Daily Archives

February 12, 2020

ଆସନ୍ତା ୧୯ ତାରିଖରୁ ମହାରାଷ୍ଟ୍ରର ସମସ୍ତ କଲେଜରେ ବାଧ୍ୟତାମୂଳକ ହୋଇଯିବ ଜାତୀୟ ସଂଗୀତ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୯ ତାରିଖଠାରୁ ମହାରା‌ଷ୍ଟ୍ରର କଲେଜ୍‌ମାନଙ୍କରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ ହୋଇଯିବ। କଲେଜରେ ଜାତୀୟ ସଂଗୀତ ଗାଇବାକୁ ବାଧ୍ୟତାମୂଳକ କରିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଅଟୋ ଏକ୍ସପୋରେ ଦେଖିବାକୁ ମିଳିଲା ଜଣେ ବସିପାରୁଥିବା ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ: ଗ୍ରେଟର ନୋଏଡାଠାରେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଅଟୋ ଏକ୍ସପୋ ୨୦୨୦ ଆଜି ଉଦଯାପିତ ହୋଇଯାଇଛି । ଅଟୋ ଏକ୍ସପୋରେ ବିଭିନ୍ନ କଂପାନି ପକ୍ଷରୁ ନୂଆ ନୂଆ ମଡେଲ୍‌ର ଯାନବାହନ ପ୍ରଦର୍ଶନ କରାଯାଇଛି। ସବୁଠୁ ଶସ୍ତା ଇ-କେୟୁଭି ୧୦୦ ଠାରୁ ଆରମ୍ଭ କରି ଏମ୍‌ଜି ମାର୍ଭେଲ୍ ଏକ୍ସ ଭଳି…
ଅଧିକ ଖବର ଦେଖନ୍ତୁ...

ଗଭୀର ସମୁଦ୍ରରେ ଘୁରିବୁଲୁଛି କ୍ରୁଜ ଜାହାଜ ଏମଏସ୍‌ ୱେଷ୍ଟର୍ଣ୍ଣଡ୍ୟାମ, କରୋନା ଭାଇରସ ଭୟରେ କୌଣସି ଦେଶ ଆଶ୍ରୟ…

ହାନୋଇ : ଜାପାନ ଉପକୂଳରେ ଅଟକିରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସେସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବାବେଳେ ଆଉ ଏକ କ୍ରୁଜ ଜାହାଜ ସାମନାକୁ ଆସିଛି । ଏହା ଜାହାଜର ନାଁ ହେଉଛି ଏମଏସ ୱେଷ୍ଟର୍ଣ୍ଣଡ୍ୟାମ । ଏଥିରେ ପ୍ରାୟ ୧୪୫୫ ଜଣ ଯାତ୍ରୀ ଓ ୮୦୨ ଜଣ କର୍ମଚାରୀ ରହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ଉତ୍ସାହିତ ରହିବ। ଭଲ କାମ ପାଇଁ ନିଜ କାର୍ଯ୍ୟାଳୟରେ ପ୍ରଶଂସିତ ହେବେ। ବ୍ୟାବସାୟିକ ନିଷ୍ପତ୍ତିରୁ ଲାଭ ମିଳିବ। ବୃଷ: ସାମାଜିକ ମାନ-ସମ୍ମାନ ପାଇବେ। କାମର ଗତି ବଢ଼ିବ। ସନ୍ତାନଙ୍କ ଠା‌ରୁ ଖୁସି ଖବର ମିଳିବ। ମିଥୁନ: କାମରେ ସଫଳତା ପାଇଁ ପରିଶ୍ରମ କରିବାକୁ ପଡ଼ିବ।…
ଅଧିକ ଖବର ଦେଖନ୍ତୁ...

ପ୍ରେମ ଆଗରେ ‌ସୌନ୍ଦର୍ଯ୍ୟର ବା କି କାମ! ପ୍ରେମିକା ଦିବ୍ୟାଙ୍ଗ ବୋଲି ଜାଣିବା ପରେ ବି ପତ୍ନୀ କରି ଘରକୁ ନେଇଥିଲେ…

ରାୟଗଡ: ଆଜିର ଯୁଗରେ ଯେଉଁଠି ପ୍ରେମର ଅର୍ଥ ଶାରୀରିକ ଆକର୍ଷଣକୁ ବୁଝାଇଥାଏ, ସେଠାରେ ଭଲପାଇବାର ଏକ ନୂଆ ପରିଭାଷା ବୁଝାଇଛନ୍ତି ରାୟଗଡର ଏକ ଦମ୍ପତି । ପରସ୍ପରକୁ ନଦେଖି କେବଳ ଫୋନ୍‌ରୁ ଆରମ୍ଭ ହୋଇଥିଲା ଏମାନଙ୍କ ପ୍ରେମ କାହାଣୀ । ପ୍ରେମିକା ଜଣେ ଭିନ୍ନକ୍ଷମ ଜାଣିବା ପରେ ବି କମ୍ ହୋଇ ନଥିଲା…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ ଭାବେ ବସବାସ କରୁଥିବା ୨୨ ବାଂଲାଦେଶୀଙ୍କୁ ପାଲଘରରୁ ଗିରଫ କଲା ପୁଲିସ୍‌

ପାଲଘର: ସଂପ୍ରତି ସିଏଏ ଓ ଏନ୍‌ଆରସିକୁ କେନ୍ଦ୍ର କରି ସମଗ୍ର ଦେଶରେ ତୀବ୍ର ଆନ୍ଦୋଳନ ଓ ବିରୋଧ ଅବ୍ୟାହତ ରହିଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମହାରାଷ୍ଟ୍ର ପୁଲିସ୍‌ ପାଲଘର ଅଞ୍ଚଳରେ ବେଆଇନ୍‌ ଭାବେ ବାସବାସ କରୁଥିବା ୨୨ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ଘଟଣା…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଚିତାଲାଗିରେ ବଡ଼ ଧରଣର ତ୍ରୁଟି, ଦାୟିତ୍ୱହୀନତା ଯୋଗୁଁ ସୁଭଦ୍ରାଙ୍କ ମସ୍ତକରେ ବଙ୍କା ଚିତା

ପୁରୀ: ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି । ଚିତାଲାଗି ସମୟରେ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚିତାକୁ ବଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ତିନି ଠାକୁରଙ୍କ ମସ୍ତକରେ ପୂର୍ବରୁ ଖୋଲାଯାଇଥିବା ଦୁର୍ଲଭ…
ଅଧିକ ଖବର ଦେଖନ୍ତୁ...

ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଥିବା ୨ ଭାରତୀୟ କରୋନା ଭାଇରସ ସଂକ୍ରମିତ, ସ୍ପଷ୍ଟ କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସ୍‌ରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୭୪ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ବୋଲି ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି । ଏହି ୧୭୪ ଜଣ ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଭାରତୀୟ ଥିବା ଜଣାଯାଇଛି । ଏ ସଂପର୍କରେ ଜାପାନସ୍ଥିତ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କଠାରୁ ଦୁଇ ଗୁଣ ଅଧିକ ଦରମା ପାଇବେ କେଜ୍ରିୱାଲ !

ଭୁବନେଶ୍ୱର: ୭୦ ଆସନ ବିଶିଷ୍ଟ ଦିଲ୍ଲୀର ଦିଲ ଜିତି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ | ୭୦ରୁ  ୬୨ଟିରେ ଆସନରେ ଜିତି ବିପୁଳ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିବାକୁ ଯାଉଛନ୍ତି କେଜ୍ରିୱାଲ | ଆସନ୍ତା ଫେବୃୟାରୀ ୧୬ ତାରିଖରେ କେଜ୍ରିୱାଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ଗଠନ କଲେ ଓବିସି କମିସନ୍

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଓବିସି କମିସନ୍। ପ୍ରଫେସର ଡ. ନବନୀତା ରଥ ଓ ପ୍ରଫେସର୍‌ ଡ ମିତାଲି ଚିନ୍ନାରା ଏବଂ ଡ. ପ୍ରସନ୍ନ…
ଅଧିକ ଖବର ଦେଖନ୍ତୁ...