Daily Archives

February 13, 2020

ଡାଇମଣ୍ଡ ପ୍ରିନ୍ସେସରେ ଥିବା ୧୩୮ ଭାରତୀୟଙ୍କୁ ଉଦ୍ଧାର କରିବା ଏବେ ସମ୍ଭବ ନୁହେଁ : ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଜାପାନ ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ପ୍ରାୟ ୧୩୮ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରିହେବ ନାହିଁ । ଜାପାନ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଅନ୍ୟ ମାନଙ୍କୁ ଯେପରି କରୋନା ଭାଇରସ ନ ବ୍ୟାପେ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନୱାଡ଼ି ଚାଉଳ ହେର୍‌ଫେର୍‌ ଅଭିଯୋଗ: କେନ୍ଦ୍ରକୁ ନଯାଇ ବେସରକାରୀ ଗୋଦାମକୁ ଯାଉଛି ଚାଉଳ

ତୁମୁଡିବନ୍ଧ: ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। କିନ୍ତୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସହ ସାମଗ୍ରୀ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ଆସୁଛି। ଆଜି ଏମିତି ଏକ ଘଟଣା ପୁଣି ଥରେ କନ୍ଧମାଳ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

‘ଝିଅ ଲୋ କାଶ୍ମୀରରୁ ଏଥର ଫେରିଲେ ତୋ ବାହାଘର କରିବି’ ଏତିକି କହି ଯାଇଥିବା ବାପା ସହିଦ ହୋଇ ଫେରିଲେ

'ମୋ ଝିଅ ରୁବି, ୧୫ ଦିନ ପରେ କାଶ୍ମୀରରୁ ଫେରିଲେ ତୋ ବାହାଘର କରିବି, ପୁଅ ଘର ସହ କଥା ହେବି' ଫେବୃୟାରୀ ୭ ତାରିଖ ୨୦୧୯ରେ ଶେଷ ଥର ପାଇଁ କିଛି ଏହି ଦୁଇ ପଦ ଶୁଣିଥିଲେ ବିହାର ତାରେଗାନର ରୁବି କୁମାରୀ | ବାପା ସଞ୍ଜୟ ସିହ୍ନଙ୍କୁ ଏବେ ବି ଜଗିଛନ୍ତି ରୁବି, କେବେ ଘରର ମୁଖିଆ ବାପା ଆସିବେ ଆଉ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ସକରାତ୍ମକ ରହିବ। ବ୍ୟବସାୟରେ ଲାଭ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ବୃଷ: ଦିନଟି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଶୁଭ। ଜରୁରୀ କାମରେ ବନ୍ଧୁଙ୍କର ସାହାଯ୍ୟ ପାଇବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ସାଢ଼େ ୩ ଲକ୍ଷ କର୍ମଚାରୀ ପାଇବେ ୧୦ ପ୍ରତିଶତ ବକେୟା ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ  ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପୁଲୱ‌ାମା ଆକ୍ରମଣକୁ ବ‌ର୍ଷେ ପୂରିବ : ୪୦ ସହିଦଙ୍କୁ ଆଜି ବି ଝୁରୁଛି ମାତୃଭୂମି

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ । ବର୍ଷେ ପୂର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ବର୍ଷେ ବିତିଯାଇଛି, ହେଲେ ଆକ୍ରମଣ ଯେଉଁ କ୍ଷତ ସୃଷ୍ଟି କରିଛି ତାହା ଭରି ନାହିଁ। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି  ଜନ୍ମମାଟି । ଦେଶ ପାଇଁ …
ଅଧିକ ଖବର ଦେଖନ୍ତୁ...

ସୁଷମା ସ୍ୱରାଜଙ୍କ ନାମରେ ନାମିତ ହେଲା ବୈଦେଶିକ ମନ୍ତ୍ରାଳୟର ଦୁଇଟି ପ୍ରମୁଖ ଅନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ତୁଙ୍ଗ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତା ସୁଷମା ସ୍ୱରାଜଙ୍କ ନାମରେ କେନ୍ଦ୍ର ସରକାରଙ୍କର ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ଦୁଇଟି ପ୍ରମୁଖ ଅନୁଷ୍ଠାନ ବା କେନ୍ଦ୍ରକୁ ନାମିତ କରାଯାଇଛି। ଆସନ୍ତାକାଲି (ଶୁକ୍ରବାର,…
ଅଧିକ ଖବର ଦେଖନ୍ତୁ...

୧୬୦୯ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ୧୪୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ଓଡ଼ିଶା ସରକାର ୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ  ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଗୁରୁବାରଦିନ ଅନୁଷ୍ଠିତ ୮୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକ ରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଦେଶରେ ବିନା ଡ୍ରାଇଭରରେ ପ୍ରଥମ ଥର ପାଇଁ ପାଣି ଭିତରେ ଗଡ଼ିଲା ଟ୍ରେନ

କୋଲକାତା: ଦେଶର ପ୍ରଥମ ମେଟ୍ରୋ ଟ୍ରେନ ସେବା ଆରମ୍ଭ କରି ରେକର୍ଡ ସୃଷ୍ଟି କରିଥିବା କୋଲକାତା ସହର ଆଜି ପୁଣି ଏକ ନୂଆ ରେକର୍ଡ କରିଛି | କୋଲକାତାରେ ଆଜି ପ୍ରଥମ ଥର ପାଇଁ ପାଣି ଭିତରେ ମେଟ୍ରୋ ଟ୍ରେନ ଗଡିଛି | କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏହି ସେବାର ଶୁଭାରମ୍ଭ କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ସେମିଷ୍ଟାର ପରୀକ୍ଷା ପୂର୍ବରୁ ଲିକ୍‌ ହେଲା ଯୁକ୍ତ ୩ ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ…

ସମ୍ବଲପୁର: ଜ୍ୟୋତି ବିହାର (ସମ୍ବଲପୁର ବିଶ୍ୱବିଦ୍ୟାଳୟ) + ୩ ଦ୍ଵିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାଯାଇଛି। ଏଥି ସଂକ୍ରାନ୍ତରେ ୬ଟି ସ୍କ୍ଵାର୍ଡ ଗଠନ ହୋଇ…
ଅଧିକ ଖବର ଦେଖନ୍ତୁ...