଡଙ୍କୁ ଘୋଷାଡ଼ି ନେଇଗଲେ ଦୁର୍ବୃତ୍ତ, କୁକୁର ଗୋଡ଼ାଇବାରୁ…

ସୋନିପତ: ହରିୟାଣାର ସୋନିପତରେ ଏକ ଅଭାବନୀୟ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ହୋମ୍‌ଗାର୍ଡ ତିନିଜଣ ଯୁବକ ବସି ଯାଉଥିବା ବାଇକ୍‌ ସହ ଘୋଷାଡ଼ି ହୋଇ ଯାଉଥିବା ଦେଖିବାକୁ ମିଳୁଛି। ସୂଚନା ମୁତାବକ, ଗୋଟିଏ ବାଇକ୍‌ରେ ତିନିଜଣ ଯୁବକ ବସି ଯାଉଥିବା ଦେଖି ହୋମଗାର୍ଡ ଜୟଦୀପ…
ଅଧିକ ଖବର ଦେଖନ୍ତୁ...

ଖାଇବା ପରେ କରୁଛନ୍ତି କି ଏଭଳି ଭୁଲ, ତେବେ ହୋଇଯାଆନ୍ତୁ ସାବଧାନ!

ଅଧିକାଂଶ ସମୟରେ ପେଟପୂରା ଖାଇସାରିବା ପରେ ବି ଏମିତି କେତେକ ଲୋକ ଅଛନ୍ତି ଯେଉଁମାନେ ଆଉ କିଛି ଖାଇବା ଓ ପିଇବାର ଅଭ୍ୟାସ ରଖି ଥାଆନ୍ତି। କିନ୍ତୁ ଏଭଳି ଅଭ୍ୟାସରୁ ନିବୃତ୍ତ ରହିବାକୁ ଡାକ୍ତରମାନେ ବାରମ୍ବାର ପରାମର୍ଶ ଦେଇ ଆସିଛନ୍ତି। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା…
ଅଧିକ ଖବର ଦେଖନ୍ତୁ...

ପୁଲିସ ଅଧିକାରୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ରହିବା ମହଙ୍ଗା ପଡ଼ିଲା; ସର୍ବସମକ୍ଷରେ ପତ୍ନୀଙ୍କଠୁ ମାଡ଼ ଖାଇଲେ

ଭୋପାଲ: ମଧ୍ୟପ୍ରଦେଶର ଧାରା ଜିଲ୍ଲାର ଗାନ୍ଧିଓ୍ଵାନି ଥାନା ଅଞ୍ଚଳରେ ଜଣେ ପୁଲିସ ଅଧିକାରୀ ଅନ୍ୟ ଜଣେ ମହିଳାଙ୍କ ସହିତ ପରକୀୟା ସଂପର୍କରେ ବାନ୍ଧିହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣା ବିଷୟରେ ଉକ୍ତ ପୁଲିସ ଅଧିକାରୀଙ୍କ ପତ୍ନୀ ଜାଣିବା ପରେ ସେ ହଙ୍ଗାମା ଆରମ୍ଭ କରି ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବାହାଘର ଭାଙ୍ଗି ଯିବାରୁ ଘର ସାମ୍ନାକୁ ଯାଇ ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ: ସିସିଟିଭିରେ କୈଦ ହେଲା…

ନୂଆଦିଲ୍ଲୀ:  କଥାରେ ଅଛି ‘ପ୍ରେମ ମଣିଷକୁ ଅନ୍ଧ କରି ଦେଇଥାଏ’ । ଏହି ଉକ୍ତିର ବି ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ମଣିଷ ପ୍ରେମରେ ଅନ୍ଧ ହେବା ପରେ ତାର ମନକୁ ଯାହା ଆସିଥାଏ କରି ଯାଇଥାଏ, ଆଗପଛ ଚିନ୍ତା କରିବାକୁ ତା’ ପାଖରେ ସମୟ ନଥାଏ।  ଏମିତି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

‘ଅଙ୍ଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ଦର୍ଶକଙ୍କୁ ଭାବବିହ୍ଵଳ କରି ଦେଲା ଭଳି କଥା କହିଲେ ଇରଫାନ୍‌

ବମ୍ବେ: ଅଭିନେତା ଇରଫାନ୍‌ ଖାଁଙ୍କ କଥା କୁହା ଆଖି ଓ କୁଞ୍ଚୁକୁଞ୍ଚିଆ କେଶକୁ କିଏ ବା ଭୁଲି ପାରିବ? ତେବେ କର୍କଟରେ ପୀଡ଼ିତ ହେବା ପରେ ଇରଫାନ୍‌ ଖାଁ ସିନ‌େଜଗତରୁ ଦୂରେଇ ଯାଇଥିଲେ। କିନ୍ତୁ ଶୁଣିବାକୁ ମିଳିଛି କି କର୍କଟରେ ପୀଡିତ ହେବା ପୂର୍ବରୁ ସେ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ର ସୁଟିଂ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ରେ ଯୁବତୀ ‘ଶୁଭେଚ୍ଛା ଛୋଟୁ’ ଲେଖିବା ପରେ ଏଭଳି ମନଛୁଆଁ ଉତ୍ତର ଦେଲେ ରତନ ଟାଟା

ମୁମ୍ବାଇ: କିଛିଦିନ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ଆସିଥିବା ଏକ ପୋଷ୍ଟର ମନଛୁଆଁ ଉତ୍ତର ଦେଇ ଶିଳ୍ପପତି ରତନ ଟାଟା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ଦେଖି ଜଣେ ମହିଳା ରତନ ଟାଟାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗାର୍ଗୀ ମହିଳା କଲେଜ ଅସଦାଚରଣ ମାମଲାରେ ୧୦ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗରେ ଦିଲ୍ଲୀ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଗିରଫଦାରି ପାଇଁ ଦିଲ୍ଲୀ ପୁଲିସ ଉପରେ ଚାପ ବଢିଚାଲିଥିଲା । କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଗତ ସପ୍ତାହରେ ଏହି…
ଅଧିକ ଖବର ଦେଖନ୍ତୁ...

ବାଦାମ୍‌ ଚୋପା ଓ ବିସ୍କୁଟ ଖୋଳ ଭିତରେ ୪୫ଲକ୍ଷର ବିଦେଶୀ ମୁଦ୍ରା ଲୁଚାଇ ନେଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ…

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧି ଅନ୍ତଜାର୍ତୀୟ ବିମାନବନ୍ଦର (ଆଇଜିଆଇ)ରେ ସିଆଇଏସ୍‌ଏଫ୍‌ ଅଧିକାରୀ ବିଦେଶୀ ନୋଟ ଚାଲାଣ କରୁଥିବା ଏକ ର‍୍ୟାକେଟର ପର୍ଦ୍ଦାଫାସ କରିଛନ୍ତି। ସିଆଇଏସ୍‌ଏଫ୍‌ର ଟିମ୍‌କୁ  ବିଶେଷ ସୂତ୍ରରୁ ଏହି ବିଦେଶୀ ଟଙ୍କା ଚାଲାଣ ହେଉଥିବା ଖବର ମିଳିବା ପରେ ସେମାନେ…
ଅଧିକ ଖବର ଦେଖନ୍ତୁ...