ସରକାରଙ୍କୁ ଛତିଡିପୁଟବାସୀଙ୍କ ପ୍ରଶ୍ନ: ସରକାରୀ ଯୋଜନାରେ କେବେ ମିଳିବ ଘର?
ଜୟପୁର: ସରପଞ୍ଚଠାରୁ ଆରମ୍ଭ କରି ସମିତି ସଭ୍ୟଙ୍କୁ କହି କହି ଥକିଲୁଣି। ଭୋଟ ନେବା ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ ନେଲେ। ଏବେ ଆମ ଆଡ଼କୁ ଟିକେ ଚାହିଁଲେ ବି ନାହିଁ। ବଂର ବ୍ଲକ କାର୍ଯ୍ୟାଳୟରେ ଦେଖି ଏହି କାଗଜ ହେବ ନାହିଁ କହି ମୁହଁମୋଡି ଚାଲିଗଲେ। ବର୍ଷକୁ ବର୍ଷ ଆବେଦନ କରୁଛୁ ହେଲେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...