Daily Archives

February 14, 2020

ଭିସୁଟରେ ରାଗିଂ ଘଟଣା: ମଙ୍ଗଳବାର ବସିବ ଶୃଙ୍ଖଳା କମିଟି ବୈଠକ,୧୨ ଛାତ୍ରଙ୍କ ଘରକୁ ଗଲା ନୋଟିସ୍‌

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ଜଣେ ଛାତ୍ରଙ୍କୁ ରାଗିଂ ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଯାଞ୍ଚ କରି ଏଥିରେ ସମ୍ପୃକ୍ତ ୧୨ ଜଣ…
ଅଧିକ ଖବର ଦେଖନ୍ତୁ...

ଆଧାର କରିଛି ଅଡୁଆ: ଆଙ୍ଗୁଠି ପାଇଁ ଅଟକିଛି ଭତ୍ତା

କୋରାପୁଟ: ଦୁର୍ଘଟଣାରେ କଟିଗଲା ଆଙ୍ଗୁଠି। ଆଉ ଏହି ଆଙ୍ଗୁଠି ଛିଣ୍ଡିବା ପରେ କୁଡି ହନ୍ତାଳଙ୍କ ଭାଗ୍ୟ ବି ଛିଣ୍ଡିବାରେ ଲାଗିଛି। କାରଣ ଆଙ୍ଗୁଠି ନ ଥିବାରୁ ‌ତାଙ୍କର ଆଧାର କାର୍ଡ ହୋଇ ପାରୁନି। ଏପଟେ ଆଧାର କାର୍ଡ ନ ଥିବାରୁ ସେ ସବୁ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି। ଏପରିକି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ : ଖୁବ୍‌ଶୀଘ୍ର ଗୁଜୁରାଟରେ ଉଦ୍‌ଘାଟନ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ

ଅହମ୍ମଦାବାଦ : ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଗୁଜୁରାଟ ଅହମ୍ମଦାବାଦର ମୋଟେରାରେ ନିର୍ମିତ ହେଉଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ । ଖୁବଶୀଘ୍ର ଏହି ଷ୍ଟାଡିୟମର ଉଦଘାଟନ ହେବାକୁ ଯାଉଛି । ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବାକୁ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ଫିଲ୍ମର ପୋ‌ଷ୍ଟର୍‌ ଜାରି କରି କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଶୁଭେଚ୍ଛା ଜଣାଇଲେ ଆମୀର

ମୁମ୍ବାଇ: ବେଶ୍‌ କିଛି ଦିନ ଅନ୍ତରରେ ପରଦାକୁ ଆସି ଏକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେବାରେ ବଲିଉଡ୍‌ ଷ୍ଟାର୍‌ ଆମୀର ଖାନ୍‌ ଧୁରନ୍ଧର। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଗକୁ ଆସୁଛି ଆମୀଙ୍କର ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଢ଼ା’। ଏହି ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କର ଆଖି ସମସ୍ୟା ଥିଲା ପରି ଅନୁଭବ କରୁଛନ୍ତି କି? ଆପଣାନ୍ତୁ ଏହି ସୂତ୍ର

ଦୃଷ୍ଟି ଶକ୍ତି କମିବା ଆଜିକାଲିକା ସମାଜ ପାଇଁ ଏକ ଅତି ସାଧାରଣ କଥା। ଅତ୍ୟଧିକ ଫୋନ୍‌, କମ୍ପ୍ୟୁଟର୍‌ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଅତି ପାଖରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍‌ ଦେଖିବାର ଅଭ୍ୟାସ ଅଧିକାଂଶ ଲୋକଙ୍କ ଭିତରେ ରହିଛି। ଯାହାଫଳରେ ଆଖି ସମସ୍ୟା ବାହାରିବା ବି ଏକ…
ଅଧିକ ଖବର ଦେଖନ୍ତୁ...

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେଜ୍ରିଓ୍ଵାଲଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଭାରତ ସରକାରଙ୍କ ଗେଜେଟରେ ପ୍ରକାଶ ପାଇଛି। ଏଥି ସହ କେଜ୍ରିଓ୍ଵାଲଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ଦିବସରେ ପ୍ରେମୀଙ୍କ କଥା: ଆପଣ ଜାଣନ୍ତି କି ବିରାଟ-ଅନୁଷ୍କାଙ୍କ ସଂପର୍କ ଏବେକାର ନୁହେଁ, ପିଲାଦିନର?

ମୁମ୍ବାଇ: ଆଜି ପ୍ରେମ ଦିବସ। ଆଜିର ଦିନରେ‌ ମନକୁ ଆସନ୍ତି ବଲିଉଡ୍‌ର ଅନେକ କୌତୂକିଆ ଯୋଡ଼ି। ସେହି ଯୋଡ଼ିମାନଙ୍କ ଭିତରୁ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟତମ। ଆପଣ ଯଦିଓ ଏକଥା ଜାଣିଛନ୍ତି ଯେ ବିରାଟ ଓ ଅନୁଷ୍କାଙ୍କର ପ୍ରେମ ବିବାହ। ମାତ୍ର ଏକଥା ହୁଏତ…
ଅଧିକ ଖବର ଦେଖନ୍ତୁ...

ମୋ ସରକାର ପ୍ରଭାବ: କୋରାପୁଟରେ ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର

କୋରାପୁଟ: ମୋ ସରକାର ପ୍ରଭାବ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ପାଇଁ ୨୫ ଶହ ଟଙ୍କା ଲାଞ୍ଚ ଅଭିଯୋଗରେ ଜଣେ ଡାକ୍ତର ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଡାକ୍ତର ହେଲେ ମନୋଜ କୁମାର ଜେନା। ସୂଚନାଯୋଗ୍ୟ ଗତ ୬…
ଅଧିକ ଖବର ଦେଖନ୍ତୁ...

ସଫଳ ହେବାକୁ ଚାହୁଁଥିଲେ ଏ ସବୁ ଦିଗକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, କ’ଣ କହନ୍ତି ଚାଣକ୍ୟ?

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ ଯଦି ଆପଣ କିଛି…
ଅଧିକ ଖବର ଦେଖନ୍ତୁ...

ଅନେକ ରୋଗକୁ ଭଲ କରିଥାଏ ପୋସ୍ତ, ଆପଣଙ୍କ ଭିତରେ ଏହି ସବୁ ସମସ୍ୟା ଅଛି କି?

ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ, ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...